ମାତ୍ର ୧୧୦ ବଲରୁ ଅପରାଜିତ ୧୬୬ ରନ କରିଥିଲେ ବିରାଟ । ସେହିପରି ୯୭ ବଲରୁ ୧୧୬ ରନ କରିଥିଲେ ଶୁଭମ ଗିଲ୍ । ଏହାର ଜବାବରେ ୨୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୩ ରନ କରି ପାରିଥିଲା ଶ୍ରୀଲଙ୍କା ଟିମ୍ । ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଦେଲେ କେହି ବି ଦୁଇ ଅଙ୍କ ଛୁଇଁପାରି ନଥିଲେ ।
ମହମ୍ମଦ ସିରାଜ, ମହମ୍ମଦ ସାମି ଓ କୁଲଦୀପ ଯାଦବଙ୍କ ଘାତ ବୋଲିଂରେ ଚିତ୍ ହୋଇଥିଲେ ଲଙ୍କା ଖେଳାଳି । ସିରାଜଙ୍କୁ ୪ଟି ୱିକେଟ, ସାମି ଓ କୁଲଦୀପଙ୍କୁ ଲେଖାଏଁ ୱିକେଟ୍ ମିଳିଥିଲା । ଚମତ୍କାର ବ୍ୟାଟିଂ ପାଇଁ ବିରାଟ କୋହଲି ହୋଇଛନ୍ତି ମ୍ୟାନ ଅଫ ଦି ମ୍ୟାଚ୍ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।