
ଆଶିକ୍-3 ଫିଲ୍ମରେ ଏକାଠି କାମ କରିବେ ସାରା-କାର୍ତ୍ତିକ
ନୂଆଦିଲ୍ଲୀ: ପୁଣି ଥରେ ଆଶିକ୍ 3 ଫିଲ୍ମରେ ଏକାଠି ନଜର ଆସିବେ ସାରା ଓ କାର୍ତ୍ତିକ। ତେବେ ଏ ଦୁହିଁଙ୍କୁ ଏକାଠି କରିବାର ଦାୟିତ୍ୱ ନେଇଛି ଭଟ୍ଟ କ୍ୟାମ୍ପ। ସାରା ଅଲ୍ଲ

ଆସନ୍ତାକାଲିକୁ ଘୁଞ୍ଚିଲା ସିଡ-କିଆରାଙ୍କ ବିବାହ
ଅର୍ଗସ ବ୍ୟୁରୋ: ଫେବୃୟାରୀ ୭ ତାରିଖକୁ ଘୁଞ୍ଚିଲା ବଲିଉଡର ଷ୍ଟାର କପଲ କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ । ଆଜି ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସରେ ସବୁ ପ୍ରସ୍ତୁତି ସରିଥିବାବେଳେ ଆଜି ବିବାହ ସେରିମନି ହେବାର ଥିଲା

`ଦସରା’ର ଟିଜର ଦେଖି ଭୁଲିଯିବେ ପୁଷ୍ପା
ଅର୍ଗସ ବ୍ୟୁରୋ: ପୁଣି ବକ୍ସ ଅଫିସରେ ନିଆଁ ଲଗାଇବାକୁ ପ୍ରସ୍ତୁତ ଆଉ ଏକ ସାଉଥ୍ ମୁଭି। ଯାହାର ଟିଜର ରିଲିଜ ହୋଇଯାଇଛି। ଜୀବନ୍ତ ଅଭିନୟ କରି ଫ୍ୟାନ୍ସଙ୍କ ମନ ଜିତିଥିବା ଜଣାଶୁଣା ଅଭିନେତା ନନି ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି

‘ଲିଓ’ ମୁଭିର ଟିଜର ହେଲା ରିଲିଜ
ଅର୍ଗସ ବ୍ୟୁରୋ: ଦର୍ଶକଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଆସୁଛି ଥାଲାପତି ବିଜୟଙ୍କ ଦମଦାର ଆକ୍ସନରେ ଭରା କାହାଣୀ। ତାମିଲ ଇଣ୍ଡଷ୍ଟ୍ରିରେ ବିଜୟଙ୍କର ଅଗଣିତ ଫ୍ୟାନ। ଖାଲି ତାମିଲ କାହିଁକି ବିଜୟଙ୍କ ଦମଦାର ଅଭିନୟର ସବୁ ଦିଓ୍ବାନା

ଦୁର୍ଘଟଣାର ଶିକାର ହେଲେ ଟେଲି ଅଭିନେତ୍ରୀ
ଅର୍ଗସ ବ୍ୟୁରୋ: ଟେଲି ଅଭିନେତ୍ରୀ ଉର୍ବଶୀ ଢୋଲକିଆ ମୁମ୍ବାଇରେ ଏକ କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉର୍ବଶୀ ଶନିବାର ଦିନ କାର ନେଇ ସୁଟିଂ ସେଟ୍କୁ ଯାଉଥିବାବେଳେ ଏକ ସ୍କୁଲ ବସ୍ ତାଙ୍କ କାର୍ ପଛପଟକୁ ଧକ୍କ

ଓଡ଼ିଶା ଗସ୍ତରେ ଅରୁଣ ଗୋଭିଲ୍, ଶୁଭାରମ୍ଭ କରିବେ ଶୁଣ ଶ୍ରୀରାମ କାହାଣୀ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ୍ । ଆଜି ଶୁଣ ଶ୍ରୀରାମ କାହାଣୀର ଶୁଭାରମ୍ଭ କରିବେ ଅରୁଣ । ତାଙ୍କ ସହ ଉପସ୍ଥିତ ରହିବେ ୧୪ରୁ ଅଧିକ ନାମି ଦାମି କଳାକାର । ଏଥିରେ ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ

ଓ୍ବେଡିଂ ପାଇଁ ଜୈସଲମେରରେ ପହଞ୍ଚିଲେ କିଆରା
ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଭାବି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ବିବାହ ପାଇଁ ଏବେ ଖୁବ ଚର୍ଚ୍ଚାରେ। ବାହାଘର ପାଇଁ କାଉଣ୍ଟ ଡାଉନ ଆରମ୍ଭ ହାଇଯାଇଥିବାବେଳେ ଶନିବାର କିଆରା ଦ୍ବିପ୍ରହରରେ ମୁକେ

ଦ୍ବିତୀୟ ବିବାହ କରିବେ ଦଲଜିତ କୌର
ଅର୍ଗସ ବ୍ୟୁରୋ: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଦଲଜିତ କୌର। ବିବାହ ପରେ ସେ ନିଜର ପାର୍ଟନର ନିକ୍ ପଟେଲଙ୍କ ସହ ବିଦେଶ ଚାଲିଯିବେ। ସୋସିଆଲ ମିଡିଆ ଜରିଆରେ ସେ ଫ୍ୟାନମାନଙ୍କୁ ଏହି ଖୁସି ଖବ

ସାହାଯ୍ୟର ହାତ ବଢାଇଲେ ଶିଳ୍ପପତି ଅମୀୟକାନ୍ତ ଦାସ
ଅର୍ଗସ ବ୍ୟୁରୋ : ରୋଗ ସହ ଲଢୁଥିବା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବଢିଲା ସହାୟତାର ହାତ। ସାହାଯ୍ୟର ହାତ ବଢାଇଲେ ଶିଳ୍ପପତି ଅମୀୟକାନ୍ତ ଦାସ । ଲିଭର୍ ସିରୋସିସ ଭଳି ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ପିଣ୍ଟୁନନ୍ଦ ଚିକିତ୍ସି
Download Argus News App
