ଆସନ୍ତାକାଲି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର
ଅର୍ଗସ ନ୍ୟୁଜ: ଆସନ୍ତାକାଲି ସବ୍ୟସାଚୀ-ଅର୍ଚ୍ଚିତାଙ୍କର ବିବାହ ହେବ। ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଛି। ତେବେ ବିବାହ ନେଇ ଦୁହେଁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଦୁଇ ଜଣଙ୍କ ଫ୍ୟାନ ମଧ୍ୟ ଏନେଇ ଖୁସି ଅଛନ୍ତି। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ ଦୁହଁଙ୍କର ବାହାଘ