ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ
3115 results found for "Balasore"

ବାଲେଶ୍ବରରେ ଅନୁପ୍ରବେଶକାରୀ ଘଟାଉଛନ୍ତି ଅପରାଧ
ବାଲେଶ୍ବରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନୂଆ ଫଣ୍ଡା । ଦିନରେ ଫେରି, ରାତିରେ ଚୋରି । ଅନୁପ୍ରବେଶକାରୀ ଘଟାଉଛନ୍ତି ଅପରାଧ ।
#ArgusNews #Balasore #Bangladeshi #infiltrators #theft

ବାଲି ଚୋରା ଚାଲାଣ ବେଳେ ବାଲେଶ୍ବର ପ୍ରଶାସନର ରାତି ଅଧିଆ ଚଢ଼ାଉ
ବାଲି ଚୋରା ଚାଲାଣ ବେଳେ ବାଲେଶ୍ବର ପ୍ରଶାସନର ରାତି ଅଧିଆ ଚଢ଼ାଉ ।
#ArgusNews #sandsmuggling #SandMafia #seized #police #balasore

ନୀଳଗିରି ରେ ଇଟାଲୀ ଯୁବକ
ଆଦିବାସୀ ଅଧ୍ୟୁଷିତ ନୀଳଗିରିର ବଣସୀମା ଅଞ୍ଚଳରେ ଆଦିବାସୀ ଜୀବନଶୈଳୀ, କଳା, ସଂକୃତି, ପରମ୍ପରା ଓ SHG ମହିଳା କାର୍ଯ୍ୟଶୈଳୀକୁ ଶିକ୍ଷା ଗ୍ରହଣ କରିବାପାଇଁ ସୁଦୂର ଇଟାଲୀ ଦେଶର ଯୁବକ ଆଲବର୍ଟ ସିନେଲାଟୋ ନୀଳଗିରିର ଜନମଙ୍ଗଳ ସ୍ବେଚ୍ଛାସେବ

ହତ୍ୟା ଅଭିଯୋଗ ଆଣିଲେ ବାପଘର
ବାଲେଶ୍ୱର: କରିହଣ୍ଡା ଗ୍ରାମରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସୂଚନା ଅନୁଯାଇ କରିହଣ୍ଡା ଗ୍ରାମର ଉଦୟ କୁମାର ମାଝି ଙ୍କ ସ୍ତ୍ରୀ ଦମୟନ୍ତି ମାଝିଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି ।
ଦମୟନ୍ତିଙ୍

ଆଜି ବି ସ୍ବଛ ପାନିୟ ଜଳ ପିଇବା ସାତ ସପନ
#ଆଜି_ବି_ସ୍ବଛ_ପାନୀୟ_ଜଳ_ପିଇବା_ସାତ_ସପନ !
ସରକାର ଯୋଜନା ଉପରେ ଯୋଜନା କରି ପ୍ରତି ଗାଁରେ ସ୍ବଛ ପାନୀୟ ଜଳ ଯୋଗାଉଥିବାର ନାରା ଦେଇ ଚାଲିଛନ୍ତି । ହେଲେ ବାସ୍ତବରେ ଲୋକଙ୍କ ପାଖରେ ଆଜି ବି ସ୍ବଛ ପାନୀୟ ଜଳ ପିଇବା ସାତ ସପନ ପାଲିଟିଛି

ସୋର ଉପକାରାଗାର ରୁ କଏଦୀ ଚମ୍ପଟ
ପୁଣି ସୋର ଉପ କାରଗାରରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ । ଗତକାଲି ସନ୍ଧ୍ୟା ୫:୩୦ରୁ ଫେରାର ହୋଇ ଯାଇଥିବା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
#ArgusNews #Balasore #Soro #Prisoner

ଦର୍ଶନ କରନ୍ତୁ ନୀଳଗିରି ପୋଡାଶୁଳର ମା ତାରିଣୀଙ୍କର ଦିବ୍ୟ ଆଳତି
ଦର୍ଶନ କରନ୍ତୁ ନୀଳଗିରି ପୋଡାଶୁଳର ମା ତାରିଣୀଙ୍କର ଦିବ୍ୟ ଆଳତି
#ArgusNews #Balasore #Nilagiri #MaaPodasula #Alati

ସୋର ବିଧାୟକ ପର୍ଶୁରାମ ଧଡାଙ୍କ ବିରୋଧରେ ମେଳି
ସୋର ବିଧାୟକ ପର୍ଶୁରାମ ଧଡାଙ୍କ ବିରୋଧରେ ମେଳି
#ArgusNews #MLA #ParshuramDhada #Balasore #Soro

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ପୁଣି ଅବ୍ୟବସ୍ଥାର ଚିତ୍ର !
ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ପୁଣି ଅବ୍ୟବସ୍ଥାର ଚିତ୍ର । ଗତକାଲିଠାରୁ ସଂକ୍ରମଣ ବିଭାଗର ଡାଇରିଆ ୱାର୍ଡରେ ଶୌଚାଳୟରେ ପାଣି ନାହିଁ । ଫଳରେ ଡାଇରିଆ ସଂକ୍ରମଣ ରୋଗୀ ବାରମ୍ବାର ଶୌଚ ପାଇଁ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି
#ArgusNews

ଅଜଣା ଗାଡି ଧକ୍କାରେ 3ଭାଲୁ ମୃତ !
ଅଜଣା ଗାଡି ଧକ୍କାରେ 3ଭାଲୁ ମୃତ !
ମା ଭାଲୁ ସହିତ ଚାଲିଗଲା ଦୁଇ ଛୁଆ ଭାଲୁଙ୍କ ଜୀବନ । ନୀଳଗିରି ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣା ଠାରେ ଗାଡି ଦୁର୍ଘଟଣାରେ 3ଟି ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି
#ArgusNews #Balasore

25ରୁ ଉର୍ଦ୍ଧ୍ୱ ଛେଳି ଓ ଦୁଇଟି ଗାଈ ଜୀବନ୍ତ ଦଗ୍ଧ
ବାଲେଶ୍ବର : ବାଲେଶ୍ବର ଜଳେଶ୍ବରରେ ଅଗ୍ନିକାଣ୍ଡ। ଗୁହାଳରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ 25ରୁ ଉର୍ଦ୍ଧ୍ୱ ଛେଳି ଓ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ।
ଜଳେଶ୍ବର ଆଡ଼ିନଗା ଗ୍ରାମର ଅଜୟ ବାରିକଙ୍କ ଗୁହାଳ ଘରେ ବିଳମ୍ବିତ ରାତିରେ ନିଆ

ଅର୍ଗସ ନାଇଟ ପାଟ୍ରୋଲିଂ ପରେ ତତ୍ପରତା ଦେଖାଇଲା କମର୍ଦା ପୋଲିସ
ଅର୍ଗସ ନାଇଟ ପାଟ୍ରୋଲିଂ ପରେ ତତ୍ପରତା ଦେଖାଇଲା କମର୍ଦା ପୋଲିସ । 57 ନମ୍ବର ଜାତୀୟ ରାଜପଥ ଦେଇ ବେଆଇନ ଲଘୁ ଖଣିଜ ପରିବହନ ହେଉଥିବା ନାଇଟ ପାଟ୍ରୋଲିଂରେ ଖବର ପ୍ରସାରଣ କରାଯାଇଥିଲା
#ArgusNews #Balasore #ArgusImpact
ଦୁର୍ଘଟଣାରେ ମା’ ସହ ଦୁଇ ଛୁଆ ଭାଲୁର ମୃତ୍ୟୁ
ବାଲେଶ୍ୱର: ଅଜଣା ଗାଡି ଦୁର୍ଘଟଣାରେ ଚାଲିଗଲା ଦୁଇ ଛୁଆ ସହ ମା’ ଭାଲୁର ଜୀବନ। ନୀଳଗିରି ବନ ବିଭାଗ ଅଧିନ ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣା ଠାରେ ଗତ ରାତିର ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରୁ ତିନୋଟି ଭାଲୁର ମୃତଦେହ ଜବଦ କରି ସ

ପୋଲିସ ଶାସକ ଦଳର ହାତ ବାରିସୀ ସାଜିଛି : ଧର୍ମେନ୍ଦ୍ର ପ୍ରଧାନ
ବାଲେଶ୍ବରରେ ଉପଜିଲ୍ଲାପାଳଙ୍କୁ ମାଫିଆ ଆକ୍ରମଣ କରିଛନ୍ତି । ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ, ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆକ୍ରମଣ ହେଉଛି'। ପୋଲିସ ନିଜ କାମ କରୁନଥିବାରୁ ଲୋକଙ୍କ ଭିତରେ ପୋଲିସ ପ୍ରତି ଭୟ ନାହିଁ' । ପୋଲିସ ଶାସ

ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ
ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ । ସ୍ୟାଣ୍ଡସିଟିରେ ଅପରେସନ ସ୍ୟାଣ୍ଡଷ୍ଟର୍ମ । ଆଟାକର ୨୪ ଘଣ୍ଟା ନ ପୂରୁଣୁ ନିଜେ ରେଡ୍ ପାଇଁ ପୁଣି ପହଞ୍ଚିଲେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚଭନ୍ । ବେଆଇନ ଇଟାଭାଟି ଉପରେ ବୁଲିଲା ବୁଲଡୋଜର

ରାସ୍ତା ପାଇଁ ଧାରଣାରେ ବିଧାୟକ
ବାଲେଶ୍ୱର: ଅସୁସ୍ଥ ଥାଇବି ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଧାରଣା ଦେଇଛନ୍ତି ନୀଳଗିରି ବିଧାୟକ। ସେରଗଡ଼ ନୀଳଗିରି ଝରଣାଘାଟି ୧୯ ନଂ ରାଜ୍ୟ ରାଜ ପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ପାଇଁ ନୀଳଗିର

ଘରୋଇ ନର୍ସିଂ ହୋମ ବିରୋଧରେ ସଙ୍ଗୀନ ଅଭିଯୋଗ
ଅର୍ଗସ ବ୍ୟୁରୋ: ଘରୋଇ ନର୍ସିଂ ହୋମ ବିରୋଧରେ ସଙ୍ଗୀନ ଅଭିଯୋଗ। ମହିଳାଙ୍କୁ ଅସ୍ତ୍ରୋପଚାର କରି ମାରି ଦେଇଥିବା ପରି ଆସିଛି ସଙ୍ଗୀନ ଅଭିଯୋଗ। ସୋରରେ ଥିବା ଘୋରାଇ ହୋମ ମିଶ୍ର ନର୍ସିଂ ହୋମ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ। ଯାହାକୁ ନେ

କସବା ଖାଦାନ ଅଂଚଳରେ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ଅର୍ଗସ ବ୍ୟୁରୋ: ଦହପଡା କଣ୍ଟାବଣିଆ କସବା ଖାଦାନ ଅଂଚଳରେ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ନିସ୍ତୁକ ମାଡ଼। ଉପଜିଲ୍ଲାପାଳ କୁଣାଳ ମୋତିରାମ ଚୱାଣଙ୍କ ସମେତ ତାଙ୍କ ଡ୍ରାଇଭରକୁ ମଧ୍ୟ ମାଫିଆ ମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚ

ବାଲି ମାଫିଆଙ୍କ ଆତଙ୍କ
ଅର୍ଗସ ବ୍ୟୁରୋ : ବାଲେଶ୍ବର ଦହପଡା କଣ୍ଟାବଣିଆରେ ବାଲି ମାଫିଆଙ୍କ ଆତଙ୍କ । କସବା ଖାଦାନ ଅଂଚଳରେ ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ଼ ମାରିଲେ ବାଲି ମାଫିଆ । ଉପଜିଲ୍ଲାପାଳ କୁନାଲ ସିତାରାମ ଚଓ୍ବାଣଙ୍କ ସହ ଡ୍ରାଇଭରଙ୍କୁ ମୁଣ୍ଡରେ ପଥ

ରାସନ କାର୍ଡଧାରୀଙ୍କ ଦୁଇ ମାସର ଚାଉଳ ଖାଇଦେଲେ ଡିଲର
ବାଲେଶ୍ୱର: ଆଗୁଆ ଲାଞ୍ଚ ନେଇ 500ରୁ ଉର୍ଦ୍ଧ୍ୱ ରାସନ କାର୍ଡଧାରୀଙ୍କ ଦୁଇ ମାସର ଚାଉଳ ଖାଇ ଦେଲେ ଡିଲର। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଜଳେଶ୍ବର ବ୍ଲକ ଶିଖରପୁର ପଞ୍ଚାୟତରୁ ।
ଶିଖରପୁର ପଞ୍ଚାୟତ ର ଡିଲର ଯିଏ କି ରାସନ ତାଙ୍

ଉଭୟ ପଟୁ ଢେଲା ମାଡ଼
ଅର୍ଗସ ବ୍ୟୁରୋ : ବାଲେଶ୍ବର ମୋତିଗଞ୍ଜ ଉତ୍ତରପାର୍ଶ୍ବ ଉଚ୍ଛେଦ ବେଳେ ଉତ୍ତେଜନା । ଉଭୟ ପଟୁ ଢେଲା ମାଡ଼। ପୋଲିସ ଉପସ୍ଥିତିରେ ଲୋକେ କଲେ ଢ଼େଲାମାଡ଼ । ପୋଲିସ ଚୁପ । ଆଜି ପୌର ପ୍ରଶାସନ ପକ୍ଷରୁ ମୋତିଗଞ୍ଜରେ ରାସ୍ତା ଉପରକୁ ମାଡି ଆସିଥିବ

ଆବାସ ପାଇଁ ବ୍ଲକ ଆଗରେ ବସିଲେ ବିଧାୟକ ସମେତ ହିତାଧିକାରୀ
ଅର୍ଗସ ବ୍ୟୁରୋ: ଆବାସ ତାଲିକାରେ ଚଞ୍ଚକତା ପାଇଁ ନୀଳଗିରି ବ୍ଲକ ଆଗରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଙ୍କ ସମେତ ଶତାଧିକ ଆବାସ ଯୋଜନା ଆଶାୟୀ ଙ୍କ ଧାରଣା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଥିବା ଯୋଗ୍ୟ ହିତାଧିକାର

ନଦୀ ଭିତରେ ବିଲିନ ହେବାକୁ ବସିଲାଣି ଦଶଖଣ୍ଡ ଗାଁ
ବାଲେଶ୍ୱର: ବାଲିଆପାଳରେ ସୁବର୍ଣ୍ଣରେଖା ପାଲଟିଛି ଲୋକଙ୍କ ଦୁଃଖ। ସୁବର୍ଣ୍ଣରେଖା ଉପକୂଳ ଦଶଟି ଗ୍ରାମ ଏବେ ସୁବର୍ଣ୍ଣରେଖା ଗର୍ଭରେ ଲୀନ ହେବାକୁ ବସିଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା। ବାଲିଆପାଳ ବ୍ଲକରେ ପ୍ରଭାବିତ ସୁବର୍ଣ୍ଣରେଖ

ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ୍ ଶୁଣିଲେ ଗ୍ରାମବାସୀ
ବାଲେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ୍ ଶୁଣିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅଧିନ ୫ନଂ ଯୋନର ଜଳଦା ପଞ୍ଚାୟତ ସାଦିକପୁର ଗାଁରେ ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ୍ କାର୍ଯ୍ୟକ୍ରମକ