Prime Odisha @ 7 Pm
386 results found for "Boudh"

ବୋଲେରୋକୁ ପିଟିଲା ଟ୍ରକ, 2 ପୋଲିସ୍ କର୍ମଚାରୀ ମୃତ
ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା କମଳପୁର ଛକ ନିକଟରେ ସଡ଼କ ଦୁର୍ଘଟଣା। ବୋଲେରୋକୁ ପିଟିଲା ଟ୍ରକ, ଦୁର୍ଘଟଣାରେ ବାଉଁଶୁଣୀ ଥାନାର 2 ପୋଲିସ୍ କର୍ମଚାରୀ ମୃତ, ଦୁଇ ଗୁରୁତର। ମୃତକ ଦୁଇଜଣ ଗୃହରକ୍ଷୀ ଜଗନ୍ନାଥ ମେହେର ଓ ଦ୍ରାହିବା

କଠିନ ପରିଶ୍ରମ କରି ବ୍ଲକ ଟପ୍ପର
ଅର୍ଗସ ବ୍ୟୁରୋ: ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଅର୍ଥ ପ୍ରତିବନ୍ଧକ କରିପାରିନାହିଁ ।ଖରା,ବର୍ଷା, ସିତ ବାଧା ଦେଇପାରେ ନାହିଁ ପାଠ ପଢିବାର ଇଚ୍ଛାକୁ । ପ୍ରତିଦିନ ସାଇକେଲରେ 2ରୁ 3କିଲୋମିଟର ଯିବା ଆସିବା କରନ୍ତି ସ୍କୁଲ

ପ୍ରଥମଥର ପାଇଁ ବୌଦ୍ଧରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଦିବ୍ୟରଥଚକ
ଅର୍ଗସ ବ୍ୟୁରୋ: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱରରେ ପ୍ରକମ୍ପିତ ସାରା ଜିଲ୍ଲା । ବିଶ୍ୱ ନିଆନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଦିବ୍ୟରଥ ଚକ ଆଧ୍ୟାତ୍ମିକ ପରିବେଶ ଭିତରେ ବୌଦ୍ଧରେ ପହଂଚିଛି । ଏହି ଦିବ୍ୟ ରଥଚ

6 କୁଇଣ୍ଟାଲ 60 କେଜି ଗଞ୍ଜେଇ ଜବତ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ପୋଲିସକୁ ପୁଣି ମିଳିଛି ସଫଳତା l ବିକ୍ରୀ ପାଇଁ ଜଙ୍ଗଲରେ ପ୍ରସ୍ତୁତ ହୋଇ ରଖଯାଇଥିବା ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛି ପୋଲିସ l କଣ୍ଟାମଲ ଥାନା ଖଲିଆପାଲି ଗାଁ ପାଖ ଜଙ୍ଗଲରେ ମାଫିଆମାନେ ବିକ୍ର

ମହାନଦୀ ବାଲିରୁ ମିଳୁଛି ମୂଲ୍ୟବାନ ରତ୍ନପଥର ସନ୍ଧାନ
ଅର୍ଗସ ବ୍ୟୁରୋ: ମହାନଦୀରୁ ମିଳୁଛି ରତ୍ନପଥର । ଖୋଜିବାରେ ଲାଗିପଡିଛନ୍ତି ଶହ ଶହ ସ୍ଥାନୀୟ ବାସିନ୍ଦା । ସକାଳ ହେଲେ ସାଙ୍ଗରେ କୋଡ଼ି ଝୁଡ଼ି ଚାଲୁଣି ପମ୍ପ ଧରି ନଦୀ ମୁହାଁ ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲା କୁ ଲାଗି ମନମୁଣ୍ଡା ଠାର

ଜେସିବି ମେସିନରେ ଆସୁଛି ଆମ ଗାଁ ବର
ଅର୍ଗସ ବ୍ୟୁରୋ : ବାଜୁଛି ସିଂହବାଜା ଫୁଟୁଛି ବାଣ ଆଉ ରୋଷଣୀ । ସାଙ୍ଗରେ ବରଯାତ୍ରୀକୁ ନେଇ ସୁସଜ୍ଜିତ ଗାଡ଼ିରେ ବସି କନ୍ୟା ଘରକୁ ବରଯାତ୍ରୀରେ ବାହାରିଛନ୍ତି ବରପିଲା । ସବୁକିଛି ଚିରା ଚରିତ ପରମ୍ପରା ଢଙ୍ଗରେ ଚାଲିଛି । ଗାଡି ଟିକ

ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ
ଅର୍ଗସ ବ୍ୟୁରୋ: ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ । ଇଂରାଜୀର ବର୍ଣ୍ଣମାଳା ଉଚ୍ଚାରଣ ଓ ଶବ୍ଦ ଗଠନର ସହିତ ଇଂରାଜୀରେ ଫଳ, ପନିପରିବା, ପଶୁ ପକ୍ଷୀଙ୍କ ନାମ, ସଂଖ୍ୟା ଗଣନ, ସାତ ବାର ନାମ, ବାରମାସର ନାମ, ଯାନବାହାନ,

ନୂଆ ବର୍ଷରେ ଭୂତ ପୂଜା କରନ୍ତି ଫୁଲିଆ ଗାଁର ଲୋକେ
ଅର୍ଗସ ବ୍ୟୁରୋ : ଭୂତ। ଗୋଟିଏ ଏମିତି ପ୍ରସଙ୍ଗ। ଯାହା ବିଷୟରେ କହିଲେ ଲୋକେ ରାତିରେ ଡରନ୍ତି ଆଉ ଦିନ ବେଳା ଏହାକୁ ଗୋଟିଏ ଭ୍ରାନ୍ତି ବା ଅନ୍ଧବିଶ୍ବାସ କୁହନ୍ତି। ହୋଇପାରେ ଏହା ବିଜ୍ଞାନ ସମ୍ମତ୍ତ ଚିନ୍ତାଧାରା ନୁହେଁ। କିନ୍ତୁ ଏହାର ଗୋଟି

ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା
ବୌଦ୍ଧ: ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା । ସକାଳୁ ସକାଳୁ ବନ୍ଦ ର ପ୍ରଭାବ ବୌଦ୍ଧ ସହର ସମେତ କଣ୍ଟାମାଳ,ମନମୁଣ୍ଡା,ମାଧପୁର,ଚାରିଛକ ରେ ଦେଖିବାକୁ ମିଳିଛି । ଉଭୟ ପାର୍ଶ୍ୱ ରେ ଅଟକି ରହିଛି ଶହ ଶ

ଦଣ୍ଡ ଯାତ୍ରାରେ ଦଣ୍ଡୁଆଙ୍କ ବିଭିନ୍ନ ନାଚ-ଗୀତ
ବୌଦ୍ଧ: ଢୋଲ ମହୁରୀ ତାଳେ ତାଳେ ନାଚି ଉଠୁଛି ଗାଁ ଦାଣ୍ଡ । ଗାଁ ଦାଣ୍ଡରେ ପ୍ରଚଣ୍ଡ ଖରାରେ ଧୂଳି ଦଣ୍ଡ କରୁଛନ୍ତି ଦଣ୍ଡୁଆମାନେ। ଖରାକୁ ଖାତିର ନ କରି ଶିବଙ୍କ ତାଣ୍ଡବ ନୃତ୍ୟକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରୁଛନ୍ତି ଦଣ୍ଡୁଆ। କେତେବେଳ

ଭିଣୋଇର ଟାଙ୍ଗିଆ ଚୋଟରେ ଶଳାର ମୃତ୍ୟୁ
ବୌଦ୍ଧ : ଭିଣୋଇଙ୍କ ଟାଙ୍ଗିଆ ଚୋଟରେ ଶଳାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶୁଣ୍ଢୀ ପଦର ଗ୍ରାମ ପଞ୍ଚାୟତ ଡାଙ୍ଗସାହି ଗାଁ ମୁଣ୍ଡରେ |
ଅଧି

ଦରକାର ସମୟରେ ମିଳୁନି, ରାସ୍ତା କଡରେ ପଡୁଛି
ବୌଦ୍ଧ: ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକଳ ଚିତ୍ର । ରାସ୍ତା କଡରେ ଗଦା ଗଦା ଏକ୍ସପାରୀ ମେଡିସିନ । ଲୋକଙ୍କୁ ଦରକାର ସମୟରେ ମେଡିସିନ ମିଳୁନଥିବା ବେଳେ ରାଜପଥ କଡରେ ପଡିଛି ପେଟି ପେଟି ଏକ୍ସପାରି ମେଡ଼ିସିନ