ପୁଣି ସାମ୍ନାକୁ ଆସିଲା କଂଗ୍ରେସ କେଁ
10856 results found for "Bhubaneswar"

ଇଣ୍ଡିଆନ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ସମାୟିରା ରାଜ
ଇଣ୍ଡିଆନ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ସମାୟିରା ରାଜ । ଛୋଟ ବୟସରୁ ଦେଖାଇଛନ୍ତି ନିଜ ପ୍ରତିଭାର ଯାଦୁ । ଯାହା ପଚାରିଲେ ଫଟକିନା ଉତ୍ତର ଦେଉଛନ୍ତି ସମାୟିରା । କୁନି ଝିଅ ପାଇଁ ବେଶ ଗର୍ବିତ ପରିବାର ।
#indiabookofrecords

ରଥଯାତ୍ରା ପାଇଁ କାର ପାସ ଥିବା ଗାଡିଗୁଡିକ ପାଇଁ ପାର୍କିଙ୍ଗ ବ୍ୟବସ୍ଥା
ପୁରୀରେ ରଥଯାତ୍ରା ପାଇଁ କାର ପାସ ଥିବା ଗାଡିଗୁଡିକ ପାଇଁ କେଉଁଠି ହୋଇଛି ପାର୍କିଙ୍ଗ ବ୍ୟବସ୍ଥା ।
#Rathayatra #specialpreparations #OdishaPolice #fourwheelers #routemap #Bhubaneswar

ସପ୍ତାହରେ ଦୁଇ ଦିନ ଡ୍ରାଇ ଡେ ପାଳନ କରିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି
ସପ୍ତାହରେ ଦୁଇ ଦିନ ଡ୍ରାଇ ଡେ ପାଳନ କରିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ପୂର୍ବରୁ ହୋଇଥିଲା। ଆଜି ବିଏମ୍ସି କମିଶନର ରାଜଧାନୀବାସୀଙ୍କୁ ଆହ୍ବାନ କରିଛନ୍ତି ଡେଙ୍ଗୁ ଡ୍ରାଇ ଡ୍ରେ ରେ ସାମିଲ ହେବା ପାଇଁ ।
#Bhubaneswar #BMC #DryDay

ବିଧାନସଭା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି
ବିଧାନସଭା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି । ସୁରକ୍ଷାରେ 26 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।
#Bhubaneswar #PoliceDCP #assembly #security #inspecting

ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଲାଇଟ୍ ମୋଟର ଭେହିକିଲ ପାଇଁ ପାଇଁ ନିୟମାବଳୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ସ୍ବତନ୍ତ୍ର ପ୍ରସ୍ତୁତି । ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଲାଇଟ୍ ମୋଟର ଭେହିକିଲ ପାଇଁ ପାଇଁ ନିୟମାବଳୀ ।
#Rathayatra #Specialpreparations #odishaPolice #lightmotervehicle #routemap

ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ପାଇଁ ନିୟମାବଳୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ସ୍ବତନ୍ତ୍ର ପ୍ରସ୍ତୁତି । ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ପାଇଁ ନିୟମାବଳୀ ।
#Rathayatra #Specialpreparations #odishaPolice #twowheelers #routemap #Bhubaneswar

ଜୁଲାଇ ୧ରୁ ଏକକ ବ୍ୟବହାର ପ୍ଳାଷ୍ଟିକ୍ ବନ୍ଦ ହେବ ତ !
ଭୁବନେଶ୍ୱର: ଓଡିଶାରେ ପ୍ଲାଷ୍ଟିକ୍ ବ୍ୟାନ୍ ପ୍ରହସନ। ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ୍ ବ୍ୟବହାର ବେଧଡକ ଭାବେ ବଢି ଚାଲିଛି। ଦୋକାନ ବଜାର, ହାଟ, ମାର୍କେଟ, ହାଟ, ମାର୍କେଟ କମ୍ପ୍ଲେକ୍ସ ସବୁଠି ପଲିଥିନ୍। ସୁ

ଓଡିଶା ଦେଖିବ ମା ବଳିଦାନର ଭିନ୍ନ ଏକ ଚଳଚ୍ଚିତ୍ର "ମାୟାଦର୍ପଣ"
ଓଡିଶା ଦେଖିବ ମା ବଳିଦାନର ଭିନ୍ନ ଏକ ଚଳଚ୍ଚିତ୍ର "ମାୟାଦର୍ପଣ"।ଜୁଲାଇ ମାସରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ।ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ସାର

ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର କରିବେ ଭୂମିପୂଜନ ଓ ଶୁଭାରମ୍ଭ
ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ । ଏହାସହ ପୁରୀ ରଥଯାତ୍ରାର

ଉତ୍କଳ ବିଶ୍ଵବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା
ଉତ୍କଳ ବିଶ୍ଵବିଦ୍ୟାଳୟ 7 ନମ୍ବର ଛାତ୍ରୀନିବାସ ରେ ପାଣି ସମସ୍ୟା ସମେତ ଲାଇଟ, ସୁରକ୍ଷା, ସାନିଟେସନ ସମେତ ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା। ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫ

ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ସମାରୋହ ଅନୁଷ୍ଠିତ
ସଙ୍ଗୀତ ଭାରତୀ ଏ ୟୁନିଟ ଅଫ ଇଣ୍ଡିଆନ ମ୍ୟୁଜିକ ସର୍କଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଭାଷା ଓ ସଂସ୍କୃତିର ନିର୍ଦେଶକ ରଞ୍ଜନ କୁମାର ଦାସ ମୁଖ୍

ଅଦୃଶ୍ୟ ଜଗନ୍ନାଥ ନାଟକରେ ଭିଜିଲେ ଦର୍ଶକ
ଅଦୃଶ୍ୟ ଜଗନ୍ନାଥ ନାଟକରେ ଭିଜିଲେ ଦର୍ଶକ...।
#bhubaneswar #AdrusyaJagannath #drama #JayJagannath #Odisha

ରାଜା କପିଳେନ୍ଦ୍ର ଦେବଙ୍କର ୫୮୮ ତମ ରାଜ୍ୟାଭିଷେକ
ପ୍ରଥମ ଗଜପତି ରାଜା କପିଳେନ୍ଦ୍ର ଦେବଙ୍କର ୫୮୮ ତମ ରାଜ୍ୟାଭିଷେକ ଦିବସ ଓଲଡ଼ଟାଉନ ସ୍ଥିତ କପାଳି ମଠ ନିକଟରେ ପାଳିତ ହୋଇଯାଇଛି । ଓଡିଶା ଇତିହାସରେ ରାଜା ଖାରବେଳ ଙ୍କ ପରେ ସବୁଠାରୁ ପ୍ରଭାବ ଶାଳୀ ରାଜା ଥିଲେ ରାଜା କପିଳେନ୍ଦ୍ର ଦେବ

ଭୁବନେଶ୍ବରରୁ 3 ବର୍ଷର ପିଲାକୁ ଜଣେ ମହିଳା ଚୋରି କରିଥିବା ଅଭିଯୋଗ
ଭୁବନେଶ୍ବରରୁ 3 ବର୍ଷର ପିଲାକୁ ଜଣେ ମହିଳା ଚୋରି କରିଥିବା ଅଭିଯୋଗ। ମୟୁରଭଞ୍ଜ ଅଞ୍ଚଳରୁ ଚୋରି ହୋଇଥିବା ପିଲା ସହିତ ଅଭିଯୁକ୍ତ ମହିଳାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ପିଲା ସୁରକ୍ଷିତ ଥିବା ବେଳେ ଭୁବନେଶ୍ବରକୁ ଆଣୁଛ

ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଧାର୍ମିକସ୍ଥଳୀ
ଅର୍ଗସ ବ୍ୟୁରୋ : ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଧାର୍ମିକସ୍ଥଳୀ । ବୁଲିବା ପାଇଁ ଆସି ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ଯାତ୍ରୀଙ୍କ ରହଣି ପାଇଁ ଉଦ୍ଦିଷ୍ଟ ଯାତ୍ରୀ ନିବାସ କାମରେ ଲାଗୁନାହିଁ । ନିର୍ମାଣ ଦିନରୁ ବିଲଡି

ଜୁଲାଇ ପହିଲାରୁ ଏକକ ପ୍ଲାଷ୍ଟିକ ନିଷିଦ୍ଧ, ବ୍ୟବହାର ଉପରେ ଲାଗିବ ରୋକ
ଅର୍ଗସ ବ୍ୟୁରୋ: ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏହାର ବ୍ୟବହାରକୁ ବ୍ୟାନ କରାଯାଇଥିଲା। ହେଲେ ଲୋକେ ଏହାକୁ ମାନୁନାହନ୍ତି। ଯାହାକୁ ଦୃଷ୍ଟିରେ ରଖି ଜୁଲାଇ ୧ ରୁ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିବ ରୋକ

ଅଭିଯୁକ୍ତ ଖସିଗଲେ ଇନ୍ସପେକ୍ଟର ଦାୟୀ: ଡିସିପି
ଅର୍ଗସ ବ୍ୟୁରୋ: ଆଉ କିଛି ଚଳିବ ନାହିଁ। ଅଭିଯୁକ୍ତଙ୍କୁ ନେବାବେଳେ ଭାବପୀରତି ଚଳିବ ନାହିଁ। ଏନେଇ ସିଏସଆଇ ଅଫିସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରତ୍ୟେକ ଦିନ ୩୦ରୁ ୪୦ଜଣ ଅଭିଯୁକ୍ତଙ୍କୁ କମିସନରେଡ ପୁଲିସ ବିଭିନ୍

ବଜ୍ରପାତ ରୋକେ ତାଳ ଓ ଖଜୁରୀ ଗଛ, ହେଲେ ଏଥିରେ ଓଡିଶା ଫେଲ
ଅର୍ଗସ ବ୍ୟୁରୋ: ବଜ୍ରପାତ ନେଉଛି ଜୀବନ। ଦିନକୁ ଦିନ ଏ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। କିଭଳି ଏହାକୁ ରୋକାଯାଇପାରିବ ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ହୋଇପଡୁଛି। ଓଡିଶାର ପ୍ରାଚୀନ ପରମ୍ପରା ଏବଂ ବୈଜ୍ଞାନି

ଚିନ୍ତାରେ ପରିବା ଚାଷୀ, ବାରବାଟୀରେ ନାହିଁ ଶୀତଳଭଣ୍ଡାର
ଅର୍ଗସ ବ୍ୟୁରୋ: ଚିନ୍ତାରେ ପରିବା ଚାଷୀ। ବର୍ଷା ହେଉ କି ବାତ୍ୟା ହେଉ, କ୍ଷତି ସହୁଛନ୍ତି ପରିବା ଚାଷୀ। ମାର୍କେଟରେ ପରିବା ଦର ହୁ ହୁ ହୋଇ ବଢ଼ୁଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଉତ୍ପାଦ

ରାଜ୍ୟରେ ଚିନ୍ତା ବଢ଼ାଉଛି ହାତୀ ମଡକ
ଅର୍ଗସ ବ୍ୟୁରୋ: ବିପଦରେ ଗଜରାଜ । ଦିନକୁ ଦିନ ହାତୀମୃତ ବରଣ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଚିନ୍ତା ବଢ଼ୁଛି। କେତେବେଳେ ଭୂତାଣୁ ଜନିତ ରୋଗ ଜୀବନ ନେଉଛି ତ ଆଉ କେତେବେଳେ ଶିକାରୀଙ୍କ ଆକ୍ରମଣରେ ଏମାନଙ୍କ ପ୍ରା

ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ
ଅର୍ଗସ ବ୍ୟୁରୋ: ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ। ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ
ଅର୍ଗସ ବ୍ୟୁରୋ: ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ବିଜେପି ଓଡ଼ିଶାର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା

ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ
ଅର୍ଗସ ବ୍ୟୁରୋ: ପୁଣି ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ। ପ୍ରାୟ ୨କେଜିର ବରାଉନସୁଗର ଜବତ କଲା ଫ୍ଲାଇଂ ସ୍କ୍ବାର୍ଡ। ଯାହାର ମୂଲ୍ୟ ଆନୁମାନିକ ୨କୋଟି ଟଙ୍କା ହେବ। ଏହି ଧଳାଜହର ବାଲେଶ୍ୱରରୁ ଭୁବନେଶ୍ୱରକୁ ଆସୁଥିଲା। ତେବ

ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ବିଏମସିକୁ ଚିଠି
ଅର୍ଗସ ବ୍ୟୁରୋ: ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ବିଏମସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ବିଏମସି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରିନସପାଲ୍ ସେକ୍ରେଟାରୀ ନିକୁଞ୍ଜ ଧଳଙ୍କ ଚିଠି । ଚିଠିରେ ତାଗିଦ୍ କରାଯାଇଛି