Prime Odisha @ 7 Pm
248 results found for "Baripada"

ବାରିପଦାରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ
ବାରିପଦା ସହରରେ ରହୁଥିବା କିଛି କିନ୍ନର ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସହରର ପାଲବଣୀ ନିକଟରେ ରହୁଥିବା ଏହି କିନ୍ନରମାନେ ନିଜ ସ୍ବାମୀ ତଥା ଗୁରୁଙ୍କ ଦୀର୍ଘାୟୁ କାମନା ପୂର୍ବକ ପୂଜାର୍ଚ୍ଚନା କରି ଆଜି ସାବିତ୍ରୀ ବ୍ର

ଜନ୍ମ ମାଟିରେ ଦେଶର ମହାମହିମ !
#ଜନ୍ମ_ମାଟିରେ_ଦେଶର_ମହାମହିମ !
ରାଷ୍ଟ୍ରପତି ପଦରେ ଅଭିଶିକ୍ତ ହେବାର ଦୀର୍ଘ ୧୧ମାସ ବ୍ୟବଧାନ ପରେ ତିନି ଦିନିଆ ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର
#ArgusNews

ରାଷ୍ଟ୍ରପତି ଆସିଛନ୍ତି ଆମେ ଭାରି ଖୁସି !
ରାଷ୍ଟ୍ରପତି ଆସିଛନ୍ତି ଆମେ ଭାରି ଖୁସି ତାଙ୍କୁ ଦେଖିକି ବହୁତ ଖୁସି ଲାଗିଲା ।
#ArgusNews #President #DraupadiMurmu #Pahadapur #Baripada #Rairangpur #Visit #Mayurbhanj

ଲୋକଙ୍କ ମନକୁ ଛୂଇଁଛି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ଲୋକଙ୍କ ମନକୁ ଛୂଇଁଛି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
#ArgusNews #NarendraModi #MannKiBaat #100thepisode #MannKiBaatAt100 #Baripada #Mayurbhanj

ବାରିପଦାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ
ବାରିପଦାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରୁ ନିଆଁ ବର୍ଷା । ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା ।
#ArgusNews #Baripada #WeatherUpdate #Temperature

ଆକାଶରୁ ବର୍ଷୁଛି ନିଆଁ
ଆକାଶରୁ ବର୍ଷୁଛି ନିଆଁ, ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ । ହିଟୱେଭ ନେଇ ଏପ୍ରିଲ ୧୩ରୁ ୧୫ଯାଏ ଆଲର୍ଟ । ଆଗାମୀ ୫ ଦିନ ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିବ ଦିନର ତାପମାତ୍ରା ।
#ArgusNews #Baripada #Temparature

ମିଲନଦେବୀ ଆବାସିକ ଶିକ୍ଷାଶ୍ରମରେ G-୨୦ ସମ୍ପର୍କିତ ଆଲୋଚନା ଚକ୍ର
ମିଲନଦେବୀ ଆବାସିକ ଶିକ୍ଷାଶ୍ରମରେ G-୨୦ ସମ୍ପର୍କିତ ଆଲୋଚନା ଚକ୍ର । ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ ।
#ArgusNews #G20Programme #EducationWorkingGroup #JanBhagidari #FutureOfWork #baripada

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା
#ଆଦିବାସୀ_ଅଧ୍ୟୁଷିତ_ମୟୂରଭଞ୍ଜରେ_ବିପର୍ଯ୍ୟସ୍ତ_ସ୍ବାସ୍ଥ୍ୟ_ସେବା
ଜିଲ୍ଲାରେ ଖାଲି ପଡ଼ିଛି ୨୮୫ ଡାକ୍ତର ପଦବୀ । ସେହିଭଳି ନର୍ସିଂ ଅଫିସର ୨୨୬ଟି ଓ ୫୦ଟି ଫାର୍ମାସିଷ୍ଟ ପଦବୀ ଖାଲି ପଡିଛି । ୩୮ଟି ଲ୍ୟାବ୍ ଟେକନିସିଆନ, ୨୪ଟ

ବାରିପଦା ଠାରେ ସୋଆ ପକ୍ଷରୁ G20 ଆଧାରିତ କ୍ୱିଜ୍ ପ୍ରତିଯୋଗିତା।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ମିଳିତ ପ୍ରାୟାସ ରେ ବାରିପଦା ତୁଳସୀଚୌରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ G20 ଆଧାରିତ ଏକ କ୍ୱିଜ୍ ପ୍ରତିଯୋଗିତା ଅୟୋଜନ କରାଯାଇଥିଲା
#ArgusNews #G20 #SOAUniversity #School

ରାମ ନବମୀ ପାଇଁ ଉତ୍ସବ ମୁଖର ବାରିପଦା ସହର
ରାମ ନବମୀ ପାଇଁ ଉତ୍ସବ ମୁଖର ବାରିପଦା ସହର...।
#ArgusNews #Ramanavami #Hindufestival #Ramanavami2023 #Lordramabirthday #Odisha

ଗୋଶାଳା ରେ ବାହାଘର
#ଗୋଶାଳାରେ_ବାହାଘର
ବୈଦିକ ରୀତିନୀତି ଅନୁସାରେ ଗୋଶାଳା ରେ ବାହାଘର । ନା ଥିଲା ବ୍ୟାଣ୍ଡବାଜା ନା ଥିଲା ବାଣ-ରୋସଣୀ । ଗୋଶାଳା ରେ ବେଦୀ ସଜାଇ ଅପେକ୍ଷା କରିଥିଲେ କନ୍ୟାଘର । ଏଭଳି ନିଆରା ବାହାଘରରେ କନ୍ୟା ପକ୍ଷ ସହ ବର ପକ୍ଷ ମଧ୍ୟ ବେଶ

ବହୁଚର୍ଚ୍ଚିତ ବାରିପଦା ମଧୁବନ ଅଗ୍ନିକାଣ୍ଡକୁ ପୁରିଲା ୨୬ବର୍ଷ
ବହୁଚର୍ଚ୍ଚିତ ବାରିପଦା ମଧୁବନ ଅଗ୍ନିକାଣ୍ଡକୁ ପୁରିଲା ୨୬ବର୍ଷ । ଆଜିବି ମନେ ପଡିଲେ ଛାତି ଥରି ଉଠେ ଓ ହୃଦୟ କାନ୍ଦି ଉଠେ । ହଠାତ୍ ଏକ ଧାର୍ମିକ ସ୍ଥାନ କିଛି କ୍ଷଣ ମଧ୍ୟରେ ମହା ଶ୍ମଶାନରେ ପରିଣତ ହୋଇଗଲା । କୁଢ କୁଢ ଶବ ଗଦା ମଧ୍ୟର