ଅଧିକ ଖବର ପଢ଼ନ୍ତୁ: ସେଞ୍ଚୁରୀ ମାରିବାପରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ପ୍ରେମ ବର୍ଷା କଲେ କୋହଲି
ତେବେ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ। ପୂର୍ବରୁ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚକୁ କ୍ବାଲିଫାଏ କରିଥିବାବେଳେ ଏବେ ଟିମ୍ ଇଣ୍ଡିଆ ପ୍ରବେଶ କରିଛି। ଫାଇନାଲ ମ୍ୟାଚ୭ରୁ ୨୧ ଜୁନ ମଧ୍ୟରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଯଦି କୌଣସି କାରଣରୁ ଏହା ବାତିଲ ହୁଏ ତେବେ ଏଥିପାଇଁ ରିଜର୍ଭ ଡେ’ ଜୁନ ୧୨ ରଖାଯାଇଛି। ଟିମ ଇଣ୍ଡିଆ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପହଞ୍ଚିଛି।