କରୋନା ହେତୁ କେବଳ ଧଉଳି ନୁହେଁ ବରଂ ରାଜ୍ୟର ଅନେକ ପର୍ଯ୍ୟଟନ କ୍ଷେତ୍ର ବନ୍ଦ ଥିଲା। ଏହା ଦ୍ଵାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ସହ ଅନେକ ବ୍ୟବସାୟୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।
ଦୀର୍ଘ ଦିନର ବ୍ୟବଧାନ ପରେ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଅର୍ଗସ ବ୍ୟୁରୋ: ଦୀର୍ଘ 7ମାସର ବ୍ୟବଧାନ ପରେ ଧଉଳି ଶାନ୍ତି ସ୍ତୁପ ଖୋଲାଯାଇଛି। କରୋନ ହେତୁ ଏହା ଅନେକ ଦିନ ଧରି ବନ୍ଦ ଥିଲା। ତେବେ ଶାନ୍ତି ସ୍ତୁପ ଖୋଲା ହେବ ପରେ ନିକଟସ୍ଥ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିବାର ଦେଖିବାକୁ ମିଳିଛି।
Download Argus News App
