Prime Odisha @ 7 Pm
7088 results found for "Cuttack"

କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ପୁଣି କଟକରେ ଫେକ୍ ସାର୍ଟିଫିକେଟ ନିଆଁ । ସହକାରୀ ଶିକ୍ଷୟତ୍ରୀଙ୍କ ବହିଷ୍କାର ଦାବିରେ ବିକ୍ଷୋଭ । ରାଜନୈତିକ ଚାପରେ ତଥ୍ୟ ଲୁଚା ଯାଉଥିବା ଅଭିଯୋଗ । କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋ

ହତ୍ୟା ସନ୍ଦେହ, ଅଭିଯୁକ୍ତଙ୍କ ଗିରଫ ଦାବି କଲେ ଲୋକେ
ଅର୍ଗସ ବ୍ୟୁରୋ : କଟକ ଜିଲ୍ଲା ସାଲେପୁର ଥାନା ନାଗାମଠରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ନିଶ୍ଚିତକୋଇଲି ଥାନା ବୁହାଳ ପଞ୍ଚାୟତର ସନ୍ତୋଷ ଦାସ । ବିଳମ୍ଭିତ ରାତରେ କେହି ଦୃର୍ବୁତମାନେ ହତ୍ୟା ପରେ ଚିତ୍ରୋତଳା ନଦୀ ପଠ

ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ
ଅର୍ଗସ ବ୍ୟୁରୋ: କଟକ ଏସସିବି ମେଡ଼ିକାଲରେ ବାହାନଗା ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏସସିବିର ସର୍ଜରୀ ୱାର୍ଡ ଓ ଅର୍ଥପେଡ଼ିକ ୱାର୍ଡରେ ଥିବା ଆହ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଅର୍ଗସ ବ୍ୟୁରୋ: ମାହାଙ୍ଗା ଥାନା ଅନ୍ତର୍ଗତ ଜେରକନ୍ଦ ଗାଁରେ ଅଭାବନୀୟ ଘଟଣା। ବିଲ ମଝିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ଦିବାକର ବେହେରା। ଦିବାକର ଗାଁ ଶେଷମୁଣ୍ଡରେ ଏକୁଟିଆ ରହୁଥିବା ବେଳେ ଗତକାଲି ରାତିରେ ଶୋଇବାକ

ଏହି ଗାଁରେ ରଜ' ର ମାସେ ପୂର୍ବରୁ ଆରମ୍ଭ ହେଲାଣି ପ୍ରସ୍ତୁତି
କଟକ: ଆସୁଛି ରଜ । ଗାଁରୁ ସହର ସବୁଠି ଚାଲିଛି ପ୍ରସ୍ତୁତି । କିନ୍ତୁ ଆପଣ ଜାଣନ୍ତି କି ଏମିତି ଗାଁ ଅଛି, ଯେଉଁଠି ରଜର ପ୍ରାୟ ମାସେ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ଗାଁରେ ସ୍ବତନ୍ତ୍ର ଆଖଡ଼ା ଘର ନିର୍ମାଣ ସହ ନାଟ, ଗୀତ ପାଇ

କଟକ ଏସସିବି ମେଡିକାଲରେ ଆହତ ମାନଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ
କଟକ: କଟକ ଏସସିବି ମେଡିକାଲରେ ଆହତ ମାନଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିଅ ଏସସିବି ମେଡ଼ିକାଲ ପହଞ୍ଚି

ମୃତ ମହିଳା ଜଣଙ୍କ ହେଲେ ଚଷାଆଁରା ଗ୍ରାମର ନଳିନୀ ସ୍ଵାଇଁ
ଅର୍ଗସ ବ୍ୟୁରୋ : ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ଆଠଗଡ଼ ବନଖଣ୍ଡ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ତିଗିରିଆ ଚଷାଆଁରା ଗ୍ରାମର ମହିଳା ନଳିନୀ ସ୍ଵାଇଁ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଥାଉ କି ଭୋର୍ ସମାୟରେ ଗାଁ ପୋଖରିକୁ ଗାଧୋଇବାକୁ ଯିବ

ବାଥରୁମ୍ ଯାଇ ଏସସିବିରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ
ଅର୍ଗସ ବ୍ୟୁରୋ : ଶାଢ଼ି ପିନ୍ଧି ସାଜନ ଫେରାର୍ । ବାଥରୁମ୍ ଯାଇ ଏସସିବିରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ । ଢିଲା ସୁରକ୍ଷା ବ୍ୟବସ୍ଥା, ଅବହେଳାର ଶୀର୍ଷରେ ପୋଲିସ ପ୍ରଶାସନ । ଜଗତସିଂହପୁର ନାଉଗାଁର ସାଜନ ଦାସକୁ କିଛି ଦିନ ତଳେ ଚୋର

ଦୁଷ୍କର୍ମକାରୀକୁ ୬ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ
ଅର୍ଗସ ବ୍ୟୁରୋ: ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷର କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ । ୧୨ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ। ଜରିମାନା ଅନାଦେୟ ୬ ମାସ ଅଧିକ କାରାଦଣ୍ଡାଦେ

ଶହଶହ ଏକର ଗୋଚର ଜମିକୁ ଜୋର ଜବରଦସ୍ତି ଦଖଲ କରିଛନ୍ତି ରାଜା ସ୍ୱାଇଁ : ଅଭୟ କୁମାର ବାରିକ
କଟକ: ଆଠଗଡ଼ ତହସିଲ ଅଧିନରେ ଥିବା ଶହଶହ ଏକର ଗୋଚର ଜମିକୁ ଜୋର ଜବରଦସ୍ତି ଦଖଲ କରିଛନ୍ତି ଆଠଗଡର ବିଧାୟକ ତଥା ମନ୍ତ୍ରୀ ରାଜା ସ୍ବାଇଁ ଏବଂ ତାଙ୍କର ସମ୍ପର୍କୀୟମାନେ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଅଭୟ ବାରିକ। ଆଠଗଡ଼ ତହସି

ଚିକିତ୍ସା ପାଇଁ ଆସି ଏସସିବିରୁ ଫେରାର କଏଦୀ
ଅର୍ଗସ ବ୍ୟୁରୋ: କଟକ ଏସ୍ ସିବିରୁ ପୁଣି ଜଣେ କଏଦୀ ଫେରାର। ଚିକିତ୍ସା ପାଇଁ ଆସି ଏସସିବିରୁ ଫେରାର ହୋଇଗଲା କଏଦୀ। ଚୌଦ୍ୱାର ଜିଲ୍ଲାରୁ ଚିକିତ୍ସା ପାଇଁ ଆସିଥିଲା ଏସସିବି
ଫେରାର ଅଭିଯୁକ୍ତ । ନା ସାଜନ ଦାସ ଘ

କଟକ ଶିଶୁଭବନରେ ମା'ଙ୍କୁ ଅସମ୍ମାନ
ଅର୍ଗସ ବ୍ୟୁରୋ : କଟକ ଶିଶୁଭବନରେ ମା'ଙ୍କୁ ଅସମ୍ମାନ । ବିନା ନୋଟିସରେ ଏସଏଚଜି ମହିଳାଙ୍କୁ ଆହାର କେନ୍ଦ୍ରରୁ ବାହାର କରିଦେଲା ସିଏମସି । ଦଳୀୟ ଆଧାରରେ ଅନ୍ୟ ଏକ ଗ୍ରୁପକୁ କାମ ଦେଇ ମା' ଅନ୍ନପୂର୍ଣ୍ଣା ଏସଏଚଜି ଗ୍ରୁପ ମା'

ଯାତ୍ରା ପେଣ୍ଡାଲ ପାଲଟିଲା ରଣକ୍ଷେତ୍ର !
ସାମାନ୍ୟ ବଚସାରୁ ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ l ତିଗିରିଆ ଥାନା ନୂଆପାଟଣା ଚନ୍ଦନ ଯାତ୍ରା ସମୟରେ ତଳ ସାହିରେ ଘଟିଛି ଘଟଣା l
#ArgusNews #Cuttack #Athagarh #JatraPendal

ଧାନ ଖାଇଗଲେ ହାତୀ ପଲ !
କଟକ ବାଙ୍କୀ ଭଗିପୁର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ । ଧାନ ଖଳାରେ ପଶି ଧାନ ଖାଇଲେ ହାତୀ ପଲ ।
#ArgusNews #Cuttack #Banki #Elephant

ପୁସ୍ତକ ଚୟନରେ ଅନିୟମିତତା କରୁଛି ଓସେପା
ପୁସ୍ତକ ଚୟନରେ ଅନିୟମିତତା କରୁଛି ଓସେପା। ଏଭଳି ସାଙ୍ଘାତିକ ଅଭିଯୋଗ କରୁଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ବରିଷ୍ଠ ସାହିତ୍ୟକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ।
#ArgusNews #Book #OSEPA #Cuttack

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ
ବିବାଦ ବିଚ୍ଛେଦ ମାମଲାରେ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବିବାହ ବିଚ୍ଛେଦ ମାମଲା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କଲେ ଅନୁଭବଙ୍କ ଓକିଲ। ତେବେ ଜେରା ସମୟର

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ
ଓଡ଼ିଶା ହାଇକୋର୍ଟର ଡିଜିଟାଇଜେସନ, ପେପର ଲେସ କୋର୍ଟ ତଥା ଇ-କୋର୍ଟର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ।
#ArgusNews #Cuttack #ChiefJustice #OdishaHighCourt

ଭଣ୍ଡ ତାନ୍ତ୍ରିକ କୈଫି ଖାନର ଅନ୍ୟତମ ସହଯୋଗୀ ଗିରଫ
ଭଣ୍ଡ ତାନ୍ତ୍ରିକ କୈଫି ଖାନର ଅନ୍ୟତମ ସହଯୋଗୀ ଗିରଫ । ସହଯୋଗୀ ତଥା ଡ୍ରାଇଭର ଶେଖ ଇଶ୍ରାଇଲକୁ ଉଠେଇ ନେଲା ମଙ୍ଗଳାବାଗ ଥାନା ପୋଲିସ। କୈଫି ଖାନର ଠକ କାରବାରରେ ତାକୁ ସହଯୋଗ କରିଥିବା ନେଇ ହୋଇଛି ଅଭିଯୋଗ।
#ArgusNews #Cuttack

ଚୌଦ୍ବାର : ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ
ଚୌଦ୍ବାର ଟାଙ୍ଗୀ ବ୍ଲକ କରଞ୍ଜି ପଞ୍ଚାୟତ ହରିଡ଼ାପାଳ ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୨ବଖରା ଘର ଭସ୍ମ, ଜଣେ ମୃତ । ମୃତ ମହିଳା ହେଲେ ପୁଷ୍ପଲତା ମହନ୍ତା । ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଚୌଦ୍ବାର ଅଗ୍ନିଶମ ବାହିନ

ଅତିରିକ୍ତ ଜିଲ୍ଲପାଳଙ୍କ ଗାଡ଼ିକୁ ପିଟିଲା ମୋ ବସ୍
ଅତିରିକ୍ତ ଜିଲ୍ଲପାଳଙ୍କ ଗାଡ଼ିକୁ ପିଟିଲା ମୋ ବସ୍ । ଅଳ୍ପକେ ବର୍ତ୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ରାଜଭବନ ଛକରେ କଟକ ଏଡିଏମଙ୍କ ଗାଡ଼ିକୁ ଧକ୍କା ଦେଇଛି ମୋ ବସ୍ ।
#ArgusNews #Cuttack #SubCollector #CarAccident #MoBus

ମେ ମାସ ପହିଲାରୁ ବଢିବ ଛେନା ଦର
ମେ ମାସ ପହିଲାରୁ ବଢିବ ଛେନା ଦର। ପନିର ଓ ଖୁଆ ଦର ବି ବଢିବ । କ୍ଷୀରର ମୂଲ୍ୟବୃଦ୍ଧି ଓ ଗୋ ଖାଦ୍ୟର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁ ବଢିବ ଛେନା, ପନିର ଓ ଖୁଆ ଦର ।
#ArgusNews #Paneer #curd #Milk #cheese #PriceHike #Cuttack

ଅନ୍ୟପାଇଁ ପ୍ରେରଣା ସାଜିଛନ୍ତି ମହିଳା
#ଅନ୍ୟପାଇଁ_ପ୍ରେରଣା_ସାଜିଛନ୍ତି_ମହିଳା
ଦିନ ଥିଲା ଦିନେ ମହିଳା ମାନେ କେବଳ ଘର କାର୍ଯ୍ୟରେ ସମୟ ଅତିବାହିତ କରି ଦେଉଥିଲେ ହେଲେ ଆଜି ସମୟ ବଦଳିବା ସହିତ ଯୁଗ ବଦଳିଛି । ଆଉ ସମୟ ଅନୁସାରେ ଏହି ମହିଳା ମାନେ ନିଜେ ରୋଜଗାର କରିବା ସହି

ଧୁପଟଣାରେ ଥିବା ହୋଟେଲ ପଦ୍ମଜା ସିଲ
ମଧୁପଟଣାରେ ଥିବା ହୋଟେଲ ପଦ୍ମଜା ସିଲ । ସିଲ କଲା କଟକ ମହାନଗର ନିଗମ। ଟ୍ରେଡ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜ ପତ୍ର ନଥିବାରୁ ସିଲ କଲା ସିଏମସି। ଗତ କିଛି ଦିନ ତଳେ ଏହି ହୋଟେଲରେ ଜଣେ ଯୁବତୀଙ୍କୁ ହୋଟେଲର କର୍ମଚାରୀ ଦୁଷ୍କର୍ମ କରିଥିବ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀରେ ରାଜ୍ୟପାଳ
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀରେ ଯୋଗ ଦେଲେ ଓଡ଼ିଶାର ମହାମହିମି ରାଜ୍ୟପାଳ ।
#ArgusNews #Cuttack #saraswatishishuvidyamandir #SilverJubilee #governer #GaneshiLal