ତାଙ୍କ ପୂର୍ବରୁ ୪୮ କେଜି ବର୍ଗରେ ନିତୁ ଘନଘାସ ଭାରତ ପାଇଁ ସ୍ୱର୍ଣ୍ଣ ପଦ ଜିତିଥିଲେ। ଏବେ ସ୍ୱିଟି ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱିଟି ୭ମ ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।
ଅଧିକ ଖେଳ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତକୁ ଆଉ ଗୋଟିଏ ସ୍ୱର୍ଣ୍ଣ ମିଳିଛି। ସ୍ୱିଟି ବୋରା ୮୧ କେଜି ବର୍ଗରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ସେ ଫାଇନାଲ ମ୍ୟାଚ୍ରେ ଚାଇନାର ୱାଙ୍ଗ ଲିନାକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି।