Prime Odisha @ 7 Pm
463 results found for "Boudh"

ଆଦିବାସୀ ମାନଙ୍କ ବଡ ପର୍ବ ମା ପିତାବଳୀ ପୂଜା !
ଆଦିବାସୀ ମାନଙ୍କ ବଡ ପର୍ବ ମା ପିତାବଳୀ ପୂଜା । ଗ୍ରାମବାସୀଙ୍କ ମଙ୍ଗଳ ମାନସୀ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ପୂଜା । ତେବେ ଆଜି ବୌଦ୍ଧ ଜିଲ୍ଲାର ଠିଡିକାଯୋର ଗ୍ରାମରେ ପିତାବଳି ପୂଜା ଅନୁଷ୍ଠିତ ହୋଇଯାଇଛି ।
#ArgusNews #Boudh

ଦେଖନ୍ତୁ ବରପିଲା ବସିଥିବା ଏ ଗାଡିଟିକୁ....
ବାଜୁଛି ସିଂହବାଜା ଫୁଟୁଛି ବାଣ ଆଉ ରୋଷଣୀ । ସାଙ୍ଗରେ ବରଯାତ୍ରୀକୁ ନେଇ ସୁସଜ୍ଜିତ ଗାଡ଼ିରେ ବସି କନ୍ୟା ଘରକୁ ବରଯାତ୍ରୀରେ ବାହାରିଛନ୍ତି ବରପିଲା । ସବୁକିଛି ଚିରା ଚରିତ ପରମ୍ପରା ଢଙ୍ଗରେ ଚାଲିଛି । ହେଲେ ଦେଖନ୍ତୁ ବରପିଲା ବସିଥିବା

ଜେସିବି ରେ ବସି କନ୍ୟା ଘରକୁ ଗଲା ବର
#ଘୋଡା_ନୁହେଁ_କି_ଗାଡି_ନୁହେଁ_ଜେସିବିରେ_ଗଲା_ବର
ବୌଦ୍ଧ ଜିଲ୍ଲା ଛତରଙ୍ଗ ପଂଚାୟତର ଭାଲିଆଗୁଡା ଗ୍ରାମର ଜଣେ ଯୁବକ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳକୁ ବିବାହ କରିବାକୁ ଯାଇଥିଲେ ଜେସିବି ରେ ବସି । ଏଭଳି ନିଆରା ଦୃଶ୍ୟ ଏବେ ସୋସିଆ

ବୌଦ୍ଧ ମନମୁଣ୍ଡାରେ ପୋଲିସର ଚଢ଼ାଉ
#ବୌଦ୍ଧ_ମନମୁଣ୍ଡାରେ_ପୋଲିସର_ଚଢ଼ାଉ
ନଳିକୂପା ନିକଟରୁ ବିପୁଳ ପରିମାଣର ଗଂଜେଇ ଜବତ କରିଛି ପୋଲିସ। ଚୋରାଚାଲାଣ ନେଇ କୌଣସି ସୂତ୍ର ଖବର ପାଇ ମନମୁଣ୍ଡା ଟିମ ଚଢ଼ାଉ କରି ଘଟଣା ସ୍ଥଳରୁ 38 କୁଇଣ୍ଟାଲ 11 କିଲୋ ଗଂଜେଇ ଜବତ କରିବାରେ ସଫ

ଢୋଲ ମହୁରୀ ତାଳେ ତାଳେ ନାଚି ଉଠୁଛି ଗାଁ ଦାଣ୍ଡ !
ଢୋଲ ମହୁରୀ ତାଳେ ତାଳେ ନାଚି ଉଠୁଛି ଗାଁ ଦାଣ୍ଡ !
ଗାଁ ଦାଣ୍ଡରେ ପ୍ରଚଣ୍ଡ ଖରାରେ ଧୂଳି ଦଣ୍ଡ କରୁଛନ୍ତି ଦଣ୍ଡୁଆମାନେ। ଖରାକୁ ଖାତିର ନ କରି ଶିବଙ୍କ ତାଣ୍ଡବ ନୃତ୍ୟକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରୁଛନ୍ତି ଦଣ୍ଡୁଆ
#ArgusNews

70ଲକ୍ଷ ଟଙ୍କା ଫାଇନ କଲେ ମହାରାଜ ଦଶାନନ ରାବଣ !
ମନୁପାଲି ସେବା ସମବାୟ ସମ୍ପଦକଙ୍କୁ ଧାନକିଣାର କଟନୀ ଛାଟନି ପାଇଁ 70ଲକ୍ଷ ଟଙ୍କା ଫାଇନ କଲେ ମହାରାଜ ଦଶାନନ ରାବଣ । ଲଂକାପତି ରାବଣଙ୍କ ପ୍ରଶ୍ନ ବାଣରେ ଘାଇଲା ମନୁପାଲି ସେବା ସମବାୟ ସମିତିର ସମ୍ପାଦକ । ଚାଷୀଙ୍କ ଠାରୁ 3 କେଜି କଟନୀ ପାଇ

ଦୁର୍ଗମ ରେ ବାଟବାଣ ସରକାରୀ ଯୋଜନା !
ଦୁର୍ଗମରେ ବାଟବାଣ ସରକାରୀ ଯୋଜନା !
ର ଖଣ୍ଡିଏ ପାଇବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ସାଧାରଣ ଲୋକ । ଦିର୍ଘ ଦିନ ହେବ ବସବାସ କରି ଆସୁଥିବା ଭୁମି ହୀନଙ୍କୁ ପଟ୍ଟା ମିଳି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆବସ ଯୋଜନାରୁ ବଂଚି

ବୌଦ୍ଧ ବନ ବିଭାଗର୍ ଆର୍ ଗୁଟେ ସଫଲତା
#ବୌଦ୍ଧ_ବନ_ବିଭାଗର୍_ଆର୍_ଗୁଟେ_ସଫଲତା
ବଡ଼ଖଜୁରୀ ଗାଁନେ ବାଘ ଚମଡା ସଙ୍ଗେ ବାଘ ଶିକାରୀକେ ଗିରଫ କଲା ବନ୍ ବିଭାଗ୍ ।
#ArgusNews #Boudh #tigerskin #Hunter #Arrest #ForestDepartment

ବୌଦ୍ଧ ମଡେଲ କଲେଜ ପରିସରରେ ଜାତୀୟ ସେମିନାର
ବୌଦ୍ଧ ମଡେଲ କଲେଜ ପରିସରରେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି20 ଶିକ୍ଷା ସମ୍ଵନ୍ଧୀୟ ଏକ ଦିବସୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି...।
#ArgusNews #G20Summit #kiituniversity #seminar #Boudh

ପାଏନ୍ନେ ପଡଲା ଲାଖ୍ ଲାଖ୍ ଟଙ୍କା
#ବସୁଧା_ଯୁଜନା_ସୁଖା_ସୁଖା
ଫେଲ ମାରିଛେ ରାଏଜ୍ ସରକାରକଁର୍ ବସୁଧା ଯୁଜନା । ପ୍ରକଳ୍ପ ଅଛେ ହେଲେ ପାଏନ୍ ର ଦେଖା ଦର୍ଶନ୍ ନାଇନ। ଲାଖ୍ ଲାଖ୍ ଟଙ୍କା ପ୍ରକଲ୍ପ ଇହାଦେ ଖତ୍ ଖାଉଛେ । ପ୍ରକଲ୍ପ ବନା ହେବାର ଦିନୁ ଆଏଜ୍ ତକ

ଜେଲରେ ଆତ୍ମହତ୍ୟା କଲେ କଏଦୀ
ଗାଧୁଆ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ କଏଦୀ । ବୌଦ୍ଧ ଉପକାରାଗାରରେ ଆଜୀବନ ସଜା କଟୁଥିବା କଏଦୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
#ArgusNews #Boudh #Jail #Prisonerdeath

Headlines 10 am | 09 April 2023 | Argus News
Headlines 10 am | 09 April 2023 | Argus News
+ବୌଦ୍ଧ ଉପକାରାଗରରେ କଏଦୀଙ୍କ ଆତ୍ମହତ୍ୟା
+ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧିବାଦୀ ନେତା ନବକୃଷ୍ଣ ଚୌଧୂରୀଙ୍କ ଝିଅ କ୍ରିଷ୍ଣା ମହାନ୍ତିଙ୍କ ସଙ୍ଗୀ