Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ ସମସ୍ତଙ୍କୁ ଶୁଭେଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

National

ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ ସମସ୍ତଙ୍କୁ ଶୁଭେଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ ସମସ୍ତଙ୍କୁ ଶୁଭେଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଥିବା ଟନେଲ ଦୁର୍ଘଟଣାରେ ଉଦ୍ଧାର ହେଲେ ସମସ୍ତ ଶ୍ରମିକ । ଟନେଲ ଫସିଯାଇଥିଲେ ୪୧ ଜଣ ଶ୍ରମିକ ।  ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶ୍ରମିକ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) November 28, 2023

 

Sponsored
The Union Minister congratulated everyone on the success of the rescue operation | Argus News