Prime Odisha @ 7 Pm
338 results found for "khordha"

ଶୌଚ ପାଇଁ ଯିବାବେଳେ ଦଳିଦେଲା ଦନ୍ତା
ଅର୍ଗସ ବ୍ୟୁରୋ: ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଜଣେ ମୃତ। ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତ ଦଲକ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ମୃତକ ସେହି ଗାଁର ଦେବରାଜ ହରିଚନ୍ଦ

ଟ୍ରେନ ଟ୍ରାଜେଡି, ଲୋକ ପାଇଲଟ ଅସୁସ୍ଥ
ଅର୍ଗସ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ୍ ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ଏବେ ଗୁରୁତର। ଲୋକ ପାଇଲଟ ହଜାରି ବେହେରାଙ୍କର ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ନିକଟସ୍ଥ ସୋରଣ ଗ୍ରାମରେ । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣ

ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ପକ୍ଷରୁ ଚାଲିଛି ରେଡ୍
ଅର୍ଗସ ବ୍ୟୁରୋ: ଆକ୍ସନରେ IT ବିଭାଗ । ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ଚାଲିଛି ରେଡ୍ । କମ୍ପାନୀର ବିଭିନ୍ନ ଶାଖା ଉପରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ବେଳେ ଖୋର୍ଦ୍ଧ

ପାଣି ପିଇବାକୁ ଆସି କୂଅରେ ଫସିଲା ଜଂଗଲି କୁଟୁରା
ଖୋର୍ଦ୍ଧା: ପାଣି ପିଇବାକୁ ଆସି କୂଅରେ ଫସିଲା ଜଂଗଲି କୁଟୁରା। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ବନାଚଂଳ ନୂଆଗଡ ଗ୍ରାମପଂଚାୟତ ହରିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ କୂଅରେ ଏକ ଜଂଗଲି କୁଟୁରା ଫସି ରହିଥିଲା। ପରିବାର ଲୋକେ କୂଅରୁ ପାଣି ଆଣିବାକ

ଲଭ ଜିହାଦ୍ ଘଟଣା, ପୋଲିସର ଅଭିଯୁକ୍ତକୁ ଅନୁକଂପା ବିରୋଧରେ ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଲଭ ଜିହାଦ୍ ଘଟଣାରେ ପୋଲିସର ଅଭିଯୁକ୍ତକୁ ଅନୁକଂପା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ-ଭିଏଚପିର ହଲ୍ଲାବୋଲ । ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଜଣେ ଡିଏସପି ପାହ୍ୟାର ଜଣ

ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ
ଅର୍ଗସ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ସାନକୁମାରୀ ଗାଁର ବିକ୍ରମ ରାଉତ ଗାଁର ମଙ୍ଗଳା ମନ୍ଦିର ନିକଟରେ ଛିଡା ହୋଇଥିବା ସମୟର

ଖୋର୍ଦ୍ଧାରେ ବ୍ଲାକ ପଲସର ଆତଙ୍କ
ଅର୍ଗସ ବ୍ୟୁରୋ : ଖୋର୍ଦ୍ଧାରେ ବ୍ଲାକ ପଲସର ଆତଙ୍କ । ସାମନ୍ତରାପୁର ଛକରୁ ଏକ ଫାଇନାନ୍ସ କମ୍ପାନି ଏଜେଣ୍ଟଙ୍କ ଠାରୁ 7 ଲକ୍ଷ 28 ହଜାର ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଲେ ଲୁଟେରା । କମ୍ପାନି ପକ୍ଷରୁ ଥାନାରେ ଏ ନେଇ ଲିଖିତ ଅଭିଯୋ

କାରରେ ଗଞ୍ଜେଇ ଚାଲାଣ, ଗିରଫ ହେଲେ ୨ ଯୁବକ
ଖୋର୍ଦ୍ଧା : କାର ରେ ହେଉଥିଲା ଗଞ୍ଜେଇ ଚାଲାଣ। ଗିରଫ ହେଲେ ୨ ଯୁବକ । ଜଟଣୀ ପୋଲିସ ସ୍ଥାନୀୟ ଗୋଲେଇ ମାର୍କେଟ ରେ ଚଢ଼ାଉ କରି ୨୮ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି।
ଏଥିସହ ଗୋଟିଏ ୪ ଚକିଆ ଯାନ ଓ ନଗଦ ୪୧୦

ଧର୍ମ ପରିବର୍ତ୍ତନ କର, ତାପରେ ନିକାହ କରିବି
ଅର୍ଗସ ବ୍ୟୁରୋ: ଗୋ ମାଂସ ଖାଅ, ନହେଲେ ଅନ୍ୟ ଝିଅକୁ ବାହା ହେଇଯିବି। ମୋ ହାତରେ ବିଧାୟକ ଅଛନ୍ତି। ଓଡ଼ିଶାରେ THE KERALA STORY। ଜଣେ ହିନ୍ଦୁ ଯୁବତୀଙ୍କୁ ତାଙ୍କ ବଯଫ୍ରେଣ୍ଡଙ୍କ ଧମକ ଅଭିଯୋଗ।ଏତଲାରେ ଏ ସବୁ ଉଲ୍ଲେଖ କରିଛନ୍ତ

ପାଖେଇ ଆସୁଛି ଘୋଷଯାତ୍ରା, ଚଳଚଞ୍ଚଳ ରଥଖଳା
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ଓଡ଼ିଆ ଜାତିର ମଉଡମଣି ପୁରୁଷୋତ୍ତମ ମହାପ୍ରଭୁ ଜଗନ୍ନାଥ ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଂଚଳ ରଥଖଳା । ଚାଲିଛି ଭଳି କି ଭଳି ପାଟ୍ଟ ବୁଣା । ବୁଣାକାରମାନେ ସେମାନଙ୍କ କୁଶଳୀ ହାତର

ଚିଲିକାରୁ ଡଙ୍ଗାରେ ଫେରୁଥିବା ସମୟରେ ଅଘଟଣ
ଖୋର୍ଦ୍ଧା: ଚିଲିକାରେ କାଳବୈଶାଖିର ତାଣ୍ଡବ ଯୋଗୁଁ ଅଘଟଣ। ଖୋର୍ଦ୍ଧା ଟାଗିଂ ଥାନା ସରସ୍ଵତୀ ନଗର ନିକଟ ଚିଲିକାରେ ଘଟିଛି ଅଘଟଣ। ଅପରାହ୍ନରେ ମତ୍ସ୍ୟଜୀବୀ ମାନେ ମାଛ ମାରି ଚିଲିକାରୁ ଡଙ୍ଗାରେ ଫେରୁଥିବା ସମୟରେ ଅଚାନ

ଯୁବତୀ ଜଣଙ୍କ ଘର କେଉଁଠି, ସେ କାହିଁକି ଓଡ଼ିଶା ଆସିଥିଲେ ସେନେଇ ପୋଲିସ ତଦନ୍ତ କରୁଛି
ଅର୍ଗସ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ ଗାଁରୁ ଜଣେ ବାହାର ରାଜ୍ୟର ଯୁବତୀଙ୍କୁ ଉଦ୍ଧାର କଲା ବେଗୁନିଆ ପୋଲିସ । ଯୁବତୀ ଜଣକ ମାନସିକ ସ୍ତରରେ ସୁସ୍ଥ ନଥିବା ଭଳି ଅନୁମାନ କରାଯାଉଛି । ଗାଁର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଖୋର୍ଦ୍ଧ