
କୋଣାର୍କ ଅଞ୍ଚଳର ଭିତ୍ତିଭୂମିକୁ ଆନ୍ତଜାତୀୟ ମାନର କରାଯିବ: ମୁଖ୍ୟମନ୍ତ୍ରୀ
ପୁରୀ: ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁ

ଧାରଣାସ୍ଥଳରେ ଅସୁସ୍ଥ ହୋଇ ପଡିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ
ସମ୍ବଲପୁର: ରାଜ୍ୟ ସରକାରଙ୍କ କୃଷିମାରଣ ନୀତି ବିରୁଦ୍ଧରେ ଧାରଣା ସ୍ଥଳରେ ବସିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ହୋଇଛନ୍ତି। ଗତକାଲିଠାରୁ ବିଜେପି ନେତା ଓ କର୍ମୀ ଧାରଣାରେ ବସିଛନ୍ତି । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି

ଆଇପିଏଲରେ ଚମକିବେ ଓଡ଼ିଆ ଖେଳାଳି, ବିସିସିଆଇକୁ 6 ଜଣଙ୍କ ନାଁ ସୁପାରିସ କଲା ଓସିଏ
କଟକ: ଆଇପିଏଲରେ ଚମକିବେ ଓଡ଼ିଆ ଖେଳାଳି। ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ଓସିଏ ସୁପାରିସ କରିଛି। ଏହି ତାଲିକାରେ ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ରହିଛନ୍ତି।

ବ୍ୟାଙ୍କିଙ୍ଗ ସୂଚନା କାହାକୁ ନ ଜଣାଇବାକୁ ରେଳଯାତ୍ରୀଙ୍କୁ ପରାମର୍ଶ ଦେଲା ପୂର୍ବତଟ ରେଳପଥ
ଅର୍ଗସ ବ୍ୟୁରୋ: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ତଥ୍ୟ ରେଳବାଇ କର୍ମଚାରୀ କେବେବି ପଚାରନ୍ତି ନାହିଁ। କିଛି ଅସାଧୁ ବ୍ୟକ୍ତି ଫୋନ କଲ ମାଧ୍ୟମରେ ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ ରେ

ଦିଦିଙ୍କୁ ଧୋକା: ଦେଢ ବର୍ଷରେ ଟିଏମସିର ଚାରିଜଣ ସାଂସଦଙ୍କ ସମେତ 14ଜଣ ବିଧାୟକ ବିଜେପିରେ ହେଲେଣି ସାମିଲ
ଅର୍ଗସ ବ୍ୟୁରୋ: କିଛି ମାସ ପରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ତେବେ ଏହାର ବହୁ ପୁର୍ବରୁ ରାଜ୍ୟର ରାଜନୀତିକ ମାହୋଲ ପୁରା ସରଗରମ। କିଛି ମାସ ମଧ୍ୟରେ ରାଜ୍ୟର ରାଜନୀତିକ ସମୀକରଣ ବଦଳିବାକୁ ବସିଲାଣି। ଦୀର୍ଘ ଦେ

ନରେନ୍ଦ୍ର ଚଞ୍ଚଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଛି। ସେ ଶୁକ୍ରବାର ଦିନ 80 ବର୍ଷ ବୟସରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆପୋଲୋ ହସ୍ପିଟାଲରେ ମଧ୍ୟାହ୍ନ ପ୍ରାୟ 12 ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସ

ସମାଧାନ ପାଇଁ ସରକାରଙ୍କୁ 72 ଘଣ୍ଟାର ସମୟ ଦେଲା ବିଜେପି
ସମ୍ବଲପୁର: ବିଜେପି ନେତା-ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଦଳ 72 ଘଣ୍ଟାର ମହଲତ ଦେଇଛି। ବିଜେପିର କହିଛି ଯେ, କିଛି ସମସ୍ୟାର ଆରଡିସି ସମାଧାନ କରିପାରିବେ। ଆଉ କିଛି ରାଜ୍ୟ ସରକାରଙ୍କ ଦ୍ୱାରା ସମାଧାନ ହେବ। ଆରଡିସି ତାଙ୍କ ସ୍ତର

ସିରମ ଅଗ୍ନିକାଣ୍ଡ: 5 ମୃତ
ଅର୍ଗସ ବ୍ୟୁରୋ: ଗୁରୁବାର ଦିନ ମହାରାଷ୍ଟ୍ରର ପୁଣେରେ ଅବସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ର ଟର୍ମିନାଲ୍ ଗୋଟିଏ ଫାଟକରେ ଅଗ୍ନିକାଣ୍ଡରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଉଦ୍ଧାର ପାଇଁ 15 ଟି ଅଗ୍ନିଶମ ବାହିନୀ ନିୟୋଜି
ତାଣ୍ଡବ: ଟାଗ୍ରେଟରେ ଧର୍ମ ଓ ରାଜନୀତି, କ୍ରିଏଟିଭ ଫ୍ରିଡମ ନାଁରେ ବୁଣାଯାଉଛି ହିଂସା ଓ ଘୃଣାର ମଞ୍ଜି
ଅର୍ଗସ ବ୍ୟୁରୋ: ଶେଷ ହେବାର ନାଁ ନେଉନାହିଁ ତାଣ୍ଡବର ତାଣ୍ଡବଲୀଳା। ଆମାଜନ ପ୍ରାଇମ ସିରିଜକୁ ନେଇ ପୁରା ଦେଶରେ ଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହେବାପରେ ସିରିଜର ପ୍ରଯୋଜକ ଓ ନିର୍ଦେଶକଙ୍କ ବିରୋଧରେ FIR ଜାରି କରାଯାଇଛି। ସିରିଜକ
ଗଣତନ୍ତ୍ର ଦିବସରେ ପ୍ଲାଷ୍ଟିକ ତ୍ରିରଙ୍ଗାକୁ ନା’
ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ନେଇ ଗୃହ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛନ୍ତି। ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କ

ରାଜ୍ୟରେ ପୁଣି କରୋନା ନେଲା ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି କରୋନା ନେଲା ଜଣଙ୍କ ଜୀବନ । ଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୦୩କୁ ବୃଦ୍ଧି ପାଇଛି । ମୃତ କରୋନା ଆକ୍ରାନ୍ତ ଜଣକ କଟକ ଜିଲ୍ଲାର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭା

10ଫୁଟ ତଳକୁ ଖସିପଡିଲା ବସ
ବ୍ରହ୍ମପୁର: ପାହଡ଼ରୁ ତଳକୁ ଖସିଲା ବସ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୁରତାଲ ଏକ୍ସପ୍ରେସ ନାମକ ବସ ପାହାଡ଼ରୁ 10ଫୁଟ ତଳକୁ ଖସିପଡ଼ିଛି । ଗାଡି ପୂଜା କରି ବସ ହେଲପର ଗାଡି ଚଳାଇ ଯାତ୍ରୀଙ୍କ
ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ଡିଲ୍କୁ ସେବିର ମଞ୍ଜୁରି
ଅର୍ଗସ ବ୍ୟୁରୋ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି

ଜିଲ୍ଲା ଉଦ୍ୟାନକୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ, ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପଞ୍ଚାଇବା ଉପରେ ଗୁରୁତ୍ୱ
ଭୁବନେଶ୍ୱର: ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଫସଲର ବିବିଧିକରଣ କରାଯାଇ ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଆଦି ଚାଷ କରାଯାଇ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରାଯାଇପାରିବ । ଏହାକ

ଆପୋଷ ବୁଝାମଣା ପାଇଁ କୋର୍ଟକୁ ଆସିଲେନି ଅନୁଭବ
କଟକ: ଥମିବାକୁ ନାମ ଧରୁନି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ଏସଡିଜିଏମ କୋର୍ଟ ମଧ୍ୟସ୍ଥତା ପାଇଁ ଆଜି ସମୟ ଦେଇଥିଲେ ମାତ୍ର ଆପୋଷ ବୁଝାମଣା ପାଇଁ ସାଂସଦ ଅନୁଭବ ମହାନ୍ତି କୋର୍ଟକୁ ଆସିଲେ ନାହିଁ। ଅନ୍ୟପଟେ ମଧ୍ୟସ୍ଥତା ପାଇ

ଆସନ୍ତାକାଲି କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ଵର: ସ୍ଵାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଦୁଇ ମହାନ ଆତ୍ମା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଭବ୍ୟ ରୂପରେ ପାଳନ କରାଯିବ। ଏହି ଅବସରରେ କେନ୍ଦ୍ରମନ୍ତ୍ର
କୋଭିଡ୍ ପରିଚାଳନା ତ୍ରୁଟି ପରେ ଟିକାକରଣରେ ଭୁଲ୍, ଟିକା ନେଇ ନଥିଲେ ମଧ୍ୟ ଆସୁଛି ଏସଏମଏସ
ଭୁବନେଶ୍ଵର: କୋଭିଡ୍ ଟିକାକରଣକୁ ନେଇ ରାଜ୍ୟରେ ଆରମ୍ଭରୁ ସମସ୍ୟା। ଆନ୍ଦୋଳନରେ ବସିଥିବା ପାରାମେଡିକାଲ୍ ଷ୍ଟାଫ ଟିକା ନେଇନଥିବା ବେଳେ ସେମାନଙ୍କ ନିକଟକୁ ଏସଏସଏମଏସ୍ ଆସିଛି। ସଫଳତାର ସହ ଟିକା ନେଇ ସାରିଥିବା ମେସେଜରେ କୁହାଯାଇଛି । ତେବ

କୋଭିସଲ୍ଡ ତିଆରୁ ହେଉଥିବା ସେରମ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
ଅର୍ଗସ ବ୍ୟୁରୋ: ସେରମ ଇନଷ୍ଟିଚ୍ୟୁଟରେ ନିଆଁ। ମହାରାଷ୍ଟ୍ର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଛି। କମ୍ପାନି ବିଲ୍ଡିରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ 10ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। କମ୍ପାନୀ

ଆସନ୍ତାକାଲି କୋଲକାତର ଏଲଜିନରେ ଥିବା ନେତାଜୀ ଭବନ ପରିଦର୍ଶନ କରିବେ ମୋଦି
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜାନୁଆରି 23ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ପାଳନ କରାଯିବାକୁ ଥିବା ‘ପରାକ୍ରମ ଦିବସ’ରେ ସାମିଲ ହେବା ନିମନ୍ତେ କୋଲକାତା ଯିବେ
ରାଜ୍ୟରେ ଆଜି ମୋଟ 224 ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ 224 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ 3ଲକ୍ଷ 30 ହଜାର 545 ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛନ୍ତି।
ସୁନ୍ଦରଗଡ଼ର

ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ, ସ୍ଵାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଶ୍ରୀ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାରର ସଦସ୍ୟଙ୍କୁ କରୋନା ଟିକା ଦେବା ପାଇଁ ସ୍ଵାସ୍ଥ୍ୟ ବିଭାଗକୁ ଶ୍ରୀ ମନ୍ଦିର ପ୍ରଶାସନ ଅନୁରୋଧ କରିଛି। ପ୍ରତିଦିନ ସେମାନେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସଂଶ୍ପର୍ଷରେ ଆସୁଥିବାରୁ କରୋନ
ଡିନାମାଇଟ ବିସ୍ଫୋରଣରେ 8 ମୃତ
ଅର୍ଗସ ବ୍ୟୁରୋ: ବିଳମ୍ବିତ ରାତିରେ କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାରେ ଡିନାମାଇଟ ବିସ୍ଫୋରଣ ଘଟି 8 ଜଣଙ୍କ ମୃତ୍ୟୁ ଘଟିଛି । ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସର ପରିସରରେ ଏହି ଡିନାମାଇଟ ବିସ୍ଫୋରଣ ଘଟିଛି ।
ଏହ

କୋଏମ୍ବାଟରରୁ କଳାହାଣ୍ଡି ଫେରିଲା ଗଜେନ୍ଦଙ୍କ୍ର ଶବ
ଭବାନୀପାଟଣା/ ଭୁବନେଶ୍ୱର: ତାମିଲନାଡରୁ କୋଏମ୍ବାଟୁର ସହରରେ ମୃତ୍ୟୁ ବରଣ କରିଥିବା କଳାହାଣ୍ଡିର ଯବୁକ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଫେରିପାଇଛନ୍ତି ତାଙ୍କ ପରିବାର ଲୋକ। “ଓଡ଼ିଶା-ମୋ ପରିବାର” ସହଯୋଗ ଯୋଗୁଁ ଏହା ସମ୍ଭ

ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧ ପର୍ଯ୍ୟନ୍ତ ଜୀବନ ବିନ୍ଦୁର ରକ୍ତଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ ଏପ୍ରିଲ ୧୭ ବିଜୁବାବୁଙ୍କ ଶ୍ରାଦ୍ଧତିଥି ପର୍ଯ୍ୟନ୍ତ ଏକ ସ୍ୱତନ୍ତ ଅଭିଯାନ ଜରିଆରେ କାଲିଠାରୁ ଆରମ୍ଭ ହେଉଛି । ଏଥିପାଇଁ ଆବାହକ ଶ୍ରୀ ଅରୁ

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣା ‘ଶିକ୍ଷା ଦର୍ପଣ’, 6ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିବ ବହି
ଭୁବନେଶ୍ଵର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ଦର୍ପଣ’ ମାଗଣା ଦିଆଯିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି

ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: କୋଭିଡ-୧୯ ବିରୋଧରେ ଦେଶର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇ ପାରନ୍ତି । ଭାରତର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୫୦ ବର୍ଷରୁ ଅଧିକ ବୟସ୍

23 ଜାନୁଆରିରେ କୋଲକାତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ‘ପରାକ୍ରମ ଦିବସ’ ସମାରୋହକୁ କରିବେ ସମ୍ବୋଧନ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 23 ଜାନୁଆରିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ପାଳନ କରାଯିବାକୁ ଥିବା ‘ପରାକ୍ରମ ଦିବସ’ରେ ସାମିଲ ହେବା ନିମନ୍ତେ କୋଲକାତା ଯିବେ। ସେ ଏହ

ସମ୍ବଲପୁରରେ ବିଜେପିର ବିଶାଳ ଚାଷୀ ଅଧିକାର ରାଲି, ଆରଡିସି ଅଫିସ ଘେରାଉ କଲେ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ
ସମ୍ବଲପୁର/ଭୁବନେଶ୍ୱର: ଚଷାଚାଷୀ ଅଂଚଳ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା

ସମ୍ବଲପୁର ଆରଡିସିଙ୍କୁ ସାକ୍ଷାତ କଲେ ବିଜେପି ଟିମ
ସମ୍ବଲପୁର: ସମ୍ବଲପୁର ଆରଡିସିଙ୍କୁ ସାକ୍ଷାତ କଲେ ବିଜେପି ଟିମ। ଗତକାଲି ଥାନାରେ ବିଜେପି ଟିମ୍ ରାତ୍ର କାଟିଥିବା ବେଳେ ଆରଡିସିଙ୍କୁ ଆଜି ସାକ୍ଷାତ କରିଛନ୍ତି। ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ,ସାଂସଦ ସୁରେ
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP