Prime Odisha @ 7 Pm
177 results found for "bbsr"

ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ
ଭୁବନେଶ୍ୱର: ସକାଳୁ କଲବଲ କଲାଣି ତାତି । ଘରୁ ବାହାରିବା ମାତ୍ରେ ଦେହ ହାତ ପୋଡି ଯାଉଛି । ଆଜି ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କି

୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଲା
ଅର୍ଗସ ବ୍ୟୁରୋ : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ ଉତ୍ତପ୍ତ ବାୟୁ । ଏବଂ କଳାବୈଶାଖୀ ବର୍ଷାର ଅଭାବ ତଥା ସୂର୍ଯ୍ୟଙ୍କର ପ୍ରଖର କିରଣ ତାପମାତ୍ରା ବୃଦ୍ଧି

ତାତିରୁ ଆଶ୍ୱସ୍ତି, ସାଢେ 2 ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା 29 ଡିଗ୍ରୀ
ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । କାଲି ରାତିରୁ ହାଲୁକା ବର୍ଷା ଓ ଥଣ୍ଡା ପବନ ବୋହିବା ପରେ ତାତିରୁ ତ୍ରାହୀ ମିଳିଛି । ସକାଳୁ ସାରା ରାଜ୍ୟରେ ଥଣ୍ଡ ପବନ ବହୁଛି । ଫଳରେ ଅସହ୍ୟ ଗରମରୁ ଟିକିଏ ଆଶ୍ୱସ୍ତି ହୋଇଛନ୍ତି ଲୋକେ

ତାନ୍ତ୍ରୀକଙ୍କ ବୟାନ, ରାଜଧାନୀର ହାଇ ଫ୍ରୋଫାଇଲ ଏରିଆରେ ବୁଲୁଛି ଭୂତ!
ଅର୍ଗସ ବ୍ୟୁରୋ : ଦିନେ ମୁଁ ପଳାଶପଲ୍ଲୀ ପାଖ ଦେଇ ଯାଉଥିଲି। ବାର ଥାଏ ଶନିବାର। ହଠାତ୍ ଗୋଟେ ପେଚା ଉଡି ଉଡି ଆସିଲା। ଭୀଷଣ ରଡି କରି ଉଡିଗଲା। ଏ କଥାକୁ ମୁଁ ଇଗନୋର କଲି। ଟିକେ ଆଗକୁ ଗଲା ବେଳକୁ ଗୋଟାଏ କଳା ବିଲେଇ ରାସ୍ତା କାଟିଲା। ସିଏ ବ

ତତଲା ରାଜଧାନୀ, ସକାଳ 8 ପରେ ଘରୁ ବାହାରିବା ମୁସକିଲ୍ ହେଲାଣି
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ଖାସ୍ କରି ରାଜଧାନୀ ଭୁବନେଶ୍ବରରେ ଖରା ଏତେ ଯେ, ଘରୁ ବାହାରି ହେଉନି । ଦେହକୁ ଟାଇଁ ଟାଇଁ କାଟୁଛି କଅଁଳ ଖରା ।
#ରାଜଧାନ

ନିଶାଖୋରଙ୍କ ଉପରେ ପୋଲିସର ନଜର
ଅର୍ଗସ ବ୍ୟୁରୋ : ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥୁଲେ ସାବଧାନ । ଭୁବନେଶ୍ୱରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ 60 । 31 ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ । 17 ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛ

ଜାନୁଆରୀ 11ରେ ଆରମ୍ଭ ହେବ ହକିର ମହାକୁମ୍ଭ
ଅର୍ଗସ ବ୍ୟୁରୋ : ଆସନ୍ତା ଜାନୁୟାରୀ 11ରେ ଓଡ଼ିଶାରେ ଅନୁଷ୍ଠିତ ହେବ ହକି ବିଶ୍ଵକପ । ଭୁବନେଶ୍ଵର ସହ ରାଉରକେଲା ଷ୍ଟାଡିୟମରେ ଖେଳାଯିଵ ସମସ୍ତ ମ୍ୟାଚ । 2023 ହକି ବିଶ୍ଵକପ ଉଦଘାଟନୀକୁ ଆଡ଼ମ୍ବରର ସହ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା 20 ତାରିଖ ବେଳକୁ ଦକ୍ଷିଣପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚା

ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ କରିବା ଆମର ଲକ୍ଷ୍ୟ
ଅର୍ଗସ ବ୍ୟୁରୋ : ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ)କୁ ଅଧିକ ଭବ୍ୟ କରିବା କାମର

ଖଣ୍ଡା ଆକ୍ରମଣରେ ୫ ଆହତ
ଅର୍ଗସ ବ୍ୟୁରୋ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭରତପୁର ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚ

ରାଜ୍ୟ କାର୍ଯ୍ୟାଳୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ ପାଳନ’ କଲେ ତେଲୁଗୁ ସଂପ୍ରଦାୟ
ଅର୍ଗସ ବ୍ୟୁରୋ : ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନଠୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି “ସେବା ପକ୍ଷ” ପାଳନ କରୁଛି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ତେଲୁଗୁ ଭାଷାଭାଷୀ ଭାଇ-ଭଉଣୀମାନଙ୍କୁ ନେଇ “ଏକ ଭାର

ଭୁବନେଶ୍ଵର ସାଲିଆସାହିରେ ବଡ଼ ଧରଣର ଚଢ଼ାଉ
ଅର୍ଗସ ବ୍ୟୁରୋ: ଘର ଭିତରେ ସୁଡଙ୍ଗ ଓ ସୁଡଙ୍ଗ ଭିତରେ ମଦ ତିଆରି । ଗୋଟିଏ କି ଦୁଇ ଲିଟର ନୁହେଁ ଶହ ଶହ ଲିଟର ଦେଶୀ ମଦ ପ୍ରସ୍ତୁତି ଚାଲିଥିଲା। କିଏ ଚାଉଳିଆ ପଚେଇଥିଲା ତ କିଏ ବାହାରୁ ଘର ତାଲା ପକାଇ ଭିତରେ ମଦ ତିଆରି କରୁଥିଲା