ଏହା ସହ ସମସ୍ତ ଭାରତୀୟ ଖେଳାଳିଙ୍କ ସହ ଭଲ ସମୟ ବିତାଇବାକୁ ଲକ୍ଷ୍ୟ ରଖିଛନ୍ତି । ଲଗାତାର କିଛି ଆଇପିଏଲରେ ଭଲ ପ୍ରର୍ଦଶନ କରିବା ପରେ ଭାରତୀୟ ଦଳରେ କୌଣସି ସମୟରେ ସୁଯୋଗ ମିଳିପାରେ ବୋଲି ସେ ଆଶା ରଖିଥିଲେ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାରଙ୍କ ସହ ଇଶାନ କିଶନ ଏବଂ ରାହୁଲ ତେୱାତିଆଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।
ଭାରତୀୟ ଦଳରେ ଯୋଗ ଦେବାକୁ ସୂର୍ଯ୍ୟକୁମାର ବ୍ୟଗ୍ର

ଅର୍ଗସ ବ୍ୟୁରୋ: ଭାରତ-ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ମୁମ୍ବାଇର ଷ୍ଟାର ବ୍ୟାଟସମାନ ସୂର୍ଯ୍ୟ କୁମାର ଯାଦବ ସ୍ଥାନ ପାଇଛନ୍ତି । ବିଗତ କିଛି ଘରୋଇ ସିଜିନରେ ଏବଂ ଆଇପିଏଲରେ ଭଲ ପ୍ରର୍ଦଶନ କରି ଆସୁଥିବା ସୂର୍ଯ୍ୟଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ତେବେ ଭାରତୀୟ ଦଳରେ ଯୋଗ ଦେଇ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ବହୁତ କିଛି ଶିଖିବାକୁ ସୂର୍ଯ୍ୟକୁମାର ଆଶା କରିଛନ୍ତି।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
