ରେଡ କର୍ଣ୍ଣର ନୋଟିସ ହଟିଥିଲେ ବି ଗିରଫ ହେବ ପଳାତକ ମେହୁଲ ଚୋକସୀ
15 results found for "Islamabad"

22 କୋଟି ପାକିସ୍ତାନୀଙ୍କୁ ରହିବାକୁ ପଡିଲା ବିନା ବିଜୁଳିରେ
ଅର୍ଗସ ବ୍ୟୁରୋ: ଆର୍ଥିକ ସଙ୍କଟର ମୁକାବିଲା କରୁଥିବା ପାକିସ୍ତାନ ପାଇଁ ସମସ୍ୟା କମ୍ ହେବାର ନାମ ନେଉ ନାହିଁ । ପାକିସ୍ତାନରେ ଇସଲାମାବାଦ ଠାରୁ ଆରମ୍ଭ କରି ଲାହୋର ଯାଏ ପାଖାପାଖି ସମସ୍ତ ବଡ ସହରରେ ବିଜୁଳି ଚାଲି ଯାଇଛି । ପାକିସ୍ତା

ତୈଳ ଆମଦାନୀ କରିବାକୁ ନାହିଁ ପାକିସ୍ତାନ ସରକାର ନିକଟରେ ଅର୍ଥ
ଅର୍ଗସ ବ୍ୟୁରୋ: ଏକ ପ୍ରକାର ଦିବାଳିଆ ପରିସ୍ଥିତିର ଶୀକାର ହୋଇ ସାରିଥିବା ପାକିସ୍ତାନରେ ବିଜୁଳି ସଂକଟ ଘନୀଭୂତ ହେବାରେ ଲାଗିଛି । ବିଜୁଳି ସଂକଟ କାରଣରୁ ପାକିସ୍ତାନର ସବୁ ବର୍ଗ ମଧ୍ୟରେ ଅସନ୍ତୋଷ ରହିଛି ।ପାକିସ୍ତାନର ଶାହବା

ଭାରତର ବିଦେଶ ନୀତିକୁ ପ୍ରଶଂସିଲେ ଇମରାନ୍ ଖାନ୍
ଅର୍ଗସ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିତର୍କ ଉଗ୍ର ହେବାରେ ଲାଗିଛି। ଶୁକ୍ରବାର ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଦ୍ୱାରା ଆରମ୍ଭ ହୋଇଥିବା ଆଜାଦୀ ମାର୍ଚ୍

ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି
ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ଜଣେ ମହିଳା ଜଜ୍ଙ୍କୁ ଧମକାଇବା ଅଭିଯୋଗରେ ମାଜିଷ୍ଟ୍ରେଟ୍ ଏହି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଏହ

ମସୁଦ ଅଜହର ସମ୍ପର୍କରେ କିଛି ଜାଣି ନାହାନ୍ତି ପାକ ପିଏମ
ଅର୍ଗସ୍ ବ୍ୟୁରୋ : ସମରକନ୍ଦରେ ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହଜାଦ ହୁସେନ ମଧ୍ୟ ପହଂଚିଛନ୍ତି । ତେବେ ପାକିସ୍ତାନ ଦ୍ୱାରା ଲଗାତାର ଭାବେ ଆତଙ୍କବାଦକୁ ଭାରତ ବିରୋଧରେ ନୀତି କରିବା ତାଙ୍କର ପିଛା ଛାଡୁ ନାହିଁ

ସିଂହ ବିକ୍ରିକରି ଚଳିବ କାଙ୍ଗାଳ ପାକିସ୍ତାନ
ଅର୍ଗସ ବ୍ୟୁରୋ : ଆତଙ୍କବାଦି କ୍ଷେତ୍ରରେ ଆଗୁଆ ରହି ଆସିଥିବା ପାକିସ୍ତାନ ଏବେ ଅର୍ଥନୀତି କ୍ଷେତ୍ରରେ ବହୁ ପଛରେ । ସରକାରଙ୍କ ଦିଗହରା ରଣନୀତି ଯୋଗୁଁ କାଙ୍ଗାଳ ପାଲଟିଛି ପାକିସ୍ତାନ । ଆଉ ଦୋହଲି ଯାଇଛି ଦେଶର ଆର୍ଥିକ ମେରୁଦଣ୍ଡ

MANTABYA : ITR ରୁ ଇସଲାମାବାଦ
MANTABYA : ITR ରୁ ଇସଲାମାବାଦ
#Mantabya #Balasore #Chandipur #DRDO #dataleak #Honeytrapcase #Facebookaccount #Islamabad #Odisha

ହିନ୍ଦୁ ନେତାମାନଙ୍କୁ ମାରିବା ପାଇଁ କରାଯାଇଥିଲା ଷଡଯନ୍ତ୍ର
#ହିନ୍ଦୁ_ନେତାମାନଙ୍କୁ_ମାରିବା_ପାଇଁ_କରାଯାଇଥିଲା_ଷଡଯନ୍ତ୍ର
ଦକ୍ଷିଣ ଭାରତରେ ‘ଇସଲାମୀ କାଲିଫେଟ ’ ପାଇଁ ଆତଙ୍କବାଦୀଙ୍କ ପ୍ରୟାସ I ଅଲ ହିନ୍ଦ ମଡ୍ୟୁଲର ଆଇଏସଆଇଏସ ଆତଙ୍କବାଦୀ ମାନଙ୍କ ଦ୍ୱାରା କରା ଯାଉଥିଲା ଚେଷ୍ଟା I

ଚେତାବନୀ ଦେଲେ ସରକାର, ଟିକା ନିଅ ନ ହେଲେ ଦଣ୍ଡ
ଅର୍ଗସ ବ୍ୟୁରୋ: ଟିକା ଦିଆଯିବ ବୋଲି ଶୁଣିଲେ ଗାଁରେ ତାଟି କବାଟ ପଡିଯାଉଛି। ଲୋକେ ଛାନିଆ ହୋଇପଡୁଛନ୍ତି ବୋଲି ଏମିତି ପେଖନା କାଢୁଛନ୍ତି। ସେମାନେ ଭାବୁଛନ୍ତି କାଳେ ଟିକା ନେଲେ ଦେହ ବେଶି ଖରାପ ହେଇଯିବ।
ବେଳେ ବେଳେ ସେମାନଙ୍କ

ଶେଷରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, କୁଳଭୂଷଣ ଯାଦବଙ୍କୁ ମିଳିଲା ଅପିଲ କରିବାର ଅଧିକାର
ଅର୍ଗସ ବ୍ୟୁରୋ: କୁଳଭୂଷଣ ଯାଦବ ମାମଲାରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । କୁଳଭୂଷଣ ଯାଦବଙ୍କୁ ମିଳିଲା ଅପିଲ କରିବାର ଅଧିକାର । ଦଣ୍ଡ ବିରୋଧରେ କେଉଁଠି ବି କରିପାରିବେ ଅପିଲ । ପାକିସ୍ତାନ ସଂସଦରେ ଏନେଇ ବିଲ୍ ପାସ୍ ହୋଇଛ

ଇସଲାମାବାଦ ବିଶ୍ୱବିଦ୍ୟାଳୟରେ ହୋଲି
ସିନ୍ଧି ଛାତ୍ରମାନେ ଇସଲାମାବାଦ ବିଶ୍ୱବିଦ୍ୟାଳୟରେ ହୋଲି ପାଳନ କରିଛନ୍ତି...
#ArgusNews #National #Holi

କୁଲଭୂଷଣ ଯାଦବଙ୍କ ଦଣ୍ଡର ସମୀକ୍ଷା ପାଇଁ ବିଧେୟକକୁ ମଞ୍ଜୁରୀ ଦେଲା ପାକିସ୍ତାନ ନ୍ୟାସନାଲ ଆସେମ୍ବଲି
ଅର୍ଗସ ବ୍ୟୁରୋ: ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ଲ୍ ଏବଂ ଜଷ୍ଟିସ୍ ଷ୍ଟାଣ୍ଡି କମିଟି କୁଲଭୂଷଣ ଯାଦବଙ୍କ ଦଣ୍ଡର ସମୀକ୍ଷା ପାଇଁ ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଧେୟକ ଅନ୍ତର୍ଜାତୀୟ କୋର୍ଟର ନିର୍ଦ୍ଦେଶନାମାକୁ ପାଳନ କରୁଛି

ପାକିସ୍ତାନକୁ ଏଫ୍ଏଟିଏଫ୍ର ଝଟ୍କା
ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ୍ ଫୋସ୍ ବା ଏଫ୍ଏଟିଏଫ୍ର ବୈଠକ ବସିବା ପୂର୍ବରୁ ପାକିସ୍ତ।।ନକୁ ଲାଗିଛି ଶକ୍ତ ଝଟ୍କା । ୨୦୧୮ରୁ ଆତଙ୍କବାଦୀ ଦେଶ ଭାବରେ ରହିଥିବା ଗ୍ରେ ଲିଷ୍ଟ୍ରୁ ନାଁ ହଟିଇବାକ

ପାକିସ୍ତାନର ଆତଙ୍କବାଦୀ ଲିଷ୍ଟରେ ଦାଉଦର ନାଁ, ବିଦେଶ ଯାତ୍ରା ଉପରେ ଲାଗିଲା ରୋକ
ନୂଆଦିଲ୍ଲିୀ: ଶେଷରେ ଏଫଏଟିଏଫର ଗ୍ରେ ଲିଷ୍ଟରୁ ନିଜକୁ ମୁକୁଳାଇବା ପାଇଁ ପାକିସ୍ତାନ 88 ଆତଙ୍କାବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ଲିଷ୍ଟରେ ଭାରତରେ ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମ୍

ପାକିସ୍ତାନକୁ କାଶ୍ମୀର ଛାଡ଼ିବାକୁ ଚେତାବନୀ ଦେଲା ଆଫ୍ଗାନିସ୍ତାନ !
ଅର୍ଗସ ବ୍ୟୁରୋ: କାଶ୍ମୀର ଛାଡ଼ିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଲା ଆଫ୍ଗାନିସ୍ତାନ । କାଶ୍ମୀରକୁ ଏକଲା ଛାଡ଼ି ଦେଉ ପାକିସ୍ତାନ । ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇ ଜାଣିଶୁଣି ପରିସ୍ଥିତିକୁ ବିଗାଡ଼ୁଛି ଆଉ ଆଶାନ୍ତ