ଯେତେବେଳେ କିଛି ଲୋନ ଆପ୍ ସେଟ୍ କରୁଛନ୍ତି ତାହା RBI ଅଧିନରେ ରେଜିଷ୍ଟର ହୋଇଛି କି ନାହିଁ । ଯଦି ହୋଇ ନାହିଁ ତେବେ ଏହାକୁ ଆଭୋଏଡ କରନ୍ତୁ ।
ଉକ୍ତ ଲୋନ ଆପ NBFC ୱେବସାଇଟ୍ ରେ ଲିଙ୍କ୍ ହୋଇଛି କି ନାହିଁ ଚେକ୍ କରନ୍ତୁ । ଯଦି ଏହି ଆପ ଆପଣଙ୍କୁ KYC ମାଗୁ ନାହିଁ । ଅଳ୍ପ କିଛି ଭେରିଫିକେସନ କରିବା ପରେ ଲୋନ୍ ପାଇଁ ଆପ୍ରୁଭ୍ କରୁଛି ତେବେ ଜାଣି ରଖନ୍ତୁ ଆପଣ ଠକାମିର ଶିକାର ହେଉଛନ୍ତି । ତୁରନ୍ତ ଉକ୍ତ ଆପକୁ ଡ଼ିଲିଟ୍ କରନ୍ତୁ ।
ଯେତେବେଳେ କୌଣସି ଆପ୍ ଫୋନ୍ ରେ ଇନଷ୍ଟଲ୍ କରୁଛନ୍ତି । ଏହାକୁ ସେଟ୍ କରିବା ସମୟରେ ତୁରନ୍ତ ସବୁ ଅନୁମତି ସହ ସହମତି ହୁଅନ୍ତୁ ନାହିଁ । ଏହି ଆପ ଗୁଡିକୁ ଆପଣଙ୍କ କଣ୍ଟାକ୍ଟ କିମ୍ବା ଗ୍ୟାଲେରି ଆକସେସ୍ କରିବାକୁ ଅନୁମତି ଦିଅନ୍ତୁ ନାହିଁ ।
ଟେକ୍ନୋଲୋଜି ଖବର ଆହୁରି ପଢ଼ନ୍ତୁ ।