ଅଟୋ ଡ୍ରାଇଭରଙ୍କ ମହାନତା
ବାଲେଶ୍ଵର: ପୃଥୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି। DRDO ଦ୍ୱାରା ବିକଶିତ ହୋଇଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଆଜି ରାତି 7ଟା 2ମିନିଟ ସମୟରେ ଚାନ୍ଦିପୁରର 3ନମ୍ବର ଲଞ୍ଚପ୍ୟାଡ଼ରୁ ପରୀକ୍ଷା କରାଗଲା।
କ୍ଷେପଣାସ୍ତ୍ରର ଲମ୍ବ 9ମିଟର ଓ ଓସାର 8.56ମିଟର। ଏହା ଉଭୟ ଅଣୁ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା 1ହଜାର ଟନ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ସୂଚନା ଅନୁସାରେ, ବାଲେଶ୍ଵର ଉପକୂଳରେ ଦୁଇଟି ପୃଥୀ-୨ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଆଜି ପରୀକ୍ଷଣ ହୋଇଥିଲା।