Prime Odisha @ 7 Pm
9383 results found for "Bhubaneswar"

ଖାଲି ଥିବା ସରକାରୀ କ୍ବାଟରରେ ଚଢ଼ାଉ କରିବ କମିଶନରେଟ ପୋଲିସ
ଖାଲି ଥିବା ସରକାରୀ କ୍ବାଟରରେ ଚଢ଼ାଉ କରିବ କମିଶନରେଟ ପୋଲିସ। ସରକାରୀ କ୍ବାଟରରେ ନିଶା କାରବାର ହେଉଥିବା ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।
#ArgusNews #governmentquarters #commissionratepolice #Bhubaneswar

ଗୋଲ୍ଡେନ ବାବାଙ୍କ ଅଡି କାରକୁ ସିଜ୍ କଲା ED
ଗୋଲ୍ଡେନ ବାବାଙ୍କ ଅଡି କାରକୁ ସିଜ୍ କଲା ED। ଗତ ୨୬ ଏପ୍ରିଲରେ ଭୁବନେଶ୍ବର IRC ଭିଲେଜରୁ ଉଠାଇ ଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାର ମୂଲ୍ୟ ପାଖାପାଖି ୫୧ଲକ୍ଷ ଟଙ୍କା ହେବ। ଏହାକୁ ମନି ଲଣ୍ଡେରିଂ ମାମଲାରେ ସିଜ୍ କରିଛି ପ୍ରବର୍ତ୍ତ

ରାଜ୍ୟ ସ୍ତରୀୟ ଆବାକସ ପ୍ରତିଯୋଗିତା ଅନୁଷ୍ଠିତ
ଆଜି ସ୍ମାର୍ଟ କିଡ ଆବାକସ୍ ଲର୍ଣିଗ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଆବାକସ ପ୍ରତିଯୋଗିତା କରାଯାଇଥିଲା।
#ArgusNews #Statelevel #abacuscompetition #Bhubaneswar

କମିଶନରେଟ ପୋଲିସ ଆରମ୍ଭ କରିବ ଡ୍ରୋନ୍ ପାଟ୍ରୋଲିଂ ସିଷ୍ଟମ
କମିଶନରେଟ ପୋଲିସ ଆରମ୍ଭ କରିବ ଡ୍ରୋନ ପେଟ୍ରୋଲିଂ ସିଷ୍ଟମ । ନୂଆ ଟେକନୋଲୋଜି ବ୍ୟବହାର କରି କେମିତି ଆଇନଶୃଙ୍ଖଳା, ଲ ଆଣ୍ଡ ଅର୍ଡର, କ୍ରାଉଡ ମ୍ୟାନେଜମେଣ୍ଟ ହୋଇପାରିବ ସେ ଉପରେ ଗୁରୁତ୍ବ ଦେବ ।
#ArgusNews #Bhubaneswar

Barabati Dhauli Express | ଆମ ସହର ଆମ ପରିଚୟ
Barabati Dhauli Express | ଆମ ସହର ଆମ ପରିଚୟ
ଦେଖନ୍ତୁ ଆଜି ସନ୍ଧ୍ୟା ୬ ଟାରେ
#ArgusNews #BarabatiDhauliExpress #templecity #KapileswarTemple #Bhubaneswar

ବଜ୍ରକାପ୍ତା ଚୋରା ଚାଲାଣକାରି ଗିରଫ
STF କବଜ୍ଜାରେ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲାଣକାରି। ଡିଲ୍ ବେଳେ ମାଡିବସିଲା ଏସଟିଏଫ। ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତାରେ ଚାଲିଥିଲା ଡିଲ୍। ମାଫିଆଙ୍କ ଠାରୁ 10କେଜି ଓଜନର ଦୁଇଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି।
#ArgusNews

ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡିଲା ବିମାନ !
#ଦୁବାଇକୁ_ଯିବାଆସିବା_ଦର_ରହିଛି_୨୦_ହଜାର_ଟଙ୍କା
ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ବିମାନ । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବ

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାଶ ଚୌଧୁରୀ
ଅର୍ଗସର ଏଗ୍ରି ବିକାଶ ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାଶ ଚୌଧୁରୀ
#ArgusNews #ArgusAgriVikash2023 #Unionminister #KailashChoudhary

ଫାଲଗୁନ ଚୈତ୍ର ଚଳଚ୍ଚିତ୍ର ଦେଖିବାକୁ ନିବେଦନ କଲେ ଅଭିନେତା ବାବୁଶାନ୍ ମହାନ୍ତି
ଫାଲଗୁନ ଚୈତ୍ର ଚଳଚ୍ଚିତ୍ର ଦେଖିବାକୁ ନିବେଦନ କଲେ ଅଭିନେତା ବାବୁଶାନ୍ ମହାନ୍ତି
#ArgusNews #Actor #BabushaanMohanty #OdiaFilm #FalgunaChaitra #Bhubaneswar

ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ
ଆଜିଠୁ ରାଜଧାନୀରେ ଅନୁଷ୍ଠିତ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକ ।
#ArgusNews #G20CultureGroupMeet #secondmeeting #Bhubaneswar

ଭୁବନେଶ୍ବର ୟୁନିଟ-2 ଅଞ୍ଚଳରେ ବାଣ ବିସ୍ଫୋରଣ
ଭୁବନେଶ୍ବର ୟୁନିଟ-2 ଅଞ୍ଚଳରେ ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣ ଯୋଗୁ ଏକ ସରକାରୀ କ୍ବାଟରରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
#ArgusNews #BurstingCrackers #FireMishap

Barabati Dhauli Express | ଆମ ସହର ଆମ ପରିଚୟ
Barabati Dhauli Express | ଆମ ସହର ଆମ ପରିଚୟ
#ArgusNews #SmartCity #BarabatiDhauliExpress #Bhubaneswar