
ବଢ଼ୁଛି ରାତିର ତାତି, ୬ ଗୁଣ ମୃତ୍ୟୁ ଆଶଙ୍କା...
ଅର୍ଗସ ବ୍ୟୁରୋ: ରାତିର ତାପମାତ୍ରା ବଢାଇପାରେ ମୃତ୍ୟୁର ଆଶଙ୍କା । ଏହା ଏକ ନୂତନ ଅଧ୍ୟୟନ ଦ୍ଵାରା ସତର୍କ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାତିବେଳା ତାପମାତ୍ରା ବୃଦ୍ଧି ପାଉଛି । ଫଳରେ ସ୍ଵଭାବିକ ନିଦ୍ରାରେ ବ୍ୟାଘାତ ଘଟୁଛି

ପ୍ରେମକୁ ପ୍ରମାଣିତ କରିବାକୁ ଯାଇ...
ଅର୍ଗସ ବ୍ୟୁରୋ: ପ୍ରେମିକ, ପ୍ରେମିକା ମାନେ ନିଜ ଭଲପାଇବାର ପ୍ରମାଣ ଦେବାକୁ ଯାଇ ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଘଟଣା ସବୁ ଘଟାଇବାରେ ନଜିର ରହିଛି । ସେହିପରି ପ୍ରେମିକ ନିକଟରେ ନିଜ ପ୍ରେମକୁ ପ୍ରମାଣିତ କରିବାକୁ ଯାଇ ଆସାମର ଜଣେ 15

ଚୋରି ହୋଇଥିବା ପାର୍ବତୀ ମୂର୍ତ୍ତି ୫୦ ବର୍ଷ ପରେ ନ୍ୟୁୟର୍କରେ ଠାବ
ଅର୍ଗସ ବ୍ୟୁରୋ: ମିଳିଲା ପାର୍ବତୀଙ୍କ ମୂର୍ତ୍ତି। ଚୋରି ହୋଇଥିବା ମୂର୍ତ୍ତି ମିଳିଛି। ୧୯୭୧ରେ ତାମିଲନାଡୁରୁ ଏକ ଦୁର୍ଲଭ ଦେବୀମୂର୍ତ୍ତି ଚୋରି ହୋଇଥିଲା। ପ୍ରାୟ ୫୧ ବର୍ଷ ପରେ ଏବେ ଏହା ଆମେରିକାର ନ୍ୟୁୟର୍କ ସହରରେ ଠାବ ହୋଇଛି

ଅନୁବ୍ରତଙ୍କ ପଛରେ ପଡ଼ିଛି ସିବିଆଇ
ଅର୍ଗସ ବ୍ୟୁରୋ: ନୋଟିସ ପରେ ନୋଟିସ ଜାରି । ତଥାପି ସିବିଆଇ ପାଖ ମାଡ଼ୁ ନାହାନ୍ତି ତୃଣମୂଳ କଂଗ୍ରେସ ନେତା ଅନୁବ୍ରତ ମଣ୍ତଳ । ସିବିଆଇ ହାଜର ପାଇଁ ବାରମ୍ବାର ନୋଟିସ ଜାରି କରିବା ସତ୍ତ୍ବେ ଏଡ଼ାଇ ଚାଲିଛନ୍ତି ଅନୁବ୍ରତ । ଗୋରୁ ଚୋରା ଚାଲା

ବିବାହର ୫୪ ବର୍ଷ ପରେ ବାପା ହେଲେ ଗୋପିଚାନ୍ଦ, ଖୁସିରେ ପରିବାର
ଅର୍ଗସ ବ୍ୟୁରୋ: ରାଜସ୍ଥାନର ୭୫ ବର୍ଷୀୟ ଗୋପିଚାନ୍ଦ ବିବାହର ୫୪ ବର୍ଷ ପରେ ବାପା ହେବାର ସୌଭାଗ୍ୟ ଅର୍ଗନ କରିଛନ୍ତି। ଗତ ସୋମବାର ଅଲଓ୍ୱାରରେ ଗୋପିଚାନ୍ଦଙ୍କ ୭୦ ବର୍ଷୀୟ ସ୍ତ୍ରୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଏ

ଆଜି ଅଷ୍ଟମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର
ଅର୍ଗସ ବ୍ୟୁରୋ: ଆଜି ଅଷ୍ଟମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାମେଣ୍ଟ ସମର୍ଥନରେ ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଗିରଫ ହେଲା ଆଇଏସଆଇଏସର ଜଣେ କୁଖ୍ୟାତ ଆତଙ୍କବାଦୀ
ଅର୍ଗସ ବ୍ୟୁରୋ : ୟୂପି ଏଟିଏସକୁ ବଡ଼ ସଫଳତା । ଗିରଫ ହେଲା ଆଇଏସଆଇଏସର ଜଣେ କୁଖ୍ୟାତ ଆତଙ୍କବାଦୀ । ଏଟିଏସ୍ ଦ୍ବାରା ଗିରଫ ହେଲା ଆଇଏସଆଇଏସର ଜଣେ କୁଖ୍ୟାତ ଆତଙ୍କବାଦୀ । ୟୂପି ଏଟିଏସ ଟିମ ଆଜି ଆଜମଗଡରୁ ଆଇଏସଆଇଏସର ସହ ଜଡିତ ଏ

ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ପୁଷ୍ପ ଗୁଚ୍ଛ ପ୍ରଦାନ କଲେ ଶିକ୍ଷାମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷା

ମଇଦା ଏବଂ ସୁଜି ରପ୍ତାନୀ ଉପରେ ଲାଗିବ ପ୍ରତିବନ୍ଧକ
ଅର୍ଗସ ବ୍ୟୁରୋ : ଦେଶର ଖାଉଟିମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ମଇଦା ଏବଂ ସୁଜି ରପ୍ତାନୀ ଉପରେ ଲାଗିବ ପ୍ରତିବନ୍ଧକ । ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ କେନ୍ଦ୍ର ସରକାର ଏବେ ଏହି ନିଷ୍ପତି ନେଇଛନ୍ତି
Download Argus News App
