
ଆଇସିସି ର୍ୟାଙ୍କିଙ୍ଗ: କମାଲ କଲେ ପନ୍ତ, ଶ୍ରେଷ୍ଠ ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ
ଅର୍ଗସ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଓ ଇଂଲଣ୍ଡ-ଶ୍ରୀଲଙ୍କା ମଧ଼୍ୟରେ ଟେଷ୍ଟ ମ୍ୟାଚ ଶେଷ ହେବା ପରେ ଆଇସିସି ଆଜି ର‌୍ୟାଙ୍କ ଘୋଷଣା କରିଛି। ଯୁବ ପ୍ରତିଭା ଋଷଭ ପନ୍ତ ଶ୍ରେଷ୍ଠ ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ବିବେଚି

ରାଉରକେଲାରେ ଖେଳାଯିବ ବିଶ୍ଵକପ ହକି ମ୍ୟାଚ୍
ଭୁବନେଶ୍ଵର:୨୦୨୩ରେ ରାଉରକେଲାରେ ବିଶ୍ଵକପ୍‌ ହକି ମ୍ୟାଚ୍‌ ଖେଳାଯିବ। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଦେଖିବାର ସୁବିଧା ରହିବ। ଫ୍ଲଡ୍‌ଲାଇଟ୍‌, ବେତାର କେନ୍ଦ୍ର, ଅଭ୍ୟାସ ପିଚ୍‌ ଓ ଜିମ୍&zwnj

ଟିମ ଇଣ୍ଡିଆର ଐତିହାସିକ ବିଜୟ, ୩୩ ବର୍ଷ ପରେ ଗାବାରେ ହାରିଲା କଙ୍ଗାରୁ
ଅର୍ଗସ ବ୍ୟୁରୋ: ବ୍ରିସବେନରେ ଟିମ ଇଣ୍ଡିଆର ଐତିହାସିକ ବିଜୟ। ବର୍ଡର ଗାଭାଷ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବାଜିମାତ କରିଛି। ଅଷ୍ଟ୍ରେଲିଆ, ଭାରତ ଆଗରେ ୩୨୮ ରନର ଟାର୍ଗେଟ ରଖିଥିଲା । ତେବେ ଓପନର ଏସ ଗିଲଙ୍କ ୯୧
ବିଜୟ ପାଇଁ ଅନ୍ତିମ ଦିନରେ 324 ରନ ଦରକାର କରୁଛି ଭାରତ
ଅର୍ଗସ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତ ବିଜୟ ପାଇଁ 324 ରନ ଦରକାର କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଦ୍ଵିତୀୟ ଇଂନିସରେ କୌଣସି ଉଇକେଟ ନହରାଇ 4ରନ କରିଛି।
ଦ୍ଵିତୀ

ତୃତୀୟ ଦିନର ଖେଳ ଶେଷ: ଅଷ୍ଟ୍ରେଲିଆ 54 ରନରେ ଆଗୁଆ
ଅର୍ଗସ ବ୍ୟୁରୋ: ଚତୁର୍ଥ ଟେଷ୍ଟର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ କୌଣସି ଉଇକେଟ ନ ହରାଇ 21 ରନ କରିଛି।
ଭାରତ ପ୍ରଥମ ଇଂନିସରେ 336 ରନ କରି ଅଲଆଉଟ ହୋଇଛି। ଓ୍ଵାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁ

ବର୍ଡର ଗାଭାଷ୍କର ଟ୍ରଫି: ଭାରତ 62/2, ଅଷ୍ଟ୍ରେଲିଆ 307 ରନରେ ଆଗୁଆ
ଅର୍ଗସ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ଵିତୀୟ ଦିନରେ ବର୍ଷା ବାଧକ ସାଜିଛି। ଫଳରେ ମ୍ୟାଚ ଅଧିକ ସମୟ ପର୍ଯ୍ୟନ୍ତ ଖେଳା ହୋଇ ପାରି ନଥିଲା। ଆଜି ଦିନ ଶେଷ ହେବା ବେଳକୁ ଭାରତ 2 ଉଇକେ

ସୟଦ ମୁସ୍ତାକ ଅଲ୍ଲୀ ଟି -20: ଓଡ଼ିଶାର ଲଗାତାର ତୃତୀୟ ପରାଜୟ
ଅର୍ଗସ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟି -20ରେ ଓଡ଼ିଶା ଲଗାତାର ତୃତୀୟ ପରାଜୟର ସାମ୍ନା କରିଛି। ତାମିଲନାଡୁ ଠାରୁ ଓଡିଶା 8 ଉଇକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ନିର୍ଦ୍ଧାରିତ 20 ଓଭରରେ 9 ଉଇକେଟ ହରାଇ 132 ରନ ସ୍କୋ

ବ୍ରିସବେନରେ ବିଜୟ ପାଇଁ ଭାରତକୁ ବଦଳାଇବାକୁ ପଡିବ ଇତିହାସ
ଅର୍ଗସ ବ୍ୟୁରୋ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିଡନୀରେ ରୋମାଞ୍ଚକର ଡ୍ର ପରେ ଦୁଇ ଦଳ ବର୍ତ୍ତମାନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ବ୍ରିସବେନର

ଟିମ ଇଣ୍ଡିଆ ପାଇଁ ସୀମିତ ବିକଳ୍ପ, ବ୍ରିସବେନରେ ଖେଳିପାରନ୍ତି ଏହି ଏକାଦଶ
ଅର୍ଗସ ବ୍ୟୁରୋ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିଡନୀ ଟେଷ୍ଟ ଡ୍ର ପରେ ଉଭୟ ଦଳ ବର୍ତ୍ତମାନ 1-1ରେ ଅଛନ୍ତି ଏବଂ ଶେଷ ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଦୁଇ ଦ
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP