Prime Odisha @ 7 Pm
86 results found for "khurdha"

ସର୍ବ ଭାରତୀୟ ମହାବୀର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଖୋର୍ଦ୍ଧା ଜିଲ୍ଲାର କୁହୁଡି ଜନତା ମୈଦାନରେ ଅନୁଷ୍ଠିତ ହେଉଛି ସର୍ବ ଭାରତୀୟ ମହାବୀର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । କୁହୁଡି ଅଞ୍ଚଳରେ ଥିବା ମହାବୀର ଆଥେଲେଟିକ୍ ଆସୋସିଏସନ ଦ୍ୱାରା ଆଜକୁ ଦୀର୍ଘ 62 ବର୍ଷ ଧରି ଆୟୋଜିତ ହୋଇ ଆସୁଛି ଏହି ସର୍

କୁମାରୀ ଝିଅ ପାଳିଲେ କୁମାର ପୂର୍ଣ୍ଣମୀ
ଖୋର୍ଦ୍ଧା ଗୋଳବାଇ ଗ୍ରାମରେ କୁମାରୀ ଝିଅ ପାଳିଲେ କୁମାର ପୂର୍ଣ୍ଣମୀ।କୁମାର ପୂର୍ଣ୍ଣମୀ ବିଭିନ୍ନ ପର୍ବ ମାନଙ୍କ ମଧ୍ୟରୁ ଝିଅ ମାନଙ୍କର ଏକ ବଡ ପର୍ବ। କୁମାରୀ ଝିଅ ମାନଙ୍କର ଆଜି ହେଉଛି ବହୁତ ଖୁସିର ଦିନ।
#Khurdha #KumarPurnima

ଆୟକର ଅଧିକାରୀଙ୍କୁ ବାନ୍ଧିଲା CBI
ଆୟକର ଅଧିକାରୀ ସୁମନ୍ତ ସୁନ୍ଦର ସାହୁଙ୍କୁ ଗିରଫ କଲା CBI। ଖୋର୍ଦ୍ଧା ଶ୍ରୀରାମନଗର ବାସଭବନରେ ଚଢ଼ାଉ କରି ଧରିଲା 5 ଜଣିଆ ଟିମ୍।
ସୁନା ଦୋକାନୀଙ୍କଠାରୁ 5 ଲକ୍ଷ ଲାଞ୍ଚ ନେବାବେଳେ ବାନ୍ଧିଲା CBI...।
#Khurdha #CBIRaid #bribe

ଖୋର୍ଦ୍ଧା ଜିଲ୍ଲାରେ ଛତାବର ପଞ୍ଚାୟତ ହୋଇଛି ଆୟୁସ ପଂଚାୟତ
ଖୋର୍ଦ୍ଧା ଜିଲ୍ଲାରେ ଛତାବର ପଞ୍ଚାୟତ ହୋଇଛି ଆୟୁସ ପଂଚାୟତ। ଭାରତ ସରକାରଙ୍କର ଆୟୁସ ମନ୍ତ୍ରାଳୟ ଜିଲ୍ଲାର ଜଟଣୀ ବ୍ଲକ ଛତାବର ପଞ୍ଚାୟତକୁ ପୋସ୍ୟ ଗ୍ରାମ ଭାବେ ଗ୍ରହଣ କରିଛି। ଆୟୁସ ବିଭାଗ ପକ୍ଷରୁ ଏଠାରେ ପ୍ରତ୍ୟେକ ଗ୍ରାମରେ ଆୟୁର୍ବେ

ରିଲିଫ ବାଣ୍ଟିବାକୁ ଯାଇ ଫସିଲେ ସ୍ବେଛାସେବୀ
ରିଲିଫ ବାଣ୍ଟିବାକୁ ଯାଇ ଫସିଲେ ସ୍ଵେଚ୍ଛାସେବୀ। ଖୋର୍ଦ୍ଧା ଜିଲ୍ଲା ଶରଧାପୁର ପଞ୍ଚାୟତ ବ୍ରଜମୋହନପୁରରେ ଫସିଛନ୍ତି ସ୍ଵେଚ୍ଛାସେବୀ। ରାଜୁଆ ନଦୀରେ ବନ୍ୟା ଆସିବା ପରେ ଜଳବନ୍ଦୀ ଗ୍ରାମବାସୀଙ୍କୁ ରିଲିଫ ଦେବା ପାଇଁ ପହଞ୍ଚଥିଲେ ସ୍ଵେଚ୍ଛାସେବୀ

ବନ୍ୟାର ଆଠ ଦିନ ପରେ ବି ସ୍ଥିତିରେ ସୁଧାର ଆସିନାହିଁ
ଖୋର୍ଦ୍ଧା ବ୍ଲକର ତିନି ଗୋଟି ପଂଚାୟତ ଆଠ ଦିନ ପରେ ବି ସ୍ଥିତିରେ ସୁଧାର ଆସିନାହିଁ। ଅନେକ ଗ୍ରାମରେ ଗାଁ ଦାଣ୍ଡ, ଚାଷଜମି ଓ ଘରେ ଆଣ୍ଠୁଏ ଉଚ୍ଚର ପାଣି ରହିଛି। ଲୋକ ମାନଙ୍କ ଅବସ୍ଥା ଦୃବିସହ ହୋଇପଡିଛି। ଖାଇବା ପାଇଁ ରିଲିଫକୁ ଚାହି

ବିସ୍ମୟ ଶିକ୍ଷକ ରାମଦାସ ମୁର୍ମୁ
#ବିସ୍ମୟ_ଶିକ୍ଷକ_ରାମଦାସ_ମୁର୍ମୁ
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କାଉତରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ରାମଦାସ ମୁର୍ମୁ ଜନ୍ମରୁ ଦିବ୍ୟଙ୍ଗ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ ହରାଇପାରିନି। ମୟୁରଭଞ୍

ଜଙ୍ଗଲରେ ଦନ୍ତାହାତୀ ଅସୁସ୍ଥ ଏପଟେ କ୍ୱାଟରରେ ରେଞ୍ଜର ନେଉଛନ୍ତି ରେଷ୍ଟ
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ପଟିଆମାଳ ଜଙ୍ଗଲରେ ଦନ୍ତାହାତୀ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ନିଜ କ୍ୱାଟରରେ ରେଷ୍ଟ ନେଉଛନ୍ତି । ଦୀର୍ଘ ୨ ଦିନ ହେଲ

ବିଲରେ ଚିତଉପିଠା ପୋତି ଭଲ ଫସଲ ପାଇଁ ପୂଜାର୍ଚ୍ଚନା କଲେ ଚାଷୀ
ଓଡିଆଙ୍କ ସବୁ ପର୍ବ ଭିତରେ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଅନ୍ୟତମ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଖୋର୍ଦ୍ଧା ଜିଲ୍ଲାରେ ଏହି ପରମ୍ପରା ପାଳ

ମହାପଞ୍ଚାୟତ: ପୈତୃକ ଜମି ନିଜର ନୁହେଁ
ମହାପଞ୍ଚାୟତ: ପୈତୃକ ଜମି ନିଜର ନୁହେଁ
#mahapanchayat #Khurdha #Niranjanpur #Odisha #ArgusNews

ମହାପଞ୍ଚାୟତ: ପୈତୃକ ଜମି ନିଜର ନୁହେଁ
ଦେଖନ୍ତୁ ଖୋର୍ଦ୍ଧା ନିରଞ୍ଜନପୁରରୁ ମହାପଞ୍ଚାୟତ
ପୈତୃକ ଜମି ନିଜର ନୁହେଁ..।
ରବିବାର ରାତି ୮ଟା ରେ...।
#mahapanchayat #promo #Khurdha #Niranjanpur #Odisha

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ
#ରାଜ୍ୟରେ_ପୁଣି_ବଢିଲା_ସଂକ୍ରମଣ
ଦୁଇ ଦିନର ବ୍ୟବଧାନରେ ରାଜ୍ୟର ଦୈନିକ ସଂକ୍ରମଣ ପୁଣି ବଢିଛି । ଚିନ୍ତାଜନକ ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା। ସେପଟେ ବିଦେଶରେ ଚିହ୍ନଟ ହୋଇଥିବା ଭ୍ୟାରିଆଣ୍ଟ ଆମ ରାଜ୍ୟରେ ସକ୍ରିୟ ନଥିଲେ ହେଁ ଓକିମ୍ରନ

ବିଳି ବିଳେଇଲେ ଅରୁପ, କହିଲେ ଚିହ୍ନା ନଥିଲେ ଥାନାକୁ ଏତଲା ନେଇଗଲେ ନିଜେ ବନ୍ଧାହେବେ
ଭୁବନେଶ୍ଵର : କହୁ କହୁ କହି ଦେଲେ। ରାଜ୍ୟରେ ସ୍ୱାସ୍ଥ୍ୟସେବା ଓ ଆଇନ୍ ଶୃଙ୍ଖଳାର ବିକଳ ଚିତ୍ରର ଗୁମର ଖୋଲିଲେ ଖୋଦ୍ ଶାସକ ଦଳର ବରିଷ୍ଠ ନେତା ଅରୁପ ପଟ୍ଟନାୟକ। ବିଜେଡିର 24ତମ ପ୍ରତିଷ୍ଠା ଦିବସ ଅବସରରେ ମୋ ସରକାରର ପାରିବା ପଣି

ବନ୍ଧୁକ ମୁନରେ ଝାମ୍ପି ନେଲେ 15 ଲକ୍ଷ
ଖୋର୍ଦ୍ଧା : ଗନ ପଏଣ୍ଟରେ ଝାମ୍ପି ନେଲେ 15 ଲକ୍ଷ ଟଙ୍କା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳ ବାଇପାସ୍ ଛକରେ ଗତକାଲି ବିଳମ୍ବିତ ରାତ୍ରୀରେ ଏହି ଘଟଣା ଘଟିଛି। 3ରୁ 4 ଜଣ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ଟଙ୍କା ଭର୍ତ୍ତ

କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ଖୋର୍ଦ୍ଧା : କୂଅରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ନିରାକାରପୁର ଥାନା ଡିଆ ଗ୍ରାମର ବିକାଶ କୁମାର ସାହୁ (୨୯ ବର୍ଷ) ଗତ ବୁଧବାର ରାତିରୁ ବରଯାତ୍ରୀ ଭୋଜି ଖାଇବାକୁ ଯାଇ ନିଖୋଜ ଥିଲେ। ଗତକାଲି ରାତିରେ ବିକାଶର ମୃତଦେହ ରମାବିଲ

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା
ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତ ହାଡପଦାରେ ଅଘଟଣ । ଅଗ୍ନିକାଣ୍ଡ ଘଟି ୫ ପରିବାର ପ୍ରାୟ ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ବିଲମ୍ବିତ ରାତିରେ ଗାଁ ର ସୁଧୀର ଜେନା, ଧନେଶ୍ୱର ଜେନା, ଗଙ୍ଗାଧର ଜେନା ଆଦି ୫ ପରିବାର

ଟ୍ରେନ ଲାଇନରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା : ଖୋର୍ଦ୍ଧା ଟାଙ୍ଗୀ ଥାନା ଉଜୁଡା ଅଭିମାନ ପୁର ଗ୍ରାମରେ ଅଘଟଣ। ଟ୍ରେନ୍ ଲାଇନରୁ ମିଳିଲା ମାଆ ଓ ଝିଅଙ୍କ ମୃତଦେହ। ମୃତକ ମାଆ ହେଉଛନ୍ତି ଅଭିମାନ ପୁରର ଝରଣା ସ୍ଵାଇଁ ଓ ୧୧ ମାସର ଝିଅ ସୁବି ସ୍ଵାଇଁ। ଘଟଣାସ୍ଥଳରୁ ମାଆ ଝିଅଙ୍

“ଇଣ୍ଡିଆଜ୍ ଚାର୍ମିଙ୍ଗ ଫେସ୍ ମିସ ଇଣ୍ଡିଆ” ମୁକୁଟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା
ଖୋର୍ଦ୍ଧା : ଗୋଆରେ ଚମକିଲେ ଓଡିଆ ଝିଅ ପ୍ରିୟଙ୍କା । ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା । ମିସ ଇଣ୍ଡିଆ ପ୍ରତିଯୋଗିତାରେ “ଇଣ୍ଡିଆଜ ଚାର୍ମିଙ୍ଗ ଫେସ ମିସ ଇଣ୍ଡିଆ” ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତ

ପାଣି ପାଇଁ ପଞ୍ଚାୟତ ଆଗରେ ଶତାଧିକ ମହିଳାଙ୍କ ପ୍ରତିବାଦ...
ଖୋର୍ଦ୍ଧା : ପାଣି ପାଇଁ ତାତିଲେ ମହିଳା। ଜଳ ଟୋପାଏ ପାଇଁ ଡହଳ ବିକଳ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତର ଚାରି ଖଣ୍ଡ ଗାଁ। ବାରମ୍ବାର ପାଣି ସମସ୍ୟା ନେଇ ଜଣାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ କରୁନାହିଁ ପ୍ରଶାସନ। ଶେଷର

ଖୋର୍ଦ୍ଧା ବାଣପୁରରେ ଅଘଟଣ, ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ୪ ଆହତ
ଖୋର୍ଦ୍ଧା : ବାଣ ତିଆରି ବେଳେ ବିସ୍ଫୋରଣ । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏଭଳି ଅଘଟଣ ଘଟିଛି । ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ନାବାଳକ ରହିଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଘଟଣାସ୍ଥଳର

୮୦ ଲିଟର ଦେଶୀ ମଦ ଜବତ, ୨ ଗିରଫ
ଖୋର୍ଦ୍ଧା : ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ ବେପାରୀମାନେ ଏବେ ସକ୍ରିୟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ବାଲୁଗାଁ ଅବକାରୀ ବିଭାଗର ଓ.ଆଇ. ସ

ରାସ୍ତା ପାଲଟିଛି ମରଣଜନ୍ତା, ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ
ଖୋର୍ଦ୍ଧା : ଗାଁକୁ ନାହିଁ ପକ୍କା ରାସ୍ତା ଟିଏ। ବିପଦ ସଙ୍କୁଳ ଅବସ୍ଥାରେ କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଛନ୍ତି ଛଅ ଖଣ୍ଡ ଗାଁର ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ କସିପଡା, ହାତୀବାଡି,ବିଜି ଡ଼ିହ
ଖୁଲମଖୁଲା ବିକ୍ରି ହେଉଛି ବାରହା ମାଂସ, ନିରବ ବସିଛି ବନ ବିଭାଗ
ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆରେ ଖୁଲମଖୁଲା ବିକ୍ରି ହେଉଛି ବାରହା ମାଂସ । ଜଙ୍ଗଲରୁ ବାରହା ଶିକାର କରି ମାଂସ ବିକୁଛନ୍ତି ଶିକାରୀ । ସାଧାରଣ ଲୋକେ ମଧ୍ୟ ମାଂସ କିଣି ଘରକୁ ନେଉଛନ୍ତି । ଏମିତି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ପର
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ
ଖୋର୍ଦ୍ଧା :ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ପାହାଡ ଉପରୁ ୨ କିମି ଦୂର ଯାଏଁ ଗୁରୁତର ମହିଳାଙ୍କୁ ବୋହିକି ଆଣି କଲେ ଜୀବନ ରକ୍ଷା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ନାଉପଦ