Prime Odisha @ 7 Pm
2436 results found for "balasore"

କମର୍ଦ୍ଦା ଅଞ୍ଚଳର ଭାନୁବାଗଙ୍କ ସମ୍ପର୍କୀୟ ଘରେ CIDର ପଚରାଉଚରା
ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟଣା । ଏଥିରେ ମୋଟ 10ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି କଟକର ଘରୋଇ ମେଡିକାଲରେ ମୁଖ୍ୟ ଅଭିଯୁକ୍ତ ଭାନୁ ବାଗର ମୃତ୍ୟୁ ଘଟିଥିଲା । କମର୍ଦ୍ଦା ଅଞ୍ଚଳର ଭାନୁବାଗ ସମ୍ପର୍କୀୟ ଘରେ CIDର ପଚରାଉଚର

କମର୍ଦ୍ଦା ଅଞ୍ଚଳରେ ରେଡ୍, ଜଣକୁ ଉଠାଇନେଲା CID
#ପଶ୍ଚିମବଙ୍ଗରେ_ବାଣ_ବିସ୍ଫୋରଣ_ଘଟଣା
ଭୋଗରାଇ କମର୍ଦ୍ଦା ଅଞ୍ଚଳରେ ରେଡ୍, ଜଣକୁ ଉଠାଇନେଲା CID । 16 ତାରିଖରେ ଏଗ୍ରା ଥାନା ସାହାଡାଖୁଦକୁଲ ଗ୍ରାମରେ ବାରୁଦ କାରଖାନାରେ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ମୋଟ 10ଜଣଙ୍କ ମୃତ୍ୟ

ବିଦ୍ୟାଳୟରୁ ସିରିଜ୍ ଚୋରି
ଗୋଟିଏ ରାତିରେ ତିନଟି ବିଦ୍ୟାଳୟରୁ ସିରିଜ୍ ଲୁଟ୍। ସୋର ଥାନା ଅଧୀନରେ ଥିବା କମରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ।
#ArgusNews #schools #seriesloot #Balasore

ଗୋରୁ ବୋଝେଇ କଣ୍ଟେନର ଜବତ
ଗୋରୁ ବୋଝେଇ କଣ୍ଟେନର ଜବତ। ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଗୋରୁ ବୋଝେଇ କଣ୍ଟେନରକୁ ଧରିଲେ ସ୍ଥାନୀୟ ଲୋକେ। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା 16 ନଂ ଜାତୀୟ ରାଜପଥ ଗାନ୍ଧିଛକ ଗ୍ରୀଡ଼ ନିକଟରୁ ଗୋରୁ ବୋଝେଇ କଣ୍ଟେନରକ

ଜମୁଛି ପ୍ରସିଦ୍ଧ ଉଡ଼ାଯାତ୍ରା
ଧୁମଧାମରେ ଚାଲିଛି ପ୍ରସିଦ୍ଧ ଦନ୍ତୋର ଉଡ଼ାଯାତ୍ରା l ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ବୈଶାଖ ମାସ ନଅ ଦିନରେ ଏହି ପର୍ବ ପାଳିତ ହୋଇଥାଏ l
#ArgusNews #Balasore #Soro #Udajatra

ମନ କିଣୁଛି ବାଉଁଶରେ ତିଆରି ହାଓ୍ବରା ବ୍ରିଜ
ଏ ହେଉଛି ବାଲେଶ୍ୱର ସହରର ଦାମୋଦରପୁରର ବାବା ଶ୍ୟାମସୁନ୍ଦରଜୀଉ ମନ୍ଦିର। ମନ୍ଦିର ଆଗରେ ଥିବା ପୋଖରୀରେ ତିଆରି ଚାଲିଛି ବାଉଁଶ, କାଠ ପଟା ଓ ବାଟାମ ମାଧ୍ୟମରେ ପଶ୍ଚିମବଙ୍ଗର ହାୱଡାରେ ଥିବା ହାୱଡ଼ା ବ୍ରିଜ । ପ୍ରତିବର୍ଷ ଚନ୍ଦନ ହେଉ କ

ଚଣ୍ଡୀ ମନ୍ଦିରରୁ ଚୋରି
ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା କୁଟାରି ଗାଁରେ ଥିବା ଚଣ୍ଡୀ ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ଦୃବୁର୍ତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ମାଆଙ୍କର ସୁନା ଓ ରୂପାର ଦୁଇଟି ମୁକୁଟ,ସମେତ ବିଭିନ୍ନ ସୁନାର ଅଳଙ୍କାର ଏବଂ ନଗ

କମର୍ଦ୍ଦା ଛକରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ
କମର୍ଦ୍ଦା ଛକରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । ଗୁଟଖା ଓ ସିଗାରେଟ ଦୋକାନରେ ୪ ଜଣିଆ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ।
#ArgusNews #tobacco #cigarettes #shops #enforcementteam #raid #balasore

ଗଙ୍ଗାଧର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବନ ଦାବୀ
ବାଲେଶ୍ବର ରେମୁଣା ବ୍ଳକ୍ ନୁଆଗାଁ ପଞ୍ଚାୟତ ଗଙ୍ଗାଧର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବନ ଦାବୀ। ବିଦ୍ୟାଳୟ ପରିଚାଳନା କମିଟି ଙ୍କ ସହ ଗ୍ରାମବାସୀ ମାନେ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବ

ହଟକେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରା ଉଦଯାପିତ !
ହଟକେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରା ଉଦଯାପିତ !
ଧୁମ୍ ଧାମ ଆଉ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି ପାଟ ଯାତ୍ରା । ଚଳଚଞ୍ଚଳ ହୋଇଉଠିଥିଲା ବାବା ହଟକେଶ୍ୱରଙ୍କ ଶୈବ ପୀଠ । ପୀଠରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଢୋଲ ବାଜା

ବାଲେଶ୍ୱର ବିଜେଡିରେ ଫାଟ
#ବାଲେଶ୍ୱର_ବିଜେଡିରେ_ଫାଟ
ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ। ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା। ସୂରପ ଦାସ ବନାମ ରବିନ୍ଦ୍ର ଜେନା...।
#ArgusNews #balasore #bjd #Fight #SwarupDas

ନୀଳଗିରି ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ
ନୀଳଗିରି ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ। ନୀଳଗିରିରେ ବିଜେଡିର ଡବଲ ବିଜୁ ଶ୍ରାଦ୍ଧ ଦିବସ ପାଳନ। ପୁଣି ଜଳ ଜଳ ଦିଶିଲା ନୀଳଗିରି ବିଜେଡିର ଗୋଷ୍ଟି କନ୍ଦଳ ।
#ArgusNews #balasore #Nilagiri #bjdcontrovercy #BijuPattnaik