ଆଜିର ମ୍ୟାଚରେ ଭାରତୀୟ ଟିମ୍ ଭୁଲକୁ ସୁଧାରି ମ୍ୟାଚକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ପରେ ଘରୋଇ ବାଂଲାଦେଶର ନଜର ଏବେ ସିରିଜ ଉପରେ ରହିଛି । ଭାରତ ପାଇଁ ଏହି ମ୍ୟାଚ `କର ବା ମର' ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରୋହିତ ବାହିନୀକୁ ଟ୍ରାକକୁ ଫେରିବାକୁ ହେଲେ ଉନ୍ନତ ପ୍ରଦର୍ଶନ ଦେଖାଇବାକୁ ପଡିବ ।
ଆଜି ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ
ଅର୍ଗସ ବ୍ୟୁରୋ: ଆଜି ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ । ପ୍ରଥମ ମ୍ୟାଚ ହାରିବା ପରେ ଚାପରେ ଟିମ ଇଣ୍ଡିଆ । ଆଜିର ମ୍ୟାଚ ଜିତି ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି ଦଳ । ପ୍ରଥମ ଦିନିକିଆରେ 1 ଓ୍ବିକଟରେ ହାରିବା ପରେ ଭାରତୀୟ ଟପ୍ ଅର୍ଡର ବର୍ତ୍ତମାନ ଚାପରେ ରହିଛି ।
Download Argus News App
