
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ରଖି ଦେବେ ଧାରଣା
ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଲକ୍ଷାଧିକ ଧାନ ବସ୍ତା ପଡ଼ି ରହିଛି । ବିଭିନ୍ନ ମଣ୍ଡିର ଚାଷୀଙ୍କ 3573 ଜଣ ଚାଷୀଙ୍କ ଟୋକନ ଅବଧି ସରି ଯାଇଥିବାବେଳେ 174314 ବସ୍ତା ଧାନ ପଡ଼ି ରହିଛି । ଯାହାକୁ ନେଇ ଆଜି ନୂଆପଡ଼ା ଜୟ କିଶା

ଧାନ ନଉଠିବାରୁ ବିଷ ପିଇଲେ ଚାଷୀ
ଭଦ୍ରକ: ଧାନ ନଉଠିବାରୁ ବିଷ ପିଇଲେ ଚାଷୀ ।ଭଦ୍ରକରେ ଟୋକନ ଥିବା ସତ୍ତ୍ୱେ ଚାଷୀଙ୍କ ଧାନ ସଂଗ୍ରହ କରାଗଲାନି । ଶେଷରେ ସରକାରୀ ଧାନସଂଗ୍ରହ କେନ୍ଦ୍ର ସମ୍ମୁଖରେ ନିରାଶ ହୋଇ ବିଷ ପିଇଲେ ଚାଷୀ । ଏହାପରେ ଚାଷୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ର

ମଣ୍ଡି ସମସ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା, ଧାନ ନ ଉଠିଲେ ଆତ୍ମାହୁତିର ଧମକ ଦେଲେ ସୁବାଷ ପାଣିଗ୍ରାହୀ
ଭୁବନେଶ୍ଵର: ମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲା ବିଧାନସଭା। ମଣ୍ଡିରେ ଧାନ ନ ଉଠିଲେ ବିଧାୟକ ଗୃହରେ ଆତ୍ମାହୁତି ଚେତାବନୀ ଦେଇଛନ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସରକାରଙ୍କୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ

ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ
ଝାରସୁଗୁଡା: ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଝାରସୁଗୁଡା ଜିଲ୍ଲାର ଚାଷୀ । ଛତିଶଗଡ ସୀମାନ୍ତ କନକପୁରାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବର ରୁ ଧାନ ସଂଗ୍ର

ମଣ୍ଡିରୁ ଧାନ ନଉଠିବାକୁ ନେଇ 13 ଦିନ ହେଲା ବସି ରହିଥିଲେ ଧାରଣାରେ
ବରଗଡ : ହକ୍ ପାଇଁ ଲଢୁ ଲଢୁ ଚାଲିଗଲା ଜୀବନ । ମଣ୍ଡିରୁ ଧାନ ଉଠିବାକୁ ନେଇ ଧାରଣାରେ ବସିଥିବାବେଳେ ଜଣେ ଚାଷୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ । ଗତ 13 ଦିନ ହେଲା ରାଜ BORASANBAR କୃଷକ ସଂଗଠ

ଟୋକୋନ ଲ୍ୟାପ୍ସ ଯୋଗୁଁ ବିଷ ପିଇଲେ ଚାଷୀ
ନୂଆପଡ଼ା : ଟୋକୋନ ଲ୍ୟାପ୍ସ ଯୋଗୁଁ ବିଷ ପିଇଲେ ଚାଷୀ । ଏଭଳି ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗାଁର ରୋମାଚନ ଦଣ୍ଡସେନାରେ ଦେଖିବାକୁ ମିଳିଛି। ପ୍ରଥମେ ତାଙ୍କୁ ସିନାପାଲି ଚିକିତ୍ସାଳୟରେ ଭର୍ତ୍ତି କରିଥିବ

ପଦ୍ମପୁରରେ ଛିଡୁନି ମଣ୍ଡି ସମସ୍ୟା, ସମାଧାନ ନହେବା ଯାଏଁ ନଉଠିବାକୁ ଚେତାବନୀ
ବରଗଡ : ମଣ୍ଡି ସମସ୍ୟାକୁ ନେଇ ରାତିସାରା ଚାଷୀଙ୍କ ଧାରଣା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପ୍ରାୟ 70ଟି ମଣ୍ଡିରେ ପ୍ରାୟ 7ଲକ୍ଷ ପ୍ୟାକେଟରୁ ଅଧିକ ଧାନ ପଡି ରହିଛି । ଏବଂ ପ୍ରାୟ 4500 ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଥିବା ନେଇ ଧା

ମଣ୍ତି ସମସ୍ୟା ନେଇ ପୁଣି ପଶ୍ଚିମ ଓଡିଶାରେ ଆନ୍ଦୋଳନ କରିବ ବିଜେପି
ସମ୍ବଲପୁର: ମଣ୍ତି ସମସ୍ୟା ନେଇ ବିଜେପି ପୁଣି ପଶ୍ଚିମ ଓଡିଶାରେ ଆନ୍ଦୋଳନ କରିବ । ଆଜି ପଶ୍ଚିମ ଓଡିଶାର ୫ ଟି ଲୋକସଭାର ୩୭ ଟି ବିଧାନସଭା କ୍ଷେତ୍ରର ସମସ୍ତ ଜାତୀୟ ରାଜ ପଥ ଓ ରାଜ୍ୟରାଜ ପଥ ୩ ଘଣ୍ଟା ଧରି ଚକା ଜାମ କରିବ । ସକାଳ ୧୦ ଟାର

ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଓଡିଶାର ଚାଷୀଙ୍କ ପାଖରେ ପହଞ୍ଚିବାରେ କଣ୍ଟା ନହୁଅନ୍ତୁ ରାଜ୍ୟ ସରକାର : ଗୋଲକ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ ପୂର୍ବରୁ କହିଥିଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ । କିନ୍ତୁ ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାର
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP