ପୀଠେ ଦଶମୀ
ମଣ୍ଡପରେ ମହାମାୟାଙ୍କ ନବମୀ, ପୀଠେ ଦଶମୀ
ଭୁବନେଶ୍ୱର: ମଣ୍ଡପରେ ମହାମାୟାଙ୍କ ନବମୀ , ପୀଠେ ଦଶମୀ । ସାରା ରାଜ୍ୟରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମହାନବମୀ ମହା ଆଡ଼ମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହେଉଛି । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ଚାଳିଛି ମାଙ୍କ ରୀତିନୀତି
5h ago
ଅଣ୍ଡା ଭୋଗ
କୁକୁଡା ବଳି ଦେବା ସହ ଅଣ୍ଡା ଭୋଗ ଦେଇଥାନ୍ତି ସମ୍ପ୍ରଦାୟର ଲୋକେ
କୋରାପୁଟ: କୁଇ ସମ୍ପ୍ରଦାୟର ନିଆରା ଦଶହରା । କୋଭିଡ କଟକଣା ଭିତରେ ରାଜ୍ୟରେ ଦୂର୍ଗପୂଜା ପାଳନ କରାଯାଉଥିବାବେଳେ କୋରାପୁଟର ନନ୍ଦପୁରରେ ଭିନ୍ନ ଢଙ୍ଗରେ ପାଳନ ହୋଇଥାଏ ଦଶହରା । ନୂଆ ପିନ୍ଧି ଗଛ ମୂଳେ ପୂଜା କରିଥାନ୍ତି ଗାଁର ମହିଳ
22h ago
ମାଆଙ୍କ ନୀତିକାନ୍ତି
ମହାମାରୀ  କଟକଣା ମଧ୍ୟରେ ହେଉଛି ମାଆଙ୍କ ନୀତିକାନ୍ତି
ନୂଆଦିଲ୍ଲୀ: ଦିଲ୍ଲୀରୁ ପଲ୍ଲୀ ସବୁଠି ଫିକା ପଡିଛି ଦୁର୍ଗାପୂଜା। କୋଭିଡ ମହାମାରୀ କଟକଣା ମଧ୍ୟରେ ହେଉଛି ମାଆଙ୍କ ନୀତିକାନ୍ତି । ଆଜି ସକାଳୁ ନୂଆଦିଲ୍ଲୀରେ ଥିବା ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଅଷ୍ଟମୀ ପୂଜ କରିଛନ୍ତି । 19 ବର୍ଷ ଧର
23h ago
ସମ୍ପନ୍ନ ହେଲା ଯାତ୍ରା
ବିନା ବଳି ଓ ବିନା ଶ୍ରଦ୍ଧାଳୁଙ୍କୁ ନେଇ ସମ୍ପନ୍ନ ହେଲା ଯାତ୍ରା
କଳାହାଣ୍ଡି: ସମ୍ପନ୍ନ ହେଲା ଭବାନୀପାଟଣାର ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ବିନା ବଳି ଓ ବିନା ଶ୍ରଦ୍ଧାଳୁଙ୍କୁ ନେଇ ସମ୍ପନ୍ନ ହୋଇଛି ଯାତ୍ରା । କୋଭିଡ଼ ଯୋଗୁଁ ଶହ ଶହ ବର୍ଷର ଛତର ଯାତ୍ରାରେ ପରମ୍ପରା ଭାଙ୍ଗିଛି । ବିନ
Oct 24
NARAYANI PITHA
ଦଶହରା ଅବସରରେ ଚଳଚଞ୍ଚଳ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମାଆ ନାରାୟଣୀଙ୍କ ପୀଠ
ଗଞ୍ଜାମ : ଦଶହରା ଅବସରରେ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଦୈବୀ ପୀଠ ମାଆ ନାରାୟଣୀଙ୍କ ପୀଠରେ ନବରାତ୍ରୀ ପୂଜା କୋରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ନାରାୟଣୀଙ୍କ ପୀଠ ଏକ ତନ୍ତ୍ର ପୀଠ ଭାବରେ ପରିଚିତ । ଏଠାରେ ଶିବ ଓ ଶକ୍ତି ଦ୍ୱୟ ପୂଜ
Oct 24
NAVARATRI
ଆଜି ମଣ୍ଡପରେ ମହାଷ୍ଟମୀ, ସେପଟେ ପୀଠରେ ମହାନବମୀ... ମହାଗୌରୀ ବେଶରେ ପୂଜା ପାଉଛନ୍ତି ମା'
ଅର୍ଗସ ବ୍ୟୁରୋ : ଆଜି ମଣ୍ଡପରେ ମହାଷ୍ଟମୀ। ପରଦା ଭିତରେ ଚାଲିଛି ମାଆଙ୍କ ଆରାଧନା। ମନ୍ତ୍ର ଓ ଧ୍ୱନିରେ ପ୍ରକମ୍ପିତ ରାଜ୍ୟର ବିଭିନ୍ନ ଶକ୍ତିପୀଠ। କୋରୋନା କଟକଣା ଭିତରେ ବିନା ଭକ୍ତରେ ଚାଲିଛି ମା' ଦୁର୍ଗାଙ୍କ ନୀତିକାନ୍ତି। ଶାରଦୀ
Oct 24
KALARATRI BESA
ମନ୍ତ୍ର ଓ ଧ୍ୱନିରେ ପ୍ରକମ୍ପିତ ରାଜ୍ୟର ବିଭିନ୍ନ ଶକ୍ତିପୀଠ, ପୂଜା ପାଉଛନ୍ତି ମା "କାଳରାତ୍ରୀ"
ଅର୍ଗସ ବ୍ୟୁରୋ : ଧରାବତରଣ କରିଛନ୍ତି ଜଗତ ଜନନୀ ମା' ଦୁର୍ଗା। ମନ୍ତ୍ର ଓ ଧ୍ୱନିରେ ପ୍ରକମ୍ପିତ ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଆଜି ପୀଠରେ ମା'ଙ୍କ ମହାଷ୍ଟମୀ ପୂଜା ଥିବାବେଳେ ମଣ୍ଡପଗୁଡିକରେ ଆଜି ମା'ଦୁର୍ଗାଙ୍କ ସପ୍ତମୀ ପୂଜ
Oct 23
SRIMANDIR
ନୂଆ ଅଳଙ୍କାରରେ ଝଲସିବେ ଚତୁର୍ଦ୍ଧାମୂର୍ତ୍ତି, ରୂପାରେ ଛାଉଣୀ ହେବ ଶ୍ରୀମନ୍ଦିର ଦ୍ୱାର
ପୁରୀ : ନୂଆ ଅଳଙ୍କାରରେ ଝଲସିବ କାଳିଆ । ରୂପାରେ ଛାଉଣୀ ହେବ ଶ୍ରୀମନ୍ଦିରର ଦ୍ୱାର। ଏଥପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଦ୍ୱାରା ଗୃହୀତ ହୋଇଛି ଡିଜାଇନ । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଖୁସିର ମାହୋଲ । ସୁଦୂର ବମ୍ୱେର
Oct 23
ଛତର ଯାତ୍ରା
କଟକଣା ମଧ୍ୟରେ ହେବ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଭବାନୀପାଟଣାରେ ୩ ଦିନ ପାଇଁ ୧୪୪ ଧାରା ଜାରି
କଳାହାଣ୍ଡି : କରୋନା କାଳରେ ସଂପନ୍ନ ହେବ କଳାହାଣ୍ଡି ଜିଲ୍ଲାର ମା ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା । ପରମ୍ପରାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଛତରଯାତ୍ରା ପାଇଁ ଜାରି କରିଛି ଗାଇଡଲାଇନ୍ । ଭବାନୀପାଟଣା ସହରରେ ୨୩ ତାରିଖର
Oct 22