ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବରୀ ଖଣ୍ଡ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି l
1322 results found for "Bargarh"

ବିଜେଡ଼ି ନେତା ଙ୍କ ଦାଦାଗିରି, ଥାନାରେ ଅଭିଯୋଗ
ପୁଣି ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ଦାଦାଗିରି । ଖୋଦ ମନ୍ତ୍ରୀ ରିତା ସାହୁଙ୍କ ଗାଁ ବରପାଲିରେ ବିଜେଡି ନେତାଙ୍କ ଦାଦାଗିରି । ସମସ୍ୟା ପାଇଁ ଦାବି କଲେ ଏଠି ମିଳୁଛି ଧମକ୍ । ମନ୍ତ୍ରୀଙ୍କ ଗଡ଼ରେ ଏ କି ପ୍ରକାର ଶାସନ ।
#ArgusNews

ପୁଣି ଅଶାନ୍ତ ବରଗଡ଼ । ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି
ପୁଣି ଅଶାନ୍ତ ବରଗଡ଼ । ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି । ନିଶାମଣି ପଡ଼ିଆ ପଛପଟେ ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ।
#ArgusNews #firing #Bargarh

ବରଗଡରେ ଗୁଳିମାଡ, ଜଣେ ଆହତ
ଅର୍ଗସ ବ୍ୟୁରୋ : ପୁଣି ଅଶାନ୍ତ ବରଗଡ । ଫୁଟିଲା ବନ୍ଧୁକ । ଗୁଳି କାଣ୍ଡରେ ଜଣେ ଆହତ, ଆହତ ବ୍ୟକ୍ତି ଜଣକ ବରଗଡ ହାଟପଦାର ଜଗନ୍ନାଥ କର୍ଣ । ଗୁଳି ମାଡ କରି ଦୁର୍ବୃତ୍ତ ଫେରାର । ରକ୍ତାକ୍ତ ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତ

ବୃଦ୍ଧଙ୍କୁ ହସ ଖୁସିରେ ବିଦାୟ ଦେଲେ ପ୍ରିୟଜନ
ବରଗଡ: ସବୁ ବିଦାୟର ବିଷାଦ ନଥାଏ । କିଛି ବିଦାୟ ଖୁସି ଖୁସି ବି ଦିଆଯାଏ । ଡିଜେ ବଜାଇ ଶତାୟୁ ବୃଦ୍ଧଙ୍କୁ ଦିଆଗଲା ଶେଷ ବିଦାୟ । ୧୦୫ ବର୍ଷରେ ମୃତ୍ୟୁ ହୋଇଥିବା ବୃଦ୍ଧଙ୍କୁ କିଛି ଏମିତି ବିଦାୟ ଦେଇଛନ୍ତି ପରିବାର ଓ ସାହି ପଡ଼ିଶା । ବରଗ

ଡିଜେ ବଜାଇ ନାଚି ଶେଷ ବିଦାୟ
#ଡିଜେ_ବଜାଇ_ନାଚି_ଶେଷ_ବିଦାୟ
ବରଗଡ ଜିଲ୍ଲା ସୋହେଲା ବ୍ଲକ ର ତବଡା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଳି ଗ୍ରାମର କୁଶ ମେହେର ବୟସ 105 ଟପି ଥିବାବେଳେ ଆଜି ତାଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଲ

ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ବହୁତ ଖୁସି
ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ବହୁତ ଖୁସି ।
#ArgusNews #CMVisit #Bargarh #WestOdisha #roadshow #BijuExpressway

ପଶ୍ଚିମ ଓଡ଼ିଶାରେ ନବୀନ ଓଡ଼ିଶାର କ୍ୟାମ୍ପେନ ଲଞ୍ଚ ହେବ
#ପଶ୍ଚିମ_ଓଡ଼ିଶାରେ_ନବୀନ_ଓଡ଼ିଶାର_କ୍ୟାମ୍ପେନ_ଲଞ୍ଚ_ହେବ
ସେପଟେ ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳୁଛି ବିଜେପି । ଦଳ କହିଛି ରାଜ୍ୟ ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟିଯାଇଛି ।
#ArgusNews

ପଶ୍ଚିମ ଓଡ଼ିଶା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
#ପଶ୍ଚିମ_ଓଡ଼ିଶା_ଗସ୍ତରେ_ଅଛନ୍ତି_ମୁଖ୍ୟମନ୍ତ୍ରୀ_ନବୀନ_ପଟ୍ଟନାୟକ
ବରଗଡ଼ରେ ସୋହେଲାରୁ ଘେଁସ୍ ଯାଏ ବିଜୁ ଏକ୍ସପ୍ରେସ ୱେରେ ରୋଡ ସୋ କରିଛନ୍ତି ନବୀନ ।
#ArgusNews #CMVisit #Bargarh #WestOdisha #roadshow #BijuExpressway

ବିଜେଡିକୁ ଘାରିଛି ପଶ୍ଚିମ ଓଡ଼ିଶା ଚିନ୍ତା
#ବିଜେଡିକୁ_ଘାରିଛି_ପଶ୍ଚିମ_ଓଡ଼ିଶା_ଚିନ୍ତା
ବିଶେଷ କରି ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନକୁ ବିଜେପି ଦଖଲ କରିନେବା ପରଶାସକ ଦଳକୁ ବେଶ ଚିନ୍ତାରେ ପକାଇଥିଲା ।
#ArgusNews #CMVisit #BJD #election

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତକୁ ନେଇ ବିଜେପିର କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତକୁ ନେଇ ବିଜେପିର କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ
#ArgusNews #CMVisit #Bargarh #BJP #blackflag #protest

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତାଙ୍କୁ ଘରୁ ଟେକି ନେଲା ବରଗଡ଼ ପୋଲିସ୍
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତାଙ୍କୁ ଘରୁ ଟେକି ନେଲା ବରଗଡ଼ ପୋଲିସ୍
#ArgusNews #CMVisit #Bargarh #BJP #police #odisha #BijuExpressway

ବିଜେପି ନେତାଙ୍କୁ ଘରୁ ଟେକି ନେଲା ବରଗଡ଼ ପୋଲିସ୍
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତାଙ୍କୁ ଘରୁ ଟେକି ନେଲା ବରଗଡ଼ ପୋଲିସ୍। ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଦ୍ଵିତୀୟ ଥର ପାଇଁ ଆସୁଛନ୍ତି।
#ArgusNews #BargarhPolice #BJPLeader

କଥା କମ କାମ ବେଶୀର ସ୍ଳୋଗାନ୍ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ହେଲେ ଏଠି କାମ ଜିରୋ...
କଥା କମ କାମ ବେଶୀର ସ୍ଳୋଗାନ୍ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ହେଲେ ଏଠି କାମ ଜିରୋ...
ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତକୁ ନେଇ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା ।
#ArgusNews #PradipPurohit #westernodisha

ଦୋଷୀଙ୍କ ବିରୋଧରେ ଖୁବ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ : ଉତ୍ତରାଂଚଳ ଆଇଜି ଦୀପକ କୁମାର
ସୋହେଲାରେ ୨ ସାମ୍ଵାଦିକ ଙ୍କୁ ମରଣାନ୍ତ୍ରକ ଆକ୍ରମଣ ଘଟଣା ନେଇ ଉତ୍ତରାଂଚଳ ଆଇଜି ଦୀପକ କୁମାରଙ୍କ ପ୍ରତିକ୍ରିୟା
ଦୋଷୀଙ୍କ ବିରୋଧରେ ଖୁବ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ
#ArgusNews #JournalistAttack #Investigation #Bargarh

ମହୁଲ ଗଛରୁ ସ୍ୱାମୀର ମୃତଦେହ ଉଦ୍ଧାର
ବରଗଡ: ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଝୁଲନ୍ତା ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ଇନ୍ଦ୍ରମଣି ଧାରୁଆ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିଲା। ତେବେ ଆଜି ସକାଳେ ଇନ୍ଦ୍ରମଣିର ଝୁଲନ୍ତ

ଯୋଗ ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି
ଅର୍ଗସ ବ୍ୟୁରୋ: ଅସାଧ୍ୟ ଯୋଗକୁ ସଂଗୀତ ମାଧ୍ୟମରେ ଅତି କୁଶଲତାର ସହ ପ୍ରଦର୍ଶନ କରି ଅନେକ ପ୍ରଶଂସା ସାଉଁଟୁଛନ୍ତି ଏହି କୁନି ବାଳିକା । ରଞ୍ଜିତା ଭୁଏ ବିଭିନ୍ନ ପ୍ରକାରର କଷ୍ଟକର ଆସନ କରି ଚର୍ଚ୍ଚା ରେ । ଏହା ସହ ଆସନ କର

ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣେ ଗିରଫ
ଅର୍ଗସ ବ୍ୟୁରୋ: ଓଡିଶା ବଜାରରେ କାୟା ମେଲାଇଲାଣି ବାରଣାସୀରେ ପ୍ରସ୍ତୁତ ନକଲି ଔଷଧ। ତାକୁ ନଜରରେ ରଖି କିଛି ଦିନ ତଳେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲା ର ବିଭିନ୍ନ ଜାଗା ରେ ଚଢ଼ା

ବରଗଡ଼କରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା
ଅର୍ଗସ ବ୍ୟୁରୋ : ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ବୁର୍ଡl ଛକରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ବୁର୍ଡl ଛକ ପାଖରେ ଛିଡା ହୋଇଥିବା ଟ୍ରକକୁ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ପିଟିଛି ।
ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ କଂସ
ଅର୍ଗସ ବ୍ୟୁରୋ: ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି। କଂସ ମହାରାଜ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ହାଲଚାଲ ପଚାରି ବୁଝିବା ସହ ରାଜ୍ୟବାସୀ ଙ୍କ କଥ

ଶଙ୍କରାଚାର୍ଯ୍ୟ ପୀଠରେ ପହଞ୍ଚିଲେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ
ଅର୍ଗସ ବ୍ୟୁରୋ: ପୁରୀ ଶଙ୍କରାଚାର୍ଯ୍ୟ ପୀଠରେ ପହଁଚିଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ। ଦୀର୍ଘ11 ଦିନ ଧରି କଂସ ଭୂମିକାରେ ଅଭିନୟ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବ

ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଉ ଶୁଭିବ ନାହିଁ ପ୍ରକମ୍ପିତ ଅଟ୍ଟହାସ୍ୟ । ଦୀର୍ଘ ଏଗାର ଦିନର କଂସରାଜରେ ପୂର୍ଣ୍ଣଛେଦ । କଂସ ନିଧନ ସହ ନିରବି ଯାଇଛି ରଙ୍ଗମହଲ ଓ ରାଜଦରବାର । ଅପସରି ଯାଇଛି ନାଟ୍ୟାଭିନୟ

ଧନୁଯାତ୍ରା ପାଇଁ ଉତ୍ତରପ୍ରଦେଶରୁ ଆସିଥିବା ଓଟର ମୃତ୍ୟୁ
ଅର୍ଗସ ବ୍ୟୁରୋ: ଧନୁଯାତ୍ରା ପାଇଁ ଉତ୍ତରପ୍ରଦେଶରୁ ଆସିଥିବା ଓଟର ମୃତ୍ୟୁ। ଧନୁଯାତ୍ରାରେ ପାର୍ଶ୍ୱମନ୍ତ୍ରୀଙ୍କୁ ବୋହିବା ପାଇଁ ଓଟଟିକୁ ଉତ୍ତରପ୍ରଦେଶକୁ ଅଣାଯାଇଥିଲା। ଓଟଟିର ଶରୀର ଅସୁସ୍ଥ ଥିବା ବେଳେ ଚିକିତ୍ସା ପାଇଁ କୌଣସି ପଶ

ଧନୁଯାତ୍ରାରେ ଜମୁଛି ଦର୍ଶକଙ୍କ ଭିଡ
ଅର୍ଗସ ବ୍ୟୁରୋ: ଧନୁଯାତ୍ରା ରେ ଜମୁଛି ଦର୍ଶକଙ୍କ ଭିଡ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ ପରିସରରେ ଚାଲିଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ପହଞ୍ଚିଛି। ମହାରା

ଉତ୍ସବ ମୁଖରିତ ହୋଇ ପଡିଛି ସାରା ଗୋପପୁର
ଅର୍ଗସ ବ୍ୟୁରୋ: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇ ପଡିଛି ସାରା ଗୋପପୁର। ଏହା ଥିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ତୃତୀୟ ଦିବସର ଦୃଶ୍ୟ। ସମସ୍ତ ଗୋପପୁର ବାସୀଙ୍କ ସମେତ ନନ୍ଦାରାଜ ଓ ରାଣୀ ଖୁସିରେ ଆନନ୍