ଆଗାମୀ ଟୋକିଓ ଅଲିମ୍ପିକରେ ଭାରତୀୟ ଦଳର କିଟ ସ୍ପନଶର ରହିଛି ଲି-ନିଙ୍ଗ। ଆଉ 50 ଦିନ ପରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଭାରତୀୟ ଦଳ ଏଥିପାଇଁ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜେଜୁ କହିଛନ୍ତି।
ଟୋକିଓ ଅଲିମ୍ପିକ; ଲଞ୍ଚ ହେଲା ଭାରତୀୟ ଦଳର ଅଫିସିଆଲ କିଟ୍

ଅର୍ଗସ ବ୍ୟୁରୋ : ଆଉ 50 ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ। ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଅଫିସିଆଲ କିଟ୍ ଆଜି ଲଞ୍ଚ କରାଯାଇଛି। ଏହି କିଟର ଡ଼ିଜାଇନ ଭାରତୀୟ ଅଲିମ୍ପିକ ଆସୋସିଏସନ ନିର୍ଦ୍ଦେଶ ଅନୁସାରେ ଡିଜାଇନର ଇଡିଟ୍ରି ଗୋଏଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜେଜୁ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା ଏବଂ ସାଧାରଣ ସମ୍ପାଦକ ରାଜୀବ ମେହେଟା ଯୋଗଦାନ କରିଥିଲେ।
ପଟିଦାରଙ୍କ ଦମଦାର ଶତକ; ଲକ୍ଷ୍ନୋ ଆଗରେ ୨୦୮ ରନର ଟାର୍ଗେଟ
ଅର୍ଗସ ବ୍ୟୁରୋ : ରଜତ ପଟିଦାରଙ୍କ ଦମଦାର ଶତକ। ଲକ୍ଷ୍ନୋ ଆଗରେ ୨୦୮ର ବିଜୟଲକ୍ଷ୍ୟ ରଖିଲା ବାଙ୍ଗାଲୋର। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୦୭ ରନ କରିବାକୁ ସକ୍ଷମ ହୋଇଛି। ପଟିଦାର ୫୪ ବଲରୁ ଅପରାଜିତ ୧୧୨ ରନ କରିପାରିଛନ୍ତି। ସେହିପରି ଦୀନେଶ କାର୍ତ୍ତିକ ୩୭ ରନ କରିପାରିଛନ୍ତି।
ବିରାଟ କୋହଲି ୨୪ଟି ବଲରୁ ମାତ୍ର ୨୫ ରନ କରିବାକୁ ସକ୍ଷ
Download Argus News App
