ବଢୁଛି କରୋନା; ବିମାନବନ୍ଦର ଓ ଷ୍ଟେସନରେ ଚେକିଂକୁ କଡ଼ାକରି କରିବାକୁ ନିର୍ଦେଶ
ଅର୍ଗସ ବ୍ୟୁରୋ : ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ।
ବିଭିନ୍

24 ଘଣ୍ଟାରେ ଦେଶରେ ୩୩୦୩ ନୂଆ ମାମଲା ଚିହ୍ନଟ
ଅର୍ଗସ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦୈନିକ ସଂକ୍ରମଣ ୩ ହଜାର ଟପିଯାଇଛି । ୪୬ ଦିନ ପରେ ଦୈନିକ ସଂକ୍ରମଣ ୩ ହଜାରରୁ ଅଧିକା ରହିଛି । ୨୪ ଘଣ୍ଟାରେ ଦେଶରେ ୩୩୦୩ ନୂଆ ମାମଲା ଚିହ୍ନଟ ହୋଇଛି । ଗ

ଶିଶୁଙ୍କୁ 3 ଟିକା ଦେବାକୁ DCGIର ଅନୁମତି
ଅର୍ଗସ ବ୍ୟୁରୋ: 6 ରୁ 12 ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ । ଏନେଇ ଡିଜିସିଆଇ ଭାରତ ବାୟୋଟେକକୁ ଅନୁମତି ପ୍ରଦାନ କରିଛି । ପିଲାଙ୍କ କ୍ଷେତ୍ରରେ 3ଟି ଟିକା ବ୍ୟବହାରକୁ DCGI ଗ୍ରୀନ୍ ସିଗନାଲ୍ ଦେଇଛି । 6 ରୁ 12 ବର୍ଷୀ

‘ରାଜ୍ୟରେ ସଂକ୍ରମଣ ବଢିଲେ ମାସ୍କ ଲାଗି ନୂଆ ନିୟମ ଆସିପାରେ’
ଅର୍ଗସ ବ୍ୟୁରୋ: ଯଦି ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି, ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ପିଲାମାଙ୍କର ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ । ଯଦି ଆମେ ଜାଣି ଜାଣି ଟେଷ୍ଟ ନକରିବା ତାହାଲେ ବିପଦକୁ ଡାକିବା। ଏଭଳି ପରାମର୍ଶ ଦେଇଛ
ଆସିବ କି କରୋନାର ଚତୁର୍ଥ ଲହର ?
ଅର୍ଗସ ବ୍ୟୁରୋ: ଆସିବ କି କରୋନାର ଚତୁର୍ଥ ଲହର । ସେପଟେ ଚାଇନାକୁ ଲେଉଟିଲା କରୋନା । ସାଂଘାଇରେ ସଂକ୍ରମଣକୁ ନେଇ ସଙ୍ଗୀନ ସ୍ଥିତି । ଚତୁର୍ଥ ଲହରକୁ ନେଇ ପୁରା ବିଶ୍ବରେ ଆଶଙ୍କା । ଦେଶରେ ବିଶେଷଜ୍ଞ କହିଲେ, ଭାରତର

ଆଜି ରାଜ୍ୟରେ ୧୬ କରୋନା ପଜିଟିଭ ଚିହ୍ନଟ
ଅର୍ଗସ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଛି। ଯାହାକୁ ନେଇ ରାଜ୍ୟବାସୀ ଚିନ୍ତା ପ୍ରକଟ କରୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋ

ଦିଲ୍ଲୀରେ ବଢୁଛି କରୋନା, ଲକ୍ଷ୍ନୌରେ ସତର୍କ ଘଣ୍ଟି
ଅର୍ଗସ ବ୍ୟୁରୋ: ପୁଣି କରୋନା ଡର । ଦେଶରେ ଆଜି ଦୈନିକ ସଂକ୍ରମଣ ମାମଲାରେ ଏକ ବଡ ଜମ୍ପ୍ । ଗତ 24 ଘଣ୍ଟା ମଧ୍ୟରେ 2,183 ଟି ନୂତନ କୋଭିଡ୍ ମାମଲା ରେକର୍ଡ କରାଯାଇଛି । ଗତକାଲିର 1,150 ଟି ମାମଲା ତୁଳନାରେ ଏହା 89.8 ପ୍ରତିଶତ

ବାୟୋବବଲର ସୁରକ୍ଷା ଭେଦି ଆଇପିଏଲରେ କରୋନା; ପଜିଟିଭ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ
ଅର୍ଗସ ବ୍ୟୁରୋ : ଆଇପିଏଲକୁ ଡରାଇଲାଣି କରୋନା । ବାୟୋବବଲର ସୁରକ୍ଷା ଭେଦ କରି ଆଇପିଏଲରେ ପଶିଲା କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି ।
ବର୍ତ୍ତମା

ସଙ୍ଘାଇରେ କଟକଣା, ପାର୍ଟନରଙ୍କ ସହ ଏକାଠି ଶୋଇବା ଓ କିସ୍ କରିବା ମନା
ଅର୍ଗସ ବ୍ୟୁରୋ: ପାର୍ଟନରକୁ ହଗ୍ କିମ୍ବା କିସ୍ କରନ୍ତୁ ନାହିଁ । ରାତିରେ ଏକାଠି ପାଖରେ ଶୋଇବା ବି ମନା । ନ ହେଲେ ସରକାରୀ ନିୟମ ମୁତାବକ ଆପଣ ଦଣ୍ଡିତ ହେବେ । ଚାଇନା ସରକାରଙ୍କ ଏମିତି କିଛି କରୋନା ଗାଇଡ ଲାଇନ୍ ଏବେ ସମସ୍ତଙ୍କ ନି
Download Argus News App
