Prime Odisha @ 7 Pm
22 results found for "Kamakhyanagar"

ନିଶା ଦେଇ ଲୁଟିନେଲେ ୨୫ ହଜାର ଟଙ୍କା
ମହିଳାଙ୍କୁ ଅପହରଣ ପରେ ମାଡ଼ ମାରି, ନିଶା ଦେଇ ଲୁଟିନେଲେ ୨୫ ହଜାର ଟଙ୍କା । ଆଉ ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ ।
#ArgusNews #Dhenkanal #Kamakhyanagar #Loot #policeinvestigation

କାମାକ୍ଷାନଗରରେ ୩୦ ପ୍ରକାର ଚା' କରି ଚର୍ଚ୍ଚାରେ ଭାସ୍କର ରାଉତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ୩୦ ପ୍ରକାର ଚା କରି ଚର୍ଚ୍ଚାରେ ନୂଆଁ ଆଳତୁମା ଗାଁର ଭାସ୍କର ରାଉତ । କାମାକ୍ଷାନଗର ତାରିଣୀ ମନ୍ଦିର ସାମ୍ନାରେ ତାରିଣୀ ଟି ଷ୍ଟଲ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଭାସ୍କର...।
#ArgusNews

ବୁଟୁ ଭାଇଙ୍କ ଚା...
ଏ ଦୋକାନର ମାଲିକ ଆଳତୁମା ଗାଁର ଭାସ୍କର ରାଉତ । ବୁଟୁ ଭାଇ। ତାଙ୍କ ଚା ଦୋକାନ ତାରିଣୀ ମନ୍ଦିର ସାମ୍ନାରେ ଥିବାରୁ ନାଁ ତାରିଣୀ ଟି ଷ୍ଟଲ।
#Kamakhyanagar #Dhenkanal #tee #Odisha

କାମାକ୍ଷାନଗରରେ ପହଞ୍ଚିଛି ହକି ବିଶ୍ଵକପ୍ ଟ୍ରଫି
କାମାକ୍ଷାନଗରରେ ପହଞ୍ଚିଛି ହକି ବିଶ୍ଵକପ୍ ଟ୍ରଫି । ଟ୍ରଫିକୁ କାମାକ୍ଷାନଗରରେ ଭବ୍ୟ ସ୍ବାଗତ କରାଯାଇଛି ।
#ArgusNews #hockeyworldcup #FIH #welcome #kamakhyanagar

କାମାକ୍ଷାନଗରରେ ଶିଶୁ ମହୋତ୍ସବ ବେଶ ଧୁମ ଧାମରେ ପାଳନ ହୋଇଛି
#କାମାକ୍ଷାନଗର
#ଶିଶୁ_ମହୋତ୍ସବ
#କଳାଉତ୍ସବ_୨୦୨୨
କାମାକ୍ଷାନଗରରେ ଶିଶୁ ମହୋତ୍ସବ ବେଶ ଧୁମ ଧାମରେ ପାଳନ ହୋଇଛି
#Kamakhyanagar #Dhenkanal #Odisha

କାମାକ୍ଷାନଗର ଉପଖଣ୍ଡ ଭୁଷଳ ଶାନ୍ତି ଆଶ୍ରମ ନିକଟରୁ ଅସୁସ୍ଥ ଝିଙ୍କ ଉଦ୍ଧାର
ଅର୍ଗସ ବ୍ୟୁରୋ : ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି ଜଙ୍ଗଲର ପଶୁ ଓ ପକ୍ଷୀ । ଏହାର କାରଣ ହେଉଛୁ ଜଙ୍ଗଲ କାଟି ସଫା କରିଦେବା ଦ୍ବାରା ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି ବନ୍ୟ ଜନ୍ତୁ । ଏହି କ୍ରମରେ ଗୁରୁବାର ରାତିରେ ଅସୁସ୍ଥ ଏ

12 ଘଣ୍ଟିଆ କାମାକ୍ଷାନଗର ବନ୍ଦ
ଢେଙ୍କାନାଳ: ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବନ୍ଦ ଡାକରା ଦେଇଛି ଓକିଲ ସଙ୍ଘ । ବରିଷ୍ଠ ଆଇନଜୀବି ଶସଧର ମାହାନ୍ତିଙ୍କ ଉପରେ ମରଣାତ୍ମକ ଆକ୍ରମଣର ୧୫ ଦିନ ବିତିଯାଇଥିଲ

କାମାକ୍ଷାନଗର ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ: କାମାକ୍ଷାନଗରର ସଡକ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ,ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଘଟିଥିବା ଅଭାବନୀୟ ସଡ଼

କାମାକ୍ଷାନଗର-ମର୍ମନ୍ତୁଦ ସଡକ ଦୁର୍ଘଟଣା
କାମାକ୍ଷାନଗର-ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ଧକା ଦେଲା ଟ୍ରକ, ନାବାଳକ ସମେତ ୫ ମୃତ୍ୟୁ। ସମସ୍ତ ମୃତକ ହେଲେ କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ।
#RoadAccident #Dhenkanal #Kamakhyanagar #Odisha

ଜନ ଅଡିଟ
ଜନ ଅଡିଟ
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତ କରଡା ବନିଆ ଗ୍ରାମରୁ..।
#JanaAuidit #Kamakhyanagar #kanpura #Odisha

ଜନ ଅଡିଟ
ଜନ ଅଡିଟ
ବିକାଶ : କେତେ ସତ, କେତେ ମିଛ !
ଦେଖନ୍ତୁ ଶନିବାର ରାତି ୧୦.୩୦ ରେ
#JanaAudit #Dhenkanal #Kamakhyanagar #Kanpur #Odisha

ଏୟାରଷ୍ଟ୍ରିପ୍ ରେ ପ୍ରଶିକ୍ଷଣ ବିମାନ ଅବତରଣ ବେଳେ ଅଘଟଣ
ଢେଙ୍କାନାଳ କାମାକ୍ଷାନଗର କଙ୍କଡାହାଡ଼ ଥାନା ବିରାଶାଳ ଏୟାରଷ୍ଟ୍ରିପ୍ ରେ ପ୍ରଶିକ୍ଷଣ ବିମାନ ଅବତରଣ ବେଳେ ଅଘଟଣ । ୧୫ଫୁଟ ଉଚ୍ଚତାରୁ ପଡି ଟ୍ରେନି ପାଇଲଟ ଗୁରୁତର । ଗୁରୁତର ଟ୍ରେନି ପାଇଲଟ ଜଣଙ୍କ ବିରାଶାଳ ମେଡିକାଲରେ ଭର୍ତ

କାମାକ୍ଷାନଗରରେ ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଚାଲୁ ରହିଛି l ଉପଜିଲ୍ଲାପାଳ ପତାକା ଦେଖାଇ ଦୁଇଟି ସଚେତନତା ରଥର ପରିକ୍ରମା କାର୍ଯ୍ୟକ୍ରମକୁ ଉଦଘାଟ

ପଡୋଶିଙ୍କ ଘର ଆଗରେ ଫୁଟାଇଲେ ଡିନାମାଇଟ
ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶି ଘର ଆଗରେ ଫୁଟାଇଲେ ଡିନାମାଇଟ । ଡିନାମାଇଟ ବିସ୍ପୋରଣରେ ଘରର ମୁଖ୍ୟ ଗେଟର ଗ୍ରିଲ ଭାଙ୍ଗିବା ସହ ଘରର କାନ୍ଥ ଓ ଛାତ ଫାଟି ଯାଇଛି । ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପା

ଢେଙ୍କାନାଳ ଜିଲ୍ଲା କଣ୍ଟାପାଳରେ କିଡ଼ନୀ ରୋଗ ଆତଙ୍କ
ଡରାଉଛି ମାରାତ୍ମକ କିଡ଼ନୀ ରୋଗ । ଗାଁ ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ କଣ୍ଟାପାଳ ଗାଁରେ ଗ୍ରାସ କରିଛି କିଡ଼ନୀ ରୋଗ । ଆଇରନ୍ ଯୁକ୍ତ ପିଇବା ପାଣି ଯୋଗୁଁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥି