ଅର୍ଗସରେ ଖବର ପ୍ରସାରଣର ପ୍ରଭାବ !
ବେଲ ପତ୍ରରେ ଶିବଙ୍କ ପ୍ରତିଛବି
ବାଲେଶ୍ଵର: ବେଲ ପତ୍ରରେ ଶିବଙ୍କ ପ୍ରତିଛବି। ଆଜି ମହାଶିବରାତ୍ରି ଉପଲକ୍ଷେ ନୀଳଗିରିର ଯୁବକ ତଥା ଏବିଭିପିର ପୂର୍ବତନ ବାଲେଶ୍ଵର ଜିଲ୍ଲା ସହ ସଂଯୋଜକ ଅବିନାଶ ପ୍ରଧାନ ନିଜେ ଏକ ତିନି ପତ୍ରିଆ ବେଲ ପତ୍ରରେ ରଙ୍ଗ ଓ ତୁଳୀରେ ଶିବଙ୍କ ପ୍ରତିଛବି ଆଙ୍କିବା ସହ ଓଁ ଶିବାୟ ଲେଖିଛନ୍ତି। ଯାହାର ଭିଡିଓ ସସିଆଲ ମିଡିଆରେ ଭାଇରଲ ହେଉ ଥିବାର ଦେଖିବାକୁ ମିଳିଛି।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
