ଅଧିକ ଖବର ପଢ଼ନ୍ତୁ: ଆଗାମୀ ୨ରୁ ୩ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ କୁଆପଥର ବର୍ଷା
ବର୍ଷା , ପବନ ଏବଂ କୁଆପଥର ମାଡ ହେବା ଫଳରେ କିଛି ସ୍ଥାନରେ ପନିପରିବା ଫସଲ ମଧ୍ୟ ନଷ୍ଟ ହେଇଥିବା ଜଣାପଡିଛି I ଏଥିସହିତ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ରାସ୍ତା ଘାଟ ମଧ୍ୟ ଶୁନଶାନ ଦେଖିବାକୁ ମିଳିଛି I
ଆହୁରି ଅଧିକ ପଢ଼ନ୍ତୁ: ପଶ୍ଚିମାଝଡ଼ ପ୍ରଭାବରେ ଭିଜିଲା ସାରା ରାଜ୍ୟ