
ଅଭିଯୁକ୍ତ ଗୋପାଳ ବାସଭବନରେ କ୍ରାଇମବ୍ରାଞ୍ଚ
ବ୍ରହ୍ମପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ବାସଭବନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଗୋପାଳଙ୍କ ବାସଭବନରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳର ସ୍ତ୍ରୀ ଏବ

ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ: ଯୁବକଙ୍କୁ ଛୁରାମାଡ। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ମେଡିକାଲରେ ଭର୍ତ୍ତି। ଗୁରୁତର ଯୁବକ ନିରାକାରପୁର ରାମେଶ୍ୱର ଗାଁର ମହେଶ୍ୱର ସାହୁ ବୋଲି ଜଣାପଡିଛି । ଖଜୁରୀପଡା ଗ୍ରାମର ଦିବାକର ପାହାଡାସିଂହ ଓ ତାଙ୍

ଅର୍ଚ୍ଚନା, ଜଗବନ୍ଧୁଙ୍କ ବିରୋଧରେ ମନି ଲଣ୍ଡରିଂର ମିଳିଛି ବ୍ୟାପକ ପ୍ରମାଣ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା । ଆଜି ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ଥାନା ପୋଲିସ । 2 ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି

ସାଲୁଜାଙ୍କ ପୁଅଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ସହ 6 ଗିରଫ ହୋଇଛନ୍ତି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଣ୍ଟାବାଞ୍ଜି ବେଳପଡା ସୀମାରେ ଥିବା ଆଲିସାନ ସିନେମା ହଲରେ ଗତକାଲି ରାତିର
ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍ ଟେକନିସିଆନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍ ଟେକନିସିଆନ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ଦ୍ୱାରା ଧରାପଡିଛନ୍ତି । ଲ୍ୟାବ୍ ଟେକନିସିଆନ ହେଲ

ନବ ଦାସଙ୍କ ହତ୍ୟା ପରେ ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ
ଅର୍ଗସ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡ ପରେ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଉଛି । ଗତକାଲି ଏସ୍ପି ଓ ଏସ୍ଡିପିଓଙ୍କୁ ବଦଳି କରାଯାଇ- ଥିବାବେଳେ, ଆଜି ବ୍ରଜରାଜନଗର ଥାନା ଅଧିକାର
ପତ୍ନୀହନ୍ତାଙ୍କୁ ଆଜୀବନ ଜେଲ
ଭଦ୍ରକ : ତନ୍ତ୍ର ସାଧନା ପାଇଁ ନିଜ ପତ୍ନୀକୁ ବଳି ଦେଇଥିବା ପତ୍ନି ହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ ଦିଆଯାଇଛି। ଭଦ୍ରକର ମାନ୍ୟବର ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ଅଭିଯୁକ୍ତ ସ୍ୱାମୀ ନିଜର ପତ୍ନୀକୁ ହତ୍ୟା କରିଥିବା ଅପରାଧର

ପୋଲିସ କବଜାରେ କୁଖ୍ୟାତ ଲୁଟେରା
ବାଲେଶ୍ୱର: ଏସବିଆଇ ଏଟିଏମ୍ ଓ କିଓସ୍କ ବ୍ୟାଙ୍କ ମାଲିକଙ୍କୁ ମାଡ଼ ମାରି ବନ୍ଧୁକ ଭୁଜାଲି ଦେଖାଇ ସାଢ଼େ ତିନି ଲକ୍ଷ ଟଙ୍କା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଜାମୁନା ଛକର

କୁରକୁରେ ଖାଇବାକୁ ଦେଇ କଲା ଦୁଷ୍କର୍ମ
ଜଗତସିହଂପୁର: ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଅଞ୍ଜନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କଲା ପାରାଦୀପ ଅଭାୟଚାନ୍ଦପୁର୍ ପୋଲିସ।
ବାହାଘର ଭୋଜି ଚାଲିଥିବା ବେଳେ କ୍ଲବ ଘର ପଛପଟେ ଅଞ୍ଜନ ନାବାଳିକାକୁ କୁରକୁର
Download Argus News App
