ବିଜେପି ପ୍ରତି ଭୋଟରଙ୍କ ଅଦ୍ଭୁତପୂର୍ବ ସମର୍ଥନ ଦେଖି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ଗତକାଲି ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ରାଲିପରେ ୟୂପିର କାଶଗଂଜରେ ପହଁଚିଥିଲେ ।ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ମଂଚରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ନିର୍ବାଚନକୁ ସରଗରମ ରାଜନୀତି। ସବୁଠି ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି। ସବୁ ଦଳ ରାଲିରେ ବାହାରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି।