
ଭାରତୀୟଙ୍କ ସମେତ 53 କୋଟି ଫେସବୁକ ବ୍ୟବହାରକାରୀଙ୍କ ଫୋନ ନମ୍ବର ଲିକ ଘଟଣାକୁ ନେଇ ସ୍ପଷ୍ଟୀକରଣ କଲା ଫେସବୁକ
ଅର୍ଗସ ବ୍ୟୁରୋ: ଭାରତୀୟଙ୍କ ସମେତ 53 କୋଟି ଫେସବୁକ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ଲିକ୍ ହୋଇଥିବା ଅଭିଯୋଗରେ ଫେସବୁକ୍ ମୁଖପାତ୍ର କହିଛନ୍ତି ଯେ, ଏହା ହେଉଛି ପୁରୁଣା ତଥ୍ୟ ଯାହା ପୂର୍ବରୁ 2019ରେ ରିପୋର୍ଟ କରାଯାଇଥିଲା। ଆମେ ଅଗଷ୍ଟ 2019

ଜିଓ ପକ୍ଷରୁ ଭାରତରେ ୫୦ ନିୟୁତ ଅଣୁ, କ୍ଷ୍ରୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଡିଜିଟାଲ ରୂପାନ୍ତରିତ କରାଯିବ
ଭୁବନେଶ୍ୱର: ଜିଓ ବିଜନେସ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଲାଗି ଏକ ସମନ୍ୱିତ ସେବା ପ୍ରଦାନ ଆରମ୍ଭ କରାଯାଇଛି। ଏହା ମୂଳତଃ ତିନିଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ, ଯାହମଧ୍ୟରେ ରହିଛି, ଏଂଟରପ୍ରାଇଜ୍‌-ମାନ୍‌ର ଫାଇବର

ନୂଆ ଜିଓଫୋନ୍ ୨୦୨୧ ଅଫର ସହ ୨ଜି-ମୁକ୍ତ ଭାରତ ଆଡ଼କୁ ଅଗ୍ରସର ହେଲା ଭାରତ
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି “ନୂଆ ଜିଓଫୋନ୍ ୨୦୨୧'' ଅଫର । ଏହା ଏକ ବଣ୍ଡଲ୍‌ଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓଫୋନ୍ ସହିତ

ଏସ୍କର୍ଟ ସର୍ଭିସ ନାଁରେ ଆକାଉଣ୍ଟ ଖାଲି କରି ଦେଲେ ଦୁର୍ବୃତ୍ତ
ଭୁବନେଶ୍ଵର: ଏସ୍କର୍ଟ ସର୍ଭିସରେ କଲଗାର୍ଲ ଯୋଗାଇବା ନାଁରେ ଦୁର୍ବୃତ୍ତ ଯୁବକଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି । ମାତ୍ର 20 ମିନିଟର କଥାବାର୍ତ୍ତା ଭିତରେ ଆକାଉଣ୍ଟରୁ 94 ହଜାର 731 ଟଙ୍କା ଗାଏବ ହୋଇଯାଇଛି।
ଗୁଗୁଲ ପେ’ ଜରିଆର

ଜିଓ ହାପି ନ୍ୟୁ ଇୟର ଅଫର: ଏବେ ସମସ୍ତ ନେଟୱାର୍କକୁ ମାଗଣାରେ ଅସୀମିତ ଭଏସ୍ କଲ୍
ଅର୍ଗସ ବ୍ୟୁରୋ: ଘରୋଇ ଭଏସ୍ କଲ୍ ପାଇଁ ଆନ୍ତଃସଂଯୋଗ ବ୍ୟବହାର ଚାର୍ଜ (IUC) ବ୍ୟବସ୍ଥା ଶେଷ ହେବାକୁ ଯାଉଛି, ରିଲାଏନ୍ସ ଜିଓ ଗୁରୁବାର ଦିନ କହିଛି ଯେ ଏହାର ନେଟୱାର୍କରୁ ଭାରତର ଯେ କୌଣସି ନେଟୱାର୍କକୁ ଜାନୁଆରୀ 1, 2021 ରୁ କଲ୍ ମାଗଣ
ବୈଷୟିକ କ୍ଷେତ୍ରରେ ଇସ୍ରୋକୁ ମିଳିଲା ନୂତନ ଦିଗ, ଲଞ୍ଚ ହେଲା ଇସ୍ରୋର ଶକ୍ତିଶାଳୀ CMS-01 ଉପଗ୍ରହ
ଅର୍ଗସ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଆଉ ଏକ ମାଇଲଖୁଣ୍ଟ। ବୈଷୟିକ କ୍ଷେତ୍ରରେ ଇସ୍ରୋକୁ ମିଳିଲା ନୂତନ ଦିଗ। ଲଞ୍ଚ ହେଲା ISROର ଶକ୍ତିଶାଳୀ CMS-01 ଉପଗ୍ରହ । ପୃଥିବୀର ସବୁଠାରୁ ସୁଦୂର କକ୍ଷପଥରେ ସ୍ଥାପିତ ହେବ CMS
ପୃଥୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ
ବାଲେଶ୍ଵର: ପୃଥୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି। DRDO ଦ୍ୱାରା ବିକଶିତ ହୋଇଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଆଜି ରାତି 7ଟା 2ମିନିଟ ସମୟରେ ଚାନ୍ଦିପୁରର 3ନମ୍ବର ଲଞ୍ଚପ୍ୟାଡ଼ରୁ ପରୀକ୍ଷା କରାଗଲା।
କ୍ଷେପଣାସ୍ତ୍ର
ଜମତାର ଗ୍ୟାଙ୍ଗର ସାଇବର ଠକ.. କିଛି ସେକେଣ୍ଡରେ ଖାଲି କରି ଦେଇ ପାରନ୍ତି ଆକାଉଣ୍ଟ
ଅର୍ଗସ ବ୍ୟୁରୋ: ସିଙ୍ଗଲ ମ୍ୟାନ ଡବଲ ଭଏସ। କେତେବେଳ ବ୍ୟାଙ୍କ କର୍ମଚାରୀ, ଆଉ କେତେବେଳେ ବ୍ୟାଙ୍କ ମ୍ୟାନେଜର। ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଉଥିବା ଜଣେ ଯୁବକ କୌଣସି ବ୍ୟାଙ୍କର କର୍ମଚାରୀ ନୁହଁନ୍ତି। ସେ ହେଉଛନ୍ତି ଜମତା

କିଛି ସମୟ ପାଇଁ ଅଚଳ ହୋଇଗଲା ଗୁଗଲ ସହ ଅନେକ ଆପ
ଅର୍ଗସ ବ୍ୟୁରୋ : କିଛି ସମୟ ପାଇଁ ଆଜି ସନ୍ଧ୍ୟାରେ ଗୁଗଲ, ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଅନେକ ଆପ ହଠାତ କାମ କରିବାକୁ ବନ୍ଦ କରି ଦେଇଥିଲା। ଲୋକେ ଏନେଇ ସୋସିଆଲ ମିଡିଆରେ ଗୁଗୁଲ, ୟୁଟ୍ୟବ ଡାଉନ ଲେଖିଥିଲେ। ଟ୍ଵିଟରରେ ଏହା ଟ୍ରେଣ୍
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP