ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
2299 results found for "Berhampur"

କାହିଁକି ଅଧାରେ ଅଟକିଛି ପିଏମ୍ ଗ୍ରାମ୍ୟ ସଡ଼କ ପ୍ରକଳ୍ପ?
ଅର୍ଗସ ବ୍ୟୁରୋ: ନଜର ପକାନ୍ତୁ, କେଉଁଠି ଅଧା ତ କେଉଁଠି ମାଟି ମୁଠାଏ ପଡିନି । ଆଉ କେଉଁଠି ରାସ୍ତାର ଅବସ୍ଥା ଶୋଚନୀୟ । କୋଟି କୋଟି ଟଙ୍କାର ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁ

ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୬ ଲକ୍ଷଓ ସୁନାଗହଣା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେରେ ଡକାୟତି ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟି ସୁବାଷ ଅଗ୍ରୱାଲଙ୍କ ଘରେ ଗତ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତ

ଅଟୋ ଚାଳକଙ୍କ ମହାନତା
ଅର୍ଗସ ବ୍ୟୁରୋ: ଅଟୋ ଚାଳକଙ୍କ ମହାନତା।ଟଙ୍କା,ସୁନା,ଅଳଙ୍କାର ଭର୍ତ୍ତି ବ୍ୟାଗ କୁ ଫେରାଇ ଚର୍ଚ୍ଚାକୁ ଆସିଛନ୍ତି ପୁଣି ଜଣେ ଅଟୋ ଚାଳକ।ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଓମ୍ ବିହାର ଅଞ୍ଚଳକୁ ସିମାଞ୍ଚଳ ପାତ୍ର ନାମକ ଜଣେ

ଜାଗା କିଣିବାକୁ ଟଙ୍କା ଉଠାଇଥିଲେ, ଝାମ୍ପିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର: ବ୍ରହ୍ମପୁର-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବ୍ରିଜ ନିକଟରେ ଦମ୍ପତ୍ତିଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି । ଗଞ୍ଜୁ ଅଞ୍ଚଳର ପ୍ରଭାକର ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ କୁମାରୀ ପଟ୍ଟନାୟକ ନିଜ ଝି

ପୋଲିସ କର୍ମଚାରୀଙ୍କ ମାନସିକ ଅବସ୍ଥା ସହ ସ୍ୱାସ୍ଥ୍ୟ ପରୀକ୍ଷା
ବ୍ରହ୍ମପୁର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ୍ ଙ୍କ ହତ୍ୟା ଅଭିଯୁକ୍ତ ASI ଗୋପାଳ ଦାଶ୍ ଙ୍କ ମାନସିକ ଅବସ୍ଥା ଠିକ ନଥିବା ତଦନ୍ତ ପରେ ସାମ୍ନାକୁ ଆସିଥିଲା। ତେଣୁ ସମସ୍ତ ପୋଲିସ କର୍ମଚାରୀଙ୍କ ମାନସିକ ଅବସ୍ଥା ସହ ସ୍ୱାସ୍ଥ୍ୟ ଠିକ ରହିଛ

ନିଷ୍ଠା-ଲକ୍ଷ-ପ୍ରଚେଷ୍ଟା ପରେ ସଫଳତା
ଅର୍ଗସ ବ୍ୟୁରୋ: ନିଷ୍ଠା,ଲକ୍ଷ,ପ୍ରଚେଷ୍ଟା ପରେ ସଫଳତା।ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଦେଶର ଶ୍ରେଷ୍ଠ ଅନୁଷ୍ଠାନ ନ୍ୟାସନାଲ ଇନଷ୍ଟିଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସପ୍ତମ ତଥା ଓବିସ

ପେସା ହଜାଇଦେଲା ନିଶା , ଖୋକା ଭାଇଙ୍କ ଗୀତରେ କରୁଛନ୍ତି ଡ୍ୟାନ୍ସ
ଅର୍ଗସ ବ୍ୟୁରୋ: ଯାହାଙ୍କ ଗୀତ ନିସ୍ତେଜ ଶରୀରରେ ପ୍ରାଣ ଭରେ । ବେରଶିଆକୁ ରସିକ ସଜାଏ । ଫଗୁଣର ଆବର୍ତ୍ତମାନରେ ପୁରୁଷ ପିଲାକୁ ଯଜାବର କରେ । ସେଭଳି ମହାନ ଆତ୍ମାଙ୍କ ସଙ୍ଗୀତରେ ତାଳ ମିଶାଇ ଅଂଟାକୁ ହଲାଇ କରୁଛନ୍ତି ନୃତ୍

15 ବର୍ଷ ପରେ ଫେରାର୍ ଅପରାଧୀ ଗିରଫ
ବ୍ରହ୍ମପୁର: 15 ବର୍ଷ ପରେ ଫେରାର୍ ଅପରାଧୀ ଗିରଫ । 3 ଜଣ ଗୁଜୁରାଟ ପୋଲିସକୁ ଚକମା ଦେଇ ମେଡିକାଲରୁ ଫେରାର ହୋଇଯାଇଥିଲା ଅପରାଧୀ । ଅଭିଯୁକ୍ତକୁ ଓଡ଼ିଶାରୁ ଗିରଫ କରିଛି ଗୁଜରାଟ ପୋଲିସ ।
2008 ମସିହାରେ ମୋବାଇଲ୍ ଚୋରି ମାମଲାର

ନାଗ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ପଞ୍ଚାୟତ କୁମ୍ଭାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳ ୧୦ ଘଣ୍ଟ ସମୟରେ ପାର୍ବତୀ ବେହେରା ( ୭0) ନିଜ ଘର ବାରିପଟେ କୌଣସି ଏକ କାର୍ଯ୍ୟ ପାଇ

ମାଟିତଳୁ ବାହାରିଲା ଭୁଇଁକରୋଡା, ଚାଲିଗଲା ସରପଞ୍ଚଙ୍କ ଜୀବନ
ଅର୍ଗସ ବ୍ୟୁରୋ: ଭୂଇଁକରୋଡା ଆକ୍ରମଣରେ ସରପଞ୍ଚ ମୃତ। ଭୂଇଁକରୋଡା ଆକ୍ରମଣରେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ ଘଟିଛି । ଟ୍ରାକ୍ଟର ଯୋଗେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ମାଟିତଳୁ ମହୁମାଛି ସଦୃ

କୋଦଳା ଜେଲ୍ ପରିସରରେ ସାବିତ୍ରୀ ବ୍ରତ
#କୋଦଳା_ଜେଲ୍_ପରିସରରେ_ସାବିତ୍ରୀ_ବ୍ରତ।
ଅନ୍ତେବାସୀନି ମାନେ ହନୁମାନ ମନ୍ଦିରରେ ପୂଜା କରି ବ୍ରତ ପାଳିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାର ପରିସରରେ ଦେଖିବାକୁ ମିଳିଛି ବନ୍ଦୀ ଜୀବନ କାଟୁଥିବା ମହିଳାଙ୍କ ସାବିତ୍ର

ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି
ଅର୍ଗସ ବ୍ୟୁରୋ : ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଯାହର ଆଉ ଏକ ପ୍ରମାଣ ଆସିଛି ଗଞ୍ଜାମ ଜିଲ୍ଲାରୁ । ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି ନୃଶସତାର ଚରମସୀମାର ଦୃଶ୍ୟ । ପ୍ରଜାକୋର୍ଟରେ ଯୁବକଙ୍କୁ ପିଟି ପିଟି ମାରିଦିଲେ

ହନୁମାନ ମନ୍ଦିରରେ ପୂଜା କରି ବ୍ରତ ପାଳିଲେ
ଅର୍ଗସ ବ୍ୟୁରୋ : ଆଜି ହେଉଛି ସାବିତ୍ରୀ ବ୍ରତ । କୋଦଳା ଜେଲ୍ ପରିସରରେ ସାବିତ୍ରୀ ବ୍ରତ ଅନ୍ତେବାସୀନି ମାନେ । ହନୁମାନ ମନ୍ଦିରରେ ପୂଜା କରି ବ୍ରତ ପାଳିଲେ । ମହିଳା ମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପାଳନ କରୁଛନ୍ତି ଏହି ବ୍ରତ

5T ସଚିବଙ୍କ ଘନ ଘନ ଗସ୍ତକୁ ନେଇ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା
5T ସଚିବଙ୍କ ଘନ ଘନ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଗଞ୍ଜାମ କୁକୁଡ଼ାଖଣ୍ଡି ଗୋଶାଣୀ ମା'ଙ୍କ ଯାତ୍ରାକୁ ଗତକାଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆସିଥିବା ବେଳେ ଗଣମାଧ୍ୟମ କୁ ପ୍ରତିକ୍ରିୟ

ସତକଥା !
ସତକଥା !
ଦେଖନ୍ତୁ ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା ୩୦ରେ
କେବଳ ଅର୍ଗସ ନ୍ୟୁଜରେ
#ArgusNews #Satakatha #PoliticalSatire #ComedyVideo #CurrentScenario #berhampurijhia #Bhubaneswar

ପ୍ରଫେସର ଅଶୋକ ଗାଙ୍ଗୁଲି ବ୍ରହ୍ମପୁର ଆଇଜର୍ ନୂଆ ନିର୍ଦ୍ଦେଶକ
ପ୍ରଫେସର ଅଶୋକ ଗାଙ୍ଗୁଲି ବ୍ରହ୍ମପୁର ଆଇଜର୍ ନୂଆ ନିର୍ଦ୍ଦେଶକ
#ArgusNews #ProfAshokKumarGanguli #IISERBerhampur #Director

Headlines 10 am | 03 May 2023 | Argus News
Headlines 10 am | 03 May 2023 | Argus News
+ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ...
+ମହାନଦୀ ଜଳ ବିବାଦ ମାମଲା...
+ଜମି ପୋଜେସନ ଗ୍ୟାଙ୍ଗ ମୁଖ୍ୟ ରାଘବ ଜେନା ଗିରଫ....
+ପୁଣି ମେ'ରେ ବାତ୍ୟା ନେଇ ବଢିଲ

Argus Special | ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ
Argus Special | ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ
ଭକ୍ତି ଆବେଗର ନୂଆ ରୂପ
ଦେଖନ୍ତୁ ଆମର ସ୍ଵତନ୍ତ୍ର ଉପସ୍ଥାପନା ମେ ୨ ତାରିଖ ରାତି ୧୦ ଟାରେ ଓ ମେ ୩ ତାରିଖ ସକାଳ ୧୦ ଟା ୩୦ରେ
#ArgusNews #MaaBudhiThakuraniJatra2023

ସ୍ବାମୀ ଘର ଆଗରେ ଧାରଣାରେ ସ୍ତ୍ରୀ ଇଗନେସ
ସ୍ତ୍ରୀର ହକ ଦାବିରେ ସ୍ବାମୀ ସଦାନନ୍ଦଙ୍କ ଘର ବାରଣ୍ଡାରେ ବସିଥିବା ସ୍ତ୍ରୀ ଇଗନେସଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି l ହେଲେ ସ୍ବାମୀ କି ଶ୍ବଶୂର କାହାରି ଦେଖା ମିଳିନାହିଁ l
#ArgusNews #Berhampur #WifeProtest

କଟାପ୍ପାଙ୍କ ଠାଣି ଏବଂ ନାଚରେ କମ୍ପିଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର
ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ କଟାପ୍ପାଙ୍କ ଠାଣି ଏବଂ ନାଚରେ କମ୍ପିଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର।
#ArgusNews #MaaBudhiThakuraniJatra2023 #Rituals #BudhiThakurani #Berhampur

ଭାଙ୍ଗିଲା ଅରୁଣ ସ୍ତମ୍ଭ
ଓଡିଶାର ଦ୍ବିତିୟ ଅର୍କକ୍ଷେତ୍ର ବା ବିରଞ୍ଚି ନାରାୟଣ ମନ୍ଦିରର ଭାଙ୍ଗିଲା ଅରୁଣ ସ୍ତମ୍ଭ । ଆଜକୁ ସହସହ ବର୍ଷ ଧରି ରହିଥିବା ବିରଞ୍ଚିନାରାୟଣ ମନ୍ଦିରର ସମ୍ମୁଖରେ ଅରୁଣ ସ୍ତମ୍ଭ ଟ୍ରକ ଧକ୍କା ରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛ

ସତକଥା !
ସତକଥା !
ଦେଖନ୍ତୁ ବୁଧବାର ରାତି ୧୦ଟା ୩୦ରେ
କେବଳ ଅର୍ଗସ ନ୍ୟୁଜରେ
#ArgusNews #Satakatha #PoliticalSatire #ComedyVideo #CurrentScenario #berhampurijhia #Bhubaneswar

ବ୍ରହ୍ମପୁର ବୁଢୀଠାକୁରାଣୀ ଯାତ୍ରାରେ ଏକ ବେଶ ପଡି ମାଙ୍କୁ ଦର୍ଶନ କଲା ପୋଷା କୁକୁର
ବ୍ରହ୍ମପୁର ବୁଢୀଠାକୁରାଣୀ ଯାତ୍ରାରେ ଏକ ବେଶ ପଡି ମା ଙ୍କୁ ଦର୍ଶନ କଲା ପୋଷା କୁକୁର । ଯାତ୍ରାରେ ଅନେକ ମାନସିକ ଧାରୀଙ୍କ କୁନି କୁନି ପିଲା ବେଶ ଧାରୀଙ୍କ ଗହଳି ଲାଗୁଥିବା ବେଳେ ।ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ଏକ ଦମ୍ପତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨ତମ ବାର୍ଷିକ ଉତ୍ସବ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଦୁଇ ଦିନିଆ ବାର୍ଷିକ ଉତ୍ସବର ଆଜି ଉଦଯାପନୀ ଦିବସରେ ବିଭାଗର ଅନ୍ୟତମ ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ସାହୁଙ୍କ ଉଦ୍ଧେଶ୍ୟରେ ଏକ ସ୍ମୃତି ଚାର