Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆଜି , କାଲି କୁଆପଥର ବର୍ଷା !
ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ମିଳିତରେ ଆରମ୍ଭ ହବ କମ୍ୱିଂ ଅପରେସନ
ଅର୍ଗସ ବ୍ୟୁରୋ : ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ହେବା ପରେ ବନ ବିଭାଗର କଡ଼ା ଆଭିମୁଖ୍ୟ । ଆସନ୍ତାକାଲିଠୁ ଶିମିଳିପାଳ କୁଲଡ଼ିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ ଆରମ୍ଭ ହେବ କମ୍ବିଂ ଅପରେସନ । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତା କାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ । ଶିକାରୀଙ୍କୁ ପିସିସିଏଫଙ୍କ ଚେତାବନୀ, ଚୋରା ବନ୍ଧୁକ ରଖିଥିଲ
ବୁଲିଲା ଖଣ୍ଡା, ଗୁରୁତର ହେଲା ସାନ ଭାଇ
ଅର୍ଗସ ବ୍ୟୁରୋ : ଲୋନ ଟଙ୍କାକୁ ନେଇ ଗଣ୍ଡଗୋଳ । ବୁଲିଲା ଖଣ୍ଡା । ଗୁରୁତର ହେଲେ ସାନ ଭାଇ । ଦିନକୁ ଦିନ ଭଦ୍ରକ ଜିଲ୍ଳାରେ ବଢୁଛି ଗଣ୍ଡଗୋଳ । ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ପାଇମହୁରା ଗ୍ରାମର ବାପା ସନାତନ ଜେନା ୨୦ ହଜାର ଟଙ୍କା ଲୋନ କରିଥିଲେ । ସେହି ଲୋନ ଟଙ୍କାକୁ ସୁଝିବା ପାଇଁ ଦୁଇ ପୁଅଙ୍କ ଘରକୁ ବ୍ୟାଙ୍କ କର୍ମଚାରୀ ଯାଇଥିଲେ । ସେହି ଲୋନ ଟଙ୍କାକୁ ନେଇ ବଡ