Prime Odisha @ 7 Pm
242 results found for "mayurbhanja"

ଅସନବଣି ଗ୍ରାମବାସୀଙ୍କୁ ଆବାସ କେବେ ?
#ଅସନବଣି_ଗ୍ରାମବାସୀଙ୍କୁ_ଆବାସ_କେବେ ?
ବିକାଶର ପୋଥି ଭିତରେ ହଜିଯାଇଛି ଗାଁର ଭାଗ୍ୟ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଳକ ଅନ୍ତର୍ଗତ ଅସନବଣି ଗାଁ । ଦେଖିବା ଏହି ରିପୋର୍ଟ ।
#ArgusNews #Mayurbhanja

ବିଧାୟକ ସନାତନ ବିଜୁଳିଙ୍କ ଷ୍ଟେଜରେ ଭଜନ ପରିବେଷଣ !
ବିଧାୟକ ସନାତନ ବିଜୁଳିଙ୍କ ଷ୍ଟେଜରେ ଭଜନ ପରିବେଷଣ !
ମହାଶିବରାତ୍ରି ଓ ଜାଗର ପର୍ବ ଅବସରରେ ଭଜନ ଗାଇ ପ୍ରଶଂସା ସାଉଁଟିଲେ ବଡସାହି ବିଧାୟକ ସନାତନ ବିଜୁଳି ।
#ArgusNews #Mayurbhanja #baripada #MLA #SanatanaBijuli

ଏଇ ଆମ ସୁନ୍ଦର ଓଡ଼ିଶା
ବିଶ୍ଵ ପ୍ରସିଦ୍ଧ ଶିମିଲଳିପାଳ ଅଭ୍ୟାରଣ୍ୟର ପ୍ରାକୃତିକ ପରିବେଷ ଭିତରେ ରହିଛି ଯୋରନ୍ଦା ଜଳ ପ୍ରପାତ
#ArgusNews #nature #OdiaCulture #odishatourism #touristplace #Aeiamasundaraodisha #Odisha #Mayurbhanj

ପାଣି ପାଇପ ଚୋରି ଅଭିଯୋଗରେ ୧୧ ଜଣ କୋର୍ଟ ଚାଲାଣ
ମୟୂରଭଞ୍ଜ: ପାଣି ପାଇପ ଚୋରି ଅଭିଯୋଗରେ ୧୧ ଜଣ କୋର୍ଟ ଚାଲାଣ। ଜିଲ୍ଲା ଝାରପୋଖରିଆ ଥାନା ଅଧିନ ଧାଙ୍ଗୁଡିଶୋଳ ପଂଚାୟତ ନୂଆଗାଁ ସ୍ଥିତ ଜେ.ଏମ.ସି. କମ୍ପାନୀର ପାଇପ ଗୋଦାମରୁ ନଅଟି ପାଣି ପାଇପ ଚୋରି ଅଭିଯୋଗକୁ ନେଇ ଝାରପୋଖରିଆ ଥାନାର

ଶୀତରେ ଜଳ କଷ୍ଟ !
ଶୀତରେ ଜଳ କଷ୍ଟ !
ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ ହାଟସାହିରେ ଉତ୍କଟ ହୋଇଛି ଜଳ ସମସ୍ୟା । ଶିମିଳିପାଳରୁ ବାଲାଶ୍ବରକୁ ସଂଯୋଗ କରୁଥିବା ଏହି ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି

ପଥର ବି କହୁଛି କଥା
#ପଥର_ବି_କହୁଛି_କଥା
#ଦେଖିଲେ_ମନ_ପୂରିଉଠିବ
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜରେ ଯିବା ପଥର ଶିଳ୍ପୀଙ୍କ ଗାଁ । ଯେଉଁଠି ଭଳିକି ଭଳି ପଥର ଶିଳ୍ପ । ପଥରକୁ ଜୀବନ୍ତ ସ୍ପର୍ଶ ଦେବାରେ କାରଗର ନିମଗ୍ନ । ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲ

ଉପାନ୍ତରେ ଠପ୍ ହେବାକୁ ବସିଲାଣି କୁଳବେଉସା
#ଉପାନ୍ତରେ_ଠପ୍_ହେବାକୁ_ବସିଲାଣି_କୁଳବେଉସା
#ଆଧୁନିକ_ଚାକଚକ୍ୟ_ସଭ୍ୟତା_ମଧ୍ୟରେ_କମିଛି_ମାଟି_ତିଆରି_ପାତ୍ରର_ଆଦର
#ଚିନ୍ତାରେ_କୁମ୍ଭକାର_କାରିଗର
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ କପ୍ତିଶୋଳ କୁମ୍ଭାରସାହିରେ

ବିଷାକ୍ତ ହେଉଛି ନଦୀ ଜଳ !
#ବିଷାକ୍ତ_ହେଉଛି_ନଦୀ_ଜଳ !
#ଏନଜିଟିର_ନିର୍ଦ୍ଦେଶ_ଓ_ନିୟମକୁ_ଫୁ
#ପିଇବା_ତ_ଦୂର_କଥା_ଗାଧୋଇବା_ପାଇଁ_ବି_ଅନୁପଯୁକ୍ତ_ନଦୀଜଳ
ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଦାଖଲ ରିପୋର୍ଟକୁ ନେଇ ବଢିଛି ଉଦବେଗ । କଟକରୁ ଭୁବନେଶ୍ୱର

ଦୀର୍ଘ ୩୦ବର୍ଷ ଧରି ପର ପିଣ୍ଡାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର
#ଦୀର୍ଘ_୩୦ବର୍ଷ_ଧରି_ପର_ପିଣ୍ଡାରେ_ଚାଲିଛି_ଅଙ୍ଗନୱାଡ଼ି_କେନ୍ଦ୍ର
ପ୍ରାକ୍ ଶିକ୍ଷାରୁ ମୁହଁ ମୋଡିଲେ ଛାତ୍ରଛାତ୍ରୀ, ସରକାରଙ୍କୁ ଯେତେ ଗୁହାରି କଲେ ମଧ୍ୟ ଅଙ୍ଗନୱାଡ଼ି କେନ୍ଦ୍ର ହୋଇପାରୁନି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲ

ଭଙ୍ଗା କୁଡିଆ ଘରେ ବିତୁଛି ଦିନ
#ଭଙ୍ଗା_କୁଡିଆ_ଘରେ_ବିତୁଛି_ଦିନ
#ଆବାସ_ପାଇଁ_ହିତାଧିକାରୀଙ୍କୁ_ଶୋଷଣ
ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଇନ୍ଦପୁର ଗାଁରେ ୬୦ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। କିଛି ଲୋକେ ଜମି ହୀନ ହୋଇ ଥିବା ବେଳେ କିଛି ଲୋକ

ଉପାନ୍ତରେ ବାଟବଣା ପ୍ରାକ ଶିକ୍ଷା
#ଉପାନ୍ତରେ_ବାଟବଣା_ପ୍ରାକ_ଶିକ୍ଷା
#ଛାତ୍ରଛାତ୍ରୀଙ୍କ_ଭବିଷ୍ୟତ_ଅନ୍ଧାରରେ
ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତର ଗୁଣ୍ଣୁରିଲୋଚାରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର। ଗାଁରେ ଥିବା ଗୁଣ୍ଡୁରିଲୋଚ

ଦୁର୍ଗମ ଇଲାକାରେ ବାଟ ହୁଡୁଛି ବିକାଶ !
#ଦୁର୍ଗମ_ଇଲାକାରେ_ବାଟ_ହୁଡୁଛି_ବିକାଶ !
ସରକାରୀ ଯୋଜନା ବାଟବଣା । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ । ୧୦୦ ବର୍ଷ ବିତିଗଲା ତଥାପି ମିଳିଲାଣି ପକ୍କା ଘର....ମୟୂରଭଞ୍ଜ ମୋରଡ଼ାରୁ ଦେଖିବା ରିପୋର୍ଟ
#Mayurbhanj

ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତ ଜନନୀ !
ଆଜି ପବିତ୍ର ମହାଷ୍ଟମୀ । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତ ଜନନୀ । ଉଦଳାର ବିଭିନ୍ନ ପୂଜା ମଣ୍ଡପରେ ଆଜି ସକାଳୁ ପୂଜା କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି
#Mayurbhanja #Udala #DurgaPuja2022 #Astami

ଗଜରାଜ ନେଲା ପୁଣି ଜଣଙ୍କ ଜୀବନ
ମୟୂରଭଞ୍ଜ : ଦିନକୁ ଦିନ ହାତୀ ଉତ୍ପାତ ବଢିବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜ ର ଦେଓପେଟା ଗ୍ରାମରେ ଅଘଟଣ। ହାତୀ ଆକ୍ରମଣରେ ରତନ ସୋରେନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗତକାଲ

ଜଣଙ୍କୁ ଦଳି ମାରିବା ସହ 15ରୁ ଅଧିକ ଘର ଭାଙ୍ଗିଲେ ହାତୀପଲ
ମୟୂରଭଞ୍ଜ : ଦେଉଳି ଫରେଷ୍ଟ ରେଞ୍ଜ ଚୁହାଟ୍ ଗାଁରେ ହାତୀ ଆତଙ୍କ। ଜଣଙ୍କୁ ଦଳି ମାରିବା ସହ 15ରୁ ଅଧିକ ଘର ଭାଙ୍ଗିଲେ ହାତୀପଲ। ମୃତକ କାଠଶିର୍ଷି ଗାଁର ୨୫ ବର୍ଷୀୟ ଚାଟୁ ଟୁଡୁ ବୋଲି ଜଣାପଡିଛି।
୬୦ରୁ ଉର୍ଦ୍ଧ୍ୱ ଝାଡଖଣ୍ଡି ହାତୀପ

ଆଜି 15 ମୁଣ୍ଡ ନେଲା କରୋନା
ଅର୍ଗସ ବ୍ୟୁରୋ: କମୁଛି ସଂକ୍ରମଣ ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ 15 ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ 3, ଖୋର୍ଦ୍ଧାରୁ ଦୁଇ, ଅନୁଗୋଳ, ବରଗଡ, ଭୁବନେଶ୍ୱର, କଟକରୁ ଜଣେ ଲେଖାଏଁ ମୃତ୍ୟ

ଜୁଆ ଖେଳ ଉପରେ ଚଢାଉ, ୨ ଗିରଫ
ଅର୍ଗସ ବ୍ୟୁରୋ: କରଞ୍ଜିଆ ପୋଲିସ ପକ୍ଷରୁ କେନ୍ଦୁମୁଣ୍ଡି ସାପ୍ତାହିକ ହାଟରେ ଚାଲିଥିବା ଜୁଆ ଖେଳ ଉପରେ ଚଢାଉ । 2 ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ସନାତନ ପଣ୍ଡିତ ଓ ଅନ୍ୟ ଜଣେ ହରେକୃଷ୍ଣ ଦାସ । ସେମାନଙ୍କ ନିକଟରୁ 12 ହଜାର 620
ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ
ମୟୁରଭଞ୍ଜ: ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟାପାଳ ଗାଁ ର ଗ୍ରାମବାସୀମାନେ ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଖୁଣ୍ଟାପାଳ ଶିବ ମନ୍ଦିର ନିକଟର

ରାଜ୍ୟରେ କରୋନାରେ ଦୁଇ ଶିଶୁ ମୃତ
ଅର୍ଗସ ବ୍ୟୁରୋ: ରାଜ୍ୟରେ କରୋନାରେ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଜଣଙ୍କୁ 5 ମାସ ହୋଇଥିବାବେଳେ ଆର ଜଣଙ୍କ ମାତ୍ର 12 ଦିନର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଉଭୟ କନ୍ୟ

ଲକଡାଉନର ନିୟମ ଉଲଘଂନ: ୧୨ ଟି ଦୋକାନକୁ ସୀଲ କଲା ପ୍ରଶାସନ
ମୟୁରଭଞ୍ଜ: ସାରା ରାଜ୍ୟରେ କରୋନା ମହାମାରୀ ପାଇଁ ଏବେ ଯେପରି ଭାବରେ ହା ହା କାର ସୃଷ୍ଟି ହେଲାଣି । ଆଉ ଏହାର ପ୍ରତିଷେଧକ ହିସାବରେ ରାଜ୍ୟ ସରକାର ୧୪ ଦିନିଆ ଲୋକଡାଉନ କଡାକଡି ଭାବେ ପାଳନ କରୁଥିବା ବେଳେମୟୁରଭଞ୍ଜ ଜିଲ୍ଲା କରଞ୍ଜି

ଜଙ୍ଗଲରେ ନିଆଁ ଲଗାଇ ଜଣେ ଶିକାରୀ ଗିରଫ
ମୟୁରଭଞ୍ଜ: ଜଙ୍ଗଲରେ ନିଆଁ ଲଗାଇ ଜଣେ ଶିକାରୀ ଗିରଫ । ଶିମିଳିପାଳର ପୋଡଡିହା ରେଞ୍ଜରେ ନିଆଁ ଲଗାଉଥିଲା ଶିକାରୀ । ଏହି ସମୟରେ ଶିକାରୀକୁ ଧରିଥିଲା ବନବିଭାଗ । ଗିରଫ ଶିକାରୀ ଅନ୍ତରା ସିଂ ବୋଲି ଜଣାପଡିଛି । ତେବେ ଶିକାରୀ ନିକଟରୁ ୭ କିଲ
ମାଆ କୋଳରୁ ଶିଶୁକୁ ଉଠାଇ ନେଲେ ଯୁବତୀ
ମୟୁରଭଞ୍ଜ: ମାଆ କୋଳରୁ ଶିଶୁକୁ ଉଠାଇ ନେଲେ ଯୁବତୀ । ଅଭିଯୋଗ ପରେ ୨ ଶିଶୁ ଚୋରଙ୍କୁ ବାନ୍ଧିଲା ପୋଲିସ । ବାରିପଦା ପିଆରଏମ ହସ୍ପିଟାଲ ପରିସରରୁ ୪ଦିନର ଶିଶୁକୁ ୨ଜଣ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳାଜଣକ ବାରିପଦା ଟାଉ
ହେଲ୍ମେଟ୍ଚେକିଂ ନାଁରେ ମୟୂରଭଞ୍ଜ କୁଳିଅଣା ପୋଲିସର ଦାଦାଗିରି ଅଭିଯୋଗ
ମୟୁରଭଞ୍ଜ: ହେଲ୍ମେଟ୍ଚେକିଂ ନାଁରେ ମୟୂରଭଞ୍ଜ କୁଳିଅଣା ପୋଲିସର ଦାଦାଗିରି । ଚେକିଂ ସମୟରେ ଯୁବତୀକୁ ବାଡ଼ିରେ ମାଡ଼ ଅଭିଯୋଗ । ଫଳରେ ଯୁବତୀ ଜଣଙ୍କ ଗୁରୁତର ହୋଇ ପି ଆର ଏମକୁ ସ୍ଥାନନ୍ତର ହୋଇଛନ୍ତି। କୁଳିଆଣା ଥାନା ଅନ୍ତର୍ଗ

ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ମୃତ
ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଳିଆଷୋଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଲି ବୋଝେଇ ଟ୍ରାକ୍ଟର । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତ