Prime Odisha @ 7 Pm
8800 results found for "Bhubaneswar"

ଜାତୀୟ ସ୍ତରରେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ପୁଣି ଉଠିଛି ପ୍ରଶ୍ନ । ସୋମବାର ପ୍ରକାଶ ପାଇଥିବା NIRF ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକାରେ ରାଜ୍ୟ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକର ପ୍ରଦର୍ଶନ ରାଜ୍ୟବାସୀଙ୍କୁ ପୁଣିଥରେ ନିରାଶ କରିଛି

ସାଇନାଥ ବସ୍ତି ବାସୀନ୍ଦାଙ୍କ ମୁଣ୍ଡ ଉପରେ ଛାତ ସାତ ସପନ
ଅର୍ଗସ ବ୍ୟୁରୋ : ଖୋଲା ଆକାଶ ତଳେ ଜୀବନ । ଯୋଉଠି ରୋଷେଇ ସେଇଠି ସୋଇବା । ସାଇନାଥ ବସ୍ତି ବାସିନ୍ଦାଙ୍କ ମୁଣ୍ଡ ଉପରେ ଛାତ ସତେ ଯେମିତି ସାତ ସପନ । ୮ ଦିନ ହେଲା ପ୍ରଶାସନ ଭାଙ୍ଗି ଦେଇଛି ଘର। ମାତ୍ର ଏଯାଏଁ ଥଇତାନ କରିନି । ଫଳରେ ଏ

ଏମ୍ସ କର୍ତ୍ତୁପକ୍ଷଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଏମ୍ସରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଚନ୍ଦ୍ରିକା ଭଟ୍ଟା ଚାର୍ଯ୍ୟ । ଏମ୍ସ କର୍ତ୍ତୁପକ୍ଷଙ୍କ ସହ କଲେ ଆଲୋଚନା । ଏମ୍ସରେ ଖୋଲା ଯାଇଥିବ

ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ
ଅର୍ଗସ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ ହୋଇଛି । ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ ବୟାନ ରେକର୍ଡ ହୋଇଛି । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ବୟାନ ବ

ଟ୍ରେନ ଦୁର୍ଘଟଣା: ମିଳୁନି ଭାଇ, ଖୋଜୁଛି ଆଉ ଜଣେ ଭାଇ
ଅର୍ଗସ ବ୍ୟୁରୋ: ଭାଇର ଫଟୋ ଧରି ଭାଇକୁ ଖୋଜୁଛି ଭାଇ । ବାଙ୍ଗୋଲୋରରୁ ହାୱଡାକୁ ନିଜ ଘରୁକୁ ଫେରୁଥିବାବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ ଯୁବକ । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ କୌଣସି ପତ୍ତା ମିଳୁନାହିଁ । ଏଥିପାଇଁ ହାୱଡାର

କ୍ୟାପିଟାଲ ହସ୍ପିଟାଲରେ ସଂରକ୍ଷିତ ରହିଛି ୧୨ଟି ମୃତଦେହ
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି ୧୪ଟି ମୃତଦେହ। ପରିଚୟ ପାଇ ଦୁଇ ଜଣଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି। ଆଉ ୧୨ଟି ମୃତଦେହ ସଂରକ୍ଷଣ କରାଯାଇଛି। ମୃତଦେହ ସଂରକ୍ଷଣ ପାଇଁ ଯଦିଓ ୪୮ ଘଣ୍ଟା ନିୟମ ରହୁଛି କିନ୍ତୁ ଏହ

ରେଳ ଦୁର୍ଘଟଣା ପରଠାରୁ ବନ୍ଦ ଥିଲା ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ଗଡ଼ିଲା ବନ୍ଦେ ଭାରତ। ଅପ ଟ୍ରାକରେ ହାୱାଡାରୁ ପୁରୀ ଅଭିମୁଖେ ଗଲା ବନ୍ଦେ ଭାରତ। ରେଳ ଦୁର୍ଘଟଣା ପରଠାରୁ ବନ୍ଦ ଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏପଟେ ଜୋରସୋରରେ ଚାଲିଛି ମରାମତି କାମ । ଧୀରେ ଧୀର

ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି
ଅର୍ଗସ ବ୍ୟୁରୋ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ଘଟଣା। ଏହି ଘଟଣାରେ ଅନେକଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି।ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୦ଟି ଶବ ମଧ୍ୟରୁ ୪

ଦିଲ୍ଲୀରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଆସି ଅଛନ୍ତି ଭୁବନେଶ୍ୱର ଏମ୍ସରେ
ଅର୍ଗସ ବ୍ୟୁରୋ: ଦିଲ୍ଲୀରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଭୁବନେଶ୍ୱର ଏମ୍ସରେ ପହଁଚିଲେ। 17 ଜଣିଆ ଟିମ ଏମ୍ସରେ ପହଁଚିଲେ । ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ଯାଇ ତଦାରଖ କରିବ ଟିମ। ଦିଲ୍ଲୀ ଏମ୍ସ, ଲୋହିଆ ଏବଂ ଲେଡି ହାର୍ଡି

ରାଜ୍ୟ ବିଜେପି କାର୍ଯ୍ୟାଳୟ ଉପରକୁ ଦୁର୍ବୃତ୍ତଙ୍କ ଢେଲାମାଡ଼
ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟ ଉପରକୁ ଦୁର୍ବୃତ୍ତଙ୍କ ଢେଲାମାଡ଼। ଦୁଇ ଯୁବକଙ୍କୁ ଧରି ପୋଲିସର ଜିମା ଦେଲେ ବିଜେପି କାର୍ଯ୍ୟକର୍ତ୍ତା। ଥାନାରେ ଏତଲା ଦିଆଯାଇଥିବା ସୂଚନା। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍

ଗ୍ୟାସ ଲିକ, ଟ୍ରାଫିକ ଜାମ
ଅର୍ଗସ ବ୍ୟୁରୋ: ଗ୍ୟାସ ବୋଝେଇ ଗାଡିରୁ ଗ୍ୟାସ ଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସପ୍ତଶତୀ ମନ୍ଦିର ଅଞ୍ଚଳରେ ଏକ ଗ୍ୟାସ ବୋଝେଇ ଗାଡୁରୁ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି। ସଙ୍ଗେ ସଙ୍ଗେ ଖବ

କାହିଁକି ଏକକାଳୀନ ପରୀକ୍ଷା ରେଜଲ୍ଟ ବାହାରିପାରୁନି ?
ଅର୍ଗସ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ଓ ଫଳାଫଳ ଛାତ୍ର ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ରହିଥିଲା।। ୧ ତାରିଖରେ ବିଜ୍ଞା