ଥମୁନି ଆବାସ ତାତି
2371 results found for "Jajpur"

ଯାଜପୁର ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଅର୍ଗସ ବ୍ୟୁରୋ: ଆସନ୍ତା ୮ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ଯାଜପୁର ମହୋତ୍ସବ ୨୦୨୩ । ଯେଉଁଥିପାଇଁ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ଯାହା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ କରାଯାଉଛ

ଯୁବକଙ୍କ ଭାଇରାଲ ନାଗୀନ ଡ୍ୟାନ୍ସ !
ସରସ୍ବତୀ ପୂଜା ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପଦା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଦୁଇ ଯୁବକ ନାଗୀନ ଡ୍ୟାନ୍ସ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି...।
#ArgusNews #Jajpur #Binjharpur

୧୨ପ୍ରକାର ଚାଷ କରିଛନ୍ତି ଦିବ୍ୟାଙ୍ଗ ଚାଷୀ !
#୧୨ପ୍ରକାର_ଚାଷ_କରିଛନ୍ତି_ଦିବ୍ୟାଙ୍ଗ_ଚାଷୀ !
ଜନ୍ମରୁ ସେ ଦିବ୍ୟାଙ୍ଗ । କିନ୍ତୁ ଚାଷ କରି ପ୍ରତିପୋଷଣ କରୁଛନ୍ତି ୬ ପ୍ରାଣୀ କୁଟୁମ୍ବ । ତାଙ୍କର ଡାହାଣ ଗୋଡ଼ ସାମାନ୍ୟ ଛୋଟ ହୋଇଥିବାରୁ ସମାଜ ଦୃଷ୍ଟିରେ ସେ ଜଣେ ଭିନ୍ନକ୍ଷମ । କିନ୍ତ

ଜାତୀୟ ଶିକ୍ଷାଦାନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି
ଯାଜପୁର କଳିଙ୍ଗନଗର ଠାରେ ନେସନାଲ୍ ଆପ୍ରେଣ୍ଟିସିପ୍ ଆୱାରନେସ୍ ଓ୍ବାର୍କସପ୍ ବା ଜାତୀୟ ଶିକ୍ଷାଦାନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଯାଜପୁର ସମେତ କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ୩ଟି ଜିଲ୍ଲାକୁ ନେଇ ଏହି କର୍ମଶାଳାର ଆୟୋଜ

ସାଧା ପୋଷାକରେ ଅଭିଯୁକ୍ତକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ
ସାଧା ପୋଷାକରେ ଅଭିଯୁକ୍ତକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ । ଯାଜପୁର ବିଂଝାରପୁର ଥାନା ବରୀକୁଳ ଗାଁର ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛି ପୋଲିସ।
#ArgusNews #Jajpur #police #attacked

ଖବର କାଗଜ ହକରରୁ ସରକାରୀ ଚାକିରୀ !
ଖବର କାଗଜ ହକରରୁ ସରକାରୀ ଚାକିରୀ !
ଦିନେ ଘରେ ପଖାଳ ସାଙ୍ଗକୁ ଥିଲା କେବଳ ପିଆଜ। ସାଇକେଲରେ ବୁଲିବୁଲି ଖବର କାଗଜ ବିକିଲେ ଚଳୁଥିଲା ପରିବାର ; ଉଠୁଥିଲା ପାଠପଢ଼ା ଖର୍ଚ୍ଚ । ଉତ୍କଟ ଦାରିଦ୍ର ଏଭଳି ଭାବେ ଦାଉ ସାଧିଥିଲା ଯାଜପୁର ଜିଲ୍ଲ

ବାଲି ମାଫିଆଙ୍କ ଆତଙ୍କ
ଅର୍ଗସ ବ୍ୟୁରୋ : ବାଲେଶ୍ବର ଦହପଡା କଣ୍ଟାବଣିଆରେ ବାଲି ମାଫିଆଙ୍କ ଆତଙ୍କ । କସବା ଖାଦାନ ଅଂଚଳରେ ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ଼ ମାରିଲେ ବାଲି ମାଫିଆ । ଉପଜିଲ୍ଲାପାଳ କୁନାଲ ସିତାରାମ ଚଓ୍ବାଣଙ୍କ ସହ ଡ୍ରାଇଭରଙ୍କୁ ମୁଣ୍ଡରେ ପଥ

ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା
ଅର୍ଗସ ବ୍ୟୁରୋ : ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା । ସ୍କୁଲ ଗେଟରେ ପକାଇଲେ ତାଲା । ଯାଜପୁର ରସୁଲପୁର ବ୍ଲକ ରାଉତରାପୁର ଦର୍ଶନ ନୋଡାଲ ସ୍କୁଲରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍

ଦତ୍ତପୂର୍ ପଞ୍ଚାୟତର ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ
ଯାଜପୁର ଦଶରଥପୂର୍ ବ୍ଲକ ଅନ୍ତର୍ଗତ ଦତ୍ତପୂର୍ ପଞ୍ଚାୟତର ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ । ମିଳୁନି ଭତା, ମିଳୁନି ରାସ୍ତା, ମିଳୁନି ଆବାସ ଯୋଜନା ଯାହାକୁ ନେଇ ବିଡ଼ିଓଙ୍କୁ ଅଭିଯୋଗ ଦେଲେ ଶତାଧିକ ଗ୍ରାମବାସୀ
#ArgusNews

ଇଚ୍ଛାପୁର ବୀଣାପାଣି ପୂଜା କମିଟି ଦ୍ୱାରା ବାଦୀ ପାଲା
ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଵାଇଁଶୀରିଆ ଗ୍ରାମପଞ୍ଚାୟତର ଇଚ୍ଛାପୁର ଗ୍ରାମର ବୀଣାପାଣି ପୂଜା କମିଟି ଦ୍ୱାରା ନବମ ବାର୍ଷିକ ଚାରିରାତ୍ରି ବ୍ୟାପି ଗାୟକ ଉଜ୍ୱଳ ବିଜୟକୁମାର ଓଝା ଓ ଗାୟକ ପିହୁଷ ସତ୍ୟନାରାୟଣ ଜେନାଙ୍କ ଦ୍ୱାରା ବାଦ

ବ୍ଲକ ସମ୍ମୁଖରେ ଭାରତୀୟ ଜନତା ପାର୍ଟିର ଗଣଧାରଣା
ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ତାଲିକାରେ ବ୍ୟାପକ ଅନିୟମିତତା କରିଥିବା ରାଜ୍ୟ ସରକାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଇଁ ଯାଜପୁର ଦାନଗଦି ବ୍ଲକ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ଦଳର ଗଣଧାରଣା
#ArgusNews

ନବନିର୍ମାଣ କୃଷକ ସଂଗଠନର ଗଣଧାରଣା
ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ତହସିଲ କାର୍ଯ୍ୟଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ଗଣଧାରଣା। ଚାଷୀଙ୍କୁ ଅବିଳମ୍ବେ ଫସଲ କ୍ଷୟ କ୍ଷତି ସହାୟତା ରାଶି ପ୍ରଦାନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ବିଂଝାରପୁର ଶାଖା ପକ୍ଷରୁ ତହସି

ମୋବାଇଲ ସ୍କିର୍ଡ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ
ଅର୍ଗସ ବ୍ୟୁରୋ:ଯାଜପୁର ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ପକ୍ଷରୁ ବେଣାପୁର ଓ ସୋଲେଇ ଛକରେ ଚଢ଼ାଉ। ଦୁଇ କୁଣ୍ଟାଲ ଭାଙ୍ଗ,115ଲିଟର ମଦ ଜବତ,4ଗିରଫ l ସୂଚନା ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମା

ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା
#ଲିଙ୍ଗେଶ୍ୱର_ଉନ୍ନୟନ_କମିଟି_ପକ୍ଷରୁ_ତହସିଲ_କାର୍ଯ୍ୟାଳୟ_ଆଗରେ_ଧାରଣା !
ବ୍ୟାସନଗର ତହସିଲ ଅଂଚଳରେ ଚାଲୁଥିବା ବାଲିଘାଟର ଲିଜଧାରୀ ମାନେ ସରକାରୀ ନିୟମ ମାନୁ ନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ବିଶେଷ ଭାବରେ ଏହି ବାଲିଘାଟର

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ଗଛ ମଣିଷ ଗୁଣ୍ଠିରାମ ଜେନା !
ଗଛ ମଣିଷ ଖବର ଅର୍ଗସରେ ପ୍ରସାରଣ ହୋଇଥିଲା ଆଉ ଆଜି ସେହି ସମାଜ ସେବୀ ଗଛ ମଣିଷ ଗୁଣ୍ଠିରାମ ଜେନାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରାଯିବା ସହ ଉତ୍ସାହିତ କରିଛନ୍ତି
#ArgusNews #Jajpur #TreeMan

ଯାଜପୁର ପ୍ରେସ କ୍ଲବ ପକ୍ଷରୁ ପ୍ରତିବାଦ କରାଯାଇଛି
ଯାଜପୁରରେ ସାମ୍ବାଦିକଙ୍କୁ ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଓୟୁଜେ ସାମ୍ବାଦିକ ସଙ୍ଘ ଓ ଯାଜପୁର ପ୍ରେସ କ୍ଲ

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଆଜି ସୁକିନ୍ଦା ବ୍ଲକ ସମ୍ମୁଖରେ ଧାରଣା
ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଆଜି ସୁକିନ୍ଦା ବ୍ଲକ ସମ୍ମୁଖରେ ଧାରଣା
#ArgusNews #AwasYojanaScam #Protest #BJP #Jajpur

ସମୀର ମହାନ୍ତିଙ୍କ ନିର୍ଦେଶ କ୍ରମେ ବିକ୍ଷୋଭ ଓ ଗଣଧାରଣା
ଯାଜପୁର: ରାଜ୍ୟର ୩୧୪ ବ୍ଲକରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିର୍ଦେଶ କ୍ରମେ ବିକ୍ଷୋଭ ଓ ଗଣଧାରଣା ଦିଆଯାଉଛି l ଏହି କ୍ରମରେ ଯାଜପୁର ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତ

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ମାଆ ବିରଜାଙ୍କ ଜନ୍ମୋତ୍ସବ
ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ମାଆ ବିରଜାଙ୍କ ଜନ୍ମୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ । ପରମ୍ପରା ଅସୁସାରେ ସମସ୍ତ ନୀତି ସ୍ଥିର ହୋଇଥିବା ବେଳେ ଭକ୍ତଙ୍

ଭୁବନେଶ୍ବରରେ ବିଜୁ ବାବୁଙ୍କ ଡାକୋଟା
ଭୁବନେଶ୍ୱର: ଲମ୍ବା ପ୍ରତିକ୍ଷାର ହୋଇଛି ଅନ୍ତ । ଭୁବନେଶ୍ବରରେ ପହଞ୍ଚିଛି ବିଜୁ ବାବୁଙ୍କ ଡାକୋଟା ବିମାନ । ଟ୍ରକ ଯୋଗେ ଏହି ବିମାନ ଓଡ଼ିଶା ସୀମାରେ ପ୍ରବେଶ କରିବା ପରେ ବିଭିନ୍ନ ସ୍ଥାନରେ ଏହାକୁ ଦେଖିବାକୁ ଲୋକେ ଉତ୍ସାହର ସହ ଅପେକ୍ଷ

କୂଅ ଉପରେ ନିର୍ଭର କରୁଛନ୍ତି ଲୋକେ
ଅର୍ଗସ ବ୍ୟୁରୋ:ଗ୍ରାମାଞ୍ଚଳରେ ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି l କିନ୍ତୁ ବାସ୍ତବରେ ଏହା ଲୋକମାନଙ୍କ ପାଖରେ କେତେ ପହଁଚୁଛି ତାହାର ଉଦାହରଣ ଏହି ଗୌରାପାଳ ଗାଁ l ଯାଜପୁର ଜିଲ୍ଲା କୋରାଇ ବ୍ଲକ ପଛୀକୋ

ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ
ଯାଜପୁର : ଯାଜପୁର ଯାଜପୁର ଜିଲା ବିଂଝାରପୁର ରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ। ପ୍ରଭୂ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦି

ବିବେକାନନ୍ଦଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବପୀଢ଼ି
ଅର୍ଗସ ବ୍ୟୁରୋ : ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଜୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲାରେ ଛାତ୍ରଛାତ୍ରୀ

ଚିକିତ୍ସାଧୀନ ଅବସ୍ଥାରେ ଜଣେ ବର୍ଷକର ଶିଶୁର ମୃତ୍ୟୁ
ଅର୍ଗସ ବ୍ୟୁରୋ: ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ବ୍ୟାସନଗର ପୌରାଞ୍ଚଳର ଗଣେଶବଜାର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଘରୋଇ ହୋମିଓ ପାଥିକ କ୍ଲିନକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଏକ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି