ରାଜ୍ୟ ପୋଲିସ ହେଲମେଟ ଚେକିଂ ରେ ବ୍ୟସ୍ତ କିନ୍ତୁ ଅପରାଧୀ ଦମନରେ ବିଫଳ...
ପୁରୀ: ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ । ଇନଷ୍ଟାଗ୍ରାମରେ ଇଣ୍ଡିଆନ ଟେମ୍ପୁଲ ନାମକ ଏକ ଆଇଡ଼ିରେ ଏହି ଶ୍ରୀମନ୍ଦିର ଫଟୋ ଛଡାଯାଇଛି। ଦକ୍ଷିଣ ଦ୍ୱାର ଗୁମୁଟ ନିକଟରୁ ଏହି ଫଟୋ ନିଆଯାଇଛି।
ତେବେ କିଭଳି ଏହି ଫଟୋ ଉଠାଗଲା ଓ କେଉଁ ବ୍ୟକ୍ତି ଉଠାଇଛନ୍ତି ସେ ନେଇ ସବିଶେଷ ତଥ୍ୟ ଜଣାପଡିନି। ପୂର୍ବରୁ ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।