Prime Odisha @ 7 Pm
1344 results found for "KHORDHA"

୫ଟି ମାଙ୍କଡା ପଥର ବୋଝେଇ ଗାଡି ଜବତ, ପୋଲିସର ତଦନ୍ତ ଜାରି
ଅର୍ଗସ ବ୍ୟୁରୋ: ପୁଣି ପଥର ମାଫିଆ ସକ୍ରିୟ। ରାତିରେ କାଟି ନେଉଛନ୍ତି ଶହ ଶହ ଟ୍ରିପ୍ ମାଙ୍କଡା ପଥର। ଅଭିଯୋଗ ପରେ କୁହୁଡି ଫାଣ୍ଡି ପୋଲିସ୍ ନରମାନବୀ ନିକଟରେ ଚଢାଉ କରି ୫ଟି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରିଛି। ଖୋର୍ଦ୍ଧା

ଶୌଚ ପାଇଁ ଯିବାବେଳେ ଦଳିଦେଲା ଦନ୍ତା
ଅର୍ଗସ ବ୍ୟୁରୋ: ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଜଣେ ମୃତ। ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତ ଦଲକ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ମୃତକ ସେହି ଗାଁର ଦେବରାଜ ହରିଚନ୍ଦ

ଟ୍ରେନ ଟ୍ରାଜେଡି, ଲୋକ ପାଇଲଟ ଅସୁସ୍ଥ
ଅର୍ଗସ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ୍ ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ଏବେ ଗୁରୁତର। ଲୋକ ପାଇଲଟ ହଜାରି ବେହେରାଙ୍କର ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ନିକଟସ୍ଥ ସୋରଣ ଗ୍ରାମରେ । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣ

ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ପକ୍ଷରୁ ଚାଲିଛି ରେଡ୍
ଅର୍ଗସ ବ୍ୟୁରୋ: ଆକ୍ସନରେ IT ବିଭାଗ । ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ଚାଲିଛି ରେଡ୍ । କମ୍ପାନୀର ବିଭିନ୍ନ ଶାଖା ଉପରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ବେଳେ ଖୋର୍ଦ୍ଧ

ପାଣି ପିଇବାକୁ ଆସି କୂଅରେ ଫସିଲା ଜଂଗଲି କୁଟୁରା
ଖୋର୍ଦ୍ଧା: ପାଣି ପିଇବାକୁ ଆସି କୂଅରେ ଫସିଲା ଜଂଗଲି କୁଟୁରା। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ବନାଚଂଳ ନୂଆଗଡ ଗ୍ରାମପଂଚାୟତ ହରିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ କୂଅରେ ଏକ ଜଂଗଲି କୁଟୁରା ଫସି ରହିଥିଲା। ପରିବାର ଲୋକେ କୂଅରୁ ପାଣି ଆଣିବାକ

ଲଭ ଜିହାଦ୍ ଘଟଣା, ପୋଲିସର ଅଭିଯୁକ୍ତକୁ ଅନୁକଂପା ବିରୋଧରେ ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଲଭ ଜିହାଦ୍ ଘଟଣାରେ ପୋଲିସର ଅଭିଯୁକ୍ତକୁ ଅନୁକଂପା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ-ଭିଏଚପିର ହଲ୍ଲାବୋଲ । ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଜଣେ ଡିଏସପି ପାହ୍ୟାର ଜଣ

ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ
ଅର୍ଗସ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ସାନକୁମାରୀ ଗାଁର ବିକ୍ରମ ରାଉତ ଗାଁର ମଙ୍ଗଳା ମନ୍ଦିର ନିକଟରେ ଛିଡା ହୋଇଥିବା ସମୟର

ଖୋର୍ଦ୍ଧାରେ ବ୍ଲାକ ପଲସର ଆତଙ୍କ
ଅର୍ଗସ ବ୍ୟୁରୋ : ଖୋର୍ଦ୍ଧାରେ ବ୍ଲାକ ପଲସର ଆତଙ୍କ । ସାମନ୍ତରାପୁର ଛକରୁ ଏକ ଫାଇନାନ୍ସ କମ୍ପାନି ଏଜେଣ୍ଟଙ୍କ ଠାରୁ 7 ଲକ୍ଷ 28 ହଜାର ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଲେ ଲୁଟେରା । କମ୍ପାନି ପକ୍ଷରୁ ଥାନାରେ ଏ ନେଇ ଲିଖିତ ଅଭିଯୋ

କାରରେ ଗଞ୍ଜେଇ ଚାଲାଣ, ଗିରଫ ହେଲେ ୨ ଯୁବକ
ଖୋର୍ଦ୍ଧା : କାର ରେ ହେଉଥିଲା ଗଞ୍ଜେଇ ଚାଲାଣ। ଗିରଫ ହେଲେ ୨ ଯୁବକ । ଜଟଣୀ ପୋଲିସ ସ୍ଥାନୀୟ ଗୋଲେଇ ମାର୍କେଟ ରେ ଚଢ଼ାଉ କରି ୨୮ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି।
ଏଥିସହ ଗୋଟିଏ ୪ ଚକିଆ ଯାନ ଓ ନଗଦ ୪୧୦

ଧର୍ମ ପରିବର୍ତ୍ତନ କର, ତାପରେ ନିକାହ କରିବି
ଅର୍ଗସ ବ୍ୟୁରୋ: ଗୋ ମାଂସ ଖାଅ, ନହେଲେ ଅନ୍ୟ ଝିଅକୁ ବାହା ହେଇଯିବି। ମୋ ହାତରେ ବିଧାୟକ ଅଛନ୍ତି। ଓଡ଼ିଶାରେ THE KERALA STORY। ଜଣେ ହିନ୍ଦୁ ଯୁବତୀଙ୍କୁ ତାଙ୍କ ବଯଫ୍ରେଣ୍ଡଙ୍କ ଧମକ ଅଭିଯୋଗ।ଏତଲାରେ ଏ ସବୁ ଉଲ୍ଲେଖ କରିଛନ୍ତ

ପାଖେଇ ଆସୁଛି ଘୋଷଯାତ୍ରା, ଚଳଚଞ୍ଚଳ ରଥଖଳା
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ଓଡ଼ିଆ ଜାତିର ମଉଡମଣି ପୁରୁଷୋତ୍ତମ ମହାପ୍ରଭୁ ଜଗନ୍ନାଥ ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଂଚଳ ରଥଖଳା । ଚାଲିଛି ଭଳି କି ଭଳି ପାଟ୍ଟ ବୁଣା । ବୁଣାକାରମାନେ ସେମାନଙ୍କ କୁଶଳୀ ହାତର

ଚିଲିକାରୁ ଡଙ୍ଗାରେ ଫେରୁଥିବା ସମୟରେ ଅଘଟଣ
ଖୋର୍ଦ୍ଧା: ଚିଲିକାରେ କାଳବୈଶାଖିର ତାଣ୍ଡବ ଯୋଗୁଁ ଅଘଟଣ। ଖୋର୍ଦ୍ଧା ଟାଗିଂ ଥାନା ସରସ୍ଵତୀ ନଗର ନିକଟ ଚିଲିକାରେ ଘଟିଛି ଅଘଟଣ। ଅପରାହ୍ନରେ ମତ୍ସ୍ୟଜୀବୀ ମାନେ ମାଛ ମାରି ଚିଲିକାରୁ ଡଙ୍ଗାରେ ଫେରୁଥିବା ସମୟରେ ଅଚାନ

ଜଟଣୀ ବାଇପାସ୍ରେ ମୋ ବସ ସହିତ ଟ୍ରକ ଧକ୍କା
ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ମୋ ବସ ସହିତ ଟ୍ରକ ଧକ୍କାରେ କିଛି ଲୋକ ଆହତ ହୋଇଥିବା ସୂଚନା । ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
#ArgusNews #Khordha

ଚିଲିକାରେ ନିଆଁ
ଖୋର୍ଦ୍ଧା ଚିଲିକା କାଳୁପଡ଼ା ଘାଟରେ ଅଗ୍ନିକାଣ୍ଡ।
#ArgusNews #FireMishap #Khordha #Chilika

ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ କ୍ୟାମେରା ମନା !
#ମୁଖ୍ୟମନ୍ତ୍ରୀ_ସଭାସ୍ଥଳକୁ_କ୍ୟାମେରା_ମନା !
ସାମ୍ଵାଦିକଙ୍କୁ କାହିଁକି ଭୟ କରୁଛନ୍ତି ମୁଖ୍ୟମନ୍ତ୍ରୀ !
#ArgusNews #CMNaveenPatnaik #Journalist #neglected #Alligation #Khordha

ଆଜି ହେଉଛି ବିଶ୍ବ ଐତିହ୍ୟ ଦିବସ ।
ଆଜି ହେଉଛି ବିଶ୍ବ ଐତିହ୍ୟ ଦିବସ ।
ଆମ ରାଜ୍ୟ ଓଡିଶା ରେ ଅନେକ ଐତିହ୍ୟ କୀର୍ତ୍ତିମାନ ଆଜିପର୍ଯ୍ୟନ୍ତ ଲୁକାୟତ ଅବସ୍ଥାରେ ଥିବା ସହ ଅନେକ ଭାଙ୍ଗି ଯିବାକୁ ବସିଲାଣି । ପାଇକ ଗଡ଼ ଭାବରେ ସୁପରିଚିତ ଓ ବିଖ୍ୟାତ ଥିବା ଖୋର୍ଦ୍ଧାରେ ଅନେ

ଖୋର୍ଦ୍ଧାରେ G20 ଜନ ଭାଗିଦାରୀରେ ହେରିଟେଜ ଦିବସ ପାଳନ
ଖୋର୍ଦ୍ଧାରେ G20 ଜନ ଭାଗିଦାରୀ ଉପଲକ୍ଷେ ଆଇ ଆଇ ଟି ଟି ଏମ ଓ ଇଂଟାକ ପକ୍ଷ ରୁ ଆଜି ହେରିଟେଜ ଦିବସ ଅବସରରେ ଖୋର୍ଦ୍ଧା ନରନଗଡ଼ର ଭୋଗପୁର ଗଜାସୀମହ ମଣ୍ଡପ ଠାରେ ପାଳିତ ହୋଇଯାଇଛି । କିଭଳି ପ୍ରାଚୀନ ଭଗ୍ନାଶକୁ ରକ୍ଷଣ ବେକ୍ଷଣ କରାଯିବ ସ

Headlines@ 11 am | 16 April 2023 | Argus News
Headlines@ 11 am | 16 April 2023 | ArgusNews
+ ଅର୍ଗସ EXCLUSIVE
+ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ଭାଇ ଅସ୍ରଫକୁ ଗୁଳି କରି ହତ୍ୟା
+ ଡେପୁଟି ସିଏମ୍ ପରେ ସିଏମ୍ କେଜ୍ରିୱାଲ
+ ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ

ଓଡ଼ିଶାର ସଂସ୍କୃତି ପରମ୍ପରା ବିରୋଧୀଙ୍କ ଫଟୋରେ ଉତ୍କଳ ଦିବସର ବାର୍ତ୍ତା
#ସୈତାନର_ବେଦପାଠ !
#ଓଡ଼ିଶାର_ସଂସ୍କୃତି_ପରମ୍ପରା_ବିରୋଧୀଙ୍କ_ଫଟୋରେ_ଉତ୍କଳ_ଦିବସର_ବାର୍ତ୍ତା
ଖୋର୍ଦ୍ଧା ବେଗୁନିଆର ଗାଁ ଗାଁରେ ମାନବବାଦର ମୁଖ୍ୟ ଭଣ୍ଡ ଗୁରୁଜୀ ମାନସ ଦାସଙ୍କ ଫଟୋ । ଉତ୍କଳ ଦିବସର ଶୁଭେଚ୍ଛା ନାଁରେ ସଂଗଠନ ବଢାଇବା

ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମେରୁଯାତ୍ରା ଅନ୍ୟତମ
ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମେରୁଯାତ୍ରା ଅନ୍ୟତମ । ମେରୁଯାତ୍ରା ଉପଲକ୍ଷେ ଖୋର୍ଦ୍ଧା ଉପରସାହି କାମନା ମନ୍ଦିର ଠାରେ ୪୦ରୁ ଊର୍ଦ୍ଧ୍ୱ ମାନସିକଧାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ଏହି ପର୍ବକୁ ପାଳ

ଜେଲ୍ରୁ ୧୦ଫୁଟ ଲମ୍ବର ଅହିରାଜ ଉଦ୍ଧାର
ଖୋର୍ଦ୍ଧା ଜିଲ୍ଲାର ବାଣପୁର ସବ୍ ଜେଲ୍ରୁ ଉଦ୍ଧାର ହୋଇଛି ଏକ ବିରାଟ ଅହିରାଜ ସାପ ।
#ArgusNews #Khordha #Banapur #Subjail #SnakeRescue

ଦଣ୍ଡ ନୃତ୍ୟ କ'ଣ ବୁଝାଇଲେ ଚଢ଼େୟା ବୀର
ଶ୍ରୀ ବାବା ବ୍ରହ୍ମେଶ୍ୱର ଦେବଙ୍କ ଦଣ୍ଡ ନୃତ୍ୟ ସମ୍ପୁର୍ଣ୍ଣ ନିଆରା । ଆସନ୍ତୁ ଦେଖିବା କିଭଳି ହୋଇଥାଏ ଏହି ଦଣ୍ଡ ନୃତ୍ୟ ଏବଂ ଦଣ୍ଡ ନୃତ୍ୟ କଣ ତାହା ବୁଝାଇ କହିଛନ୍ତି ଚଢ଼େୟା ବୀର।
#ArgusNews #DandaJatra #DandaNacha #ritual

ବାବା ବ୍ରହ୍ମେଶ୍ୱରଙ୍କ ଦଣ୍ଡ ନୃତ୍ୟ ସମ୍ପୁର୍ଣ୍ଣ ନିଆରା
ଖୋର୍ଦ୍ଧା ଜିଲ୍ଲାର ସୋରଣ ଗ୍ରାମର ପ୍ରସିଦ୍ଧି ଠାକୁର ଶ୍ରୀ ଶ୍ରୀ ବାବା ବ୍ରହ୍ମେଶ୍ୱର ଦେବଙ୍କ ଦଣ୍ଡ ନୃତ୍ୟ ସମ୍ପୁର୍ଣ୍ଣ ନିଆରା।
#ArgusNews #DandaJatra #DandaNacha #ritual #performed #devotees #Khordha

ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକଳ ଚିତ୍ର
ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକଳ ଚିତ୍ର !
ରାସ୍ତା କଡରେ ଗଦା ଗଦା ଏକ୍ସପାରୀ ମେଡିସିନ । ଲୋକଙ୍କୁ ଦରକାର ସମୟରେ ମେଡିସିନ ମିଳୁନଥିବା ବେଳେ ରାଜପଥ କଡରେ ପଡିଛି ପେଟି ପେଟି ଏକ୍ସପାରି ମେଡ଼ିସିନ । ଖୋର୍ଦ୍ଧା-ବଲାଙ୍ଗୀ