Prime Odisha @ 7 Pm
101744 results found for "odisha"

ସତୀଗୁଡା ଡ୍ୟାମରେ ଦେଶୀ ଡଙ୍ଗା ବୁଡି ଘଟଣା, ମିଳିଲା ଜଣେ ମହିଳାଙ୍କ ମୃତଦେହ
ଅର୍ଗସ ବ୍ୟୁରୋ: ମାଲକାନଗିରି ସତୀଗୁଡା ଡ୍ୟାମରେ ଦେଶୀ ଡଙ୍ଗା ବୁଡି ଘଟଣା । ଗତକାଲି ସନ୍ଧ୍ୟାରେ 2ଟି ଡଙ୍ଗା ଡ୍ୟାମର ମଝିରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ମାଛ ଧରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁଇଟି ଡଙ୍ଗାରେ 4 ଜ

ଅଟୋରେ ଯାଉଥିବା ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଲୁଟେରା
ଅର୍ଗସ ବ୍ୟୁରୋ: ଅଟୋରେ ଆସୁଥିବା ପାସେଞ୍ଜରକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଅନୁକୂ

ଗରା, ବାଲ୍ଟି ଧରି ରାଜରାସ୍ତାରେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମବାସୀଙ୍କୁ ମିଳି ପାରୁନାହିଁ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତ

ଚିକିତ୍ସା ପାଇଁ ଆସି ଏସସିବିରୁ ଫେରାର କଏଦୀ
ଅର୍ଗସ ବ୍ୟୁରୋ: କଟକ ଏସ୍ ସିବିରୁ ପୁଣି ଜଣେ କଏଦୀ ଫେରାର। ଚିକିତ୍ସା ପାଇଁ ଆସି ଏସସିବିରୁ ଫେରାର ହୋଇଗଲା କଏଦୀ। ଚୌଦ୍ୱାର ଜିଲ୍ଲାରୁ ଚିକିତ୍ସା ପାଇଁ ଆସିଥିଲା ଏସସିବି
ଫେରାର ଅଭିଯୁକ୍ତ । ନା ସାଜନ ଦାସ ଘ

ଛତୁଆ ନପାଇ ଫେରିଛନ୍ତି ଗର୍ଭବତୀ ମହିଳା
ଯାଜପୁର: ଛତୁଆ ବଣ୍ଟନ ଦିବସରେ ମିଳିଲାନି ଛତୁଆ । ICDS ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଙ୍ଗନବାଡି କେନ୍ଦ୍ରରେ ଏପରି କେଳେଙ୍କାରୀ ସାମ୍ନାକୁ ଆସିଛି । ଅଙ୍ଗନବାଡି କେନ୍ଦ୍ରକୁ ଆସି ଛତୁଆ ନପାଇ ଫେରିଛନ୍ତି ଗର୍ଭବତୀ ମହିଳା ଓ ଶିଶୁଙ୍

ଆଜି ସଂଧ୍ୟାଧୂପ ପରେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି
ପୁରୀ: ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି।
ଆଜି ସଂଧ୍ୟାଧୂପ ପର

ହୋଟେଲ ପଛ ପଟୁ ମୃତଦେହ ଉଦ୍ଧାର
ଜଗତସିଂହପୁର: ପାରାଦୀପ-ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛ ପଟୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ବିଳମ୍ବିତ ରାତିରେ ଶୋଇ ଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତ ଯୁବକ ଜଣେ ହୋଟେ

ନୟାଗଡ଼ରୁ ଛତିଶଗଡ଼ ବେଧଡକ ଚୋରା ଚାଲାଣ
ନୟାଗଡ଼: ନୟାଗଡ଼ରୁ ଛତିଶଗଡ଼ ବେଧଡ଼କ ବାଲି ଚୋରା ଚାଲାଣ । ମାଲେମାଲ ହେଉଛନ୍ତି ମାଫିଆ, ଏପଟେ କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ। ସୀମାନ୍ତରେ ଥିବା ଯୋଙ୍କ ନଦୀର ଭୁଶୁଡ଼ି ଗାଁ ନିକଟ ଘାଟରୁ ଖୋଲାଖୋଲ

ଅନ୍ତଃକନ୍ଦଳର ଅଗ୍ନିରେ ଜଳୁଛି ଶାସକ ଦଳ
ଭୁବନେଶ୍ୱର: ବିଶୃଙ୍ଖଳାର ବାରୁଦ ଗଦାରେ ବସିଛି ବିଜେଡି । ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ବିସ୍ଫୋରଣ । ଖଣ୍ଡ ଖଣ୍ଡ ହୋଇଯାଇପାରେ ବିଜେଡି । କ୍ରମାଗତ ଷଷ୍ଠ ଥର ଲାଗି ସରକାର ଗଠନର ସ୍ବପ୍ନ ହୋଇପାରେ ଧୂଳିସାତ୍ । କାରଣ ଗୃ

ଓଡ଼ିଶାରେ ଆଉ ଏକ ମେଡିକାଲ କଲେଜକୁ ଅନୁମତି
ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ ଖବର । ଏବେ ରାଜ୍ୟରେ ରହିବନି ଡାକ୍ତର ଅଭାବ । ଓଡ଼ିଶାରେ ଆଉ ଏକ ମେଡିକାଲ କଲେଜକୁ ଅନୁମତି ମିଳିଛି । କଟକ ଟାଙ୍ଗିରେ ହେବ ନୂଆ ମେଡିକାଲ କଲେଜ । ଡ୍ରିମସ ଇନଷ୍ଟିଚ୍ୟୁଟ ଅଫ ହେଲ୍

ଆଜି ପୂର୍ବାହ୍ନ 11ଟାରେ ପ୍ରକାଶ ପାଇବ ଫଳ
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ OJEE ରେଜଲ୍ଟ । ଆଜି ପୂର୍ବାହ୍ନ 11ଟାରେ ପ୍ରକାଶ ପାଇବ ଫଳ । OJEE ୱେବସାଇଟରେ www.ojee.nic.in ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ଏଥର ପରୀକ୍ଷା ଦେଇଥିଲେ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ

ଏବେ ବି ବଞ୍ଚିଛି କାଳିସୀ ପରମ୍ପରା
ଅର୍ଗସ ବ୍ୟୁରୋ : ଏବେ ବି ବଞ୍ଚିଛି କାଳିସୀ ପରମ୍ପରା । ନିଜ ନିଜର ବିଭିନ୍ନ ସମାସ୍ୟା ସହ ରୋଗ ଭଲ ପାଇଁ କାଳେସୀଙ୍କ ନିକଟରେ ଲାଗୁଛି ଲୋକଙ୍କ ଭିଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀଜିଲ୍ଲା ଗୋପ ବ୍ଲକ ଜମରା ଗାଁ ଦଳିତ ସାହିରେ । ସେହ

Prime Odisha @ 7 Pm
Prime Odisha
ଦେଖନ୍ତୁ ଆଜି ସଂଧ୍ୟା ୭ ଟା'ରେ
#ArgusNews #PrimeOdisha

ଗୁଳି ଗଲା କୁଆଡେ ?
ଗୁଳି ଗଲା କୁଆଡେ ?
ଏ କଥା ଚାର୍ଜସିଟରେ ଉଲ୍ଲେଖ ଅଛି ତ !
#ArgusNews #Prasnakala #NabaDas #DeathIssue #Controversy #CrimeBranch

ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତରେ ଘଟିଛି ଘଟଣା
#ArgusNews #Nabarangapur #YouthArrest

ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର
ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସୁଲେଇ ଗାଁର ଏକ ପୋଖରିରୁ ଏକ ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା ।
#ArgusNews #subarnapur #pythonrescue

ମାରଣାସ୍ତ୍ର ଦେଖାଇ, ୬ଲକ୍ଷ ଲୁଟ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡାରେ ସଶସ୍ତ୍ର ଡକାୟତି । ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟପାଟ୍ କରିଛନ୍ତି ୯ ଦୁର୍ବୃତ୍ତ ।
#ArgusNews #Kalahandi #Loot #robbery

ଉତ୍ତରପ୍ରଦେଶ ବିଜୟୀ
ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଉଦଯାପିତ ହୋଇଯାଇଛି ତ୍ରୟୋଦଶ ସବ୍ ଜୁନିଅର ବାଳକ ଜାତୀୟ ହକି ମ୍ୟାଚ । ଉତ୍ତରପ୍ରଦେଶ ଠାରୁ 1-7 ଗୋଲରେ ପରାସ୍ତ ହୋଇ ଉପ ବିଜେତା ହୋଇଛି ଓଡ଼ିଶା ।
#ArgusNews #Rourkela

ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ
ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି କ୍ୟାବିନେଟ ବୈଠକ । ଆଜି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରୁଛି ।
#ArgusNews #CabinetMeeting #NaveenPatnaik #BJD

ପାଣି ପାଇଁ ତାତିଲେ ମହିଳା
ପାଣି ପାଇଁ ତାତିଲେ ମହିଳା । ଗରା, ବାଲ୍ଟି ରଖି ମହିଳାଙ୍କ ରାଜରାସ୍ତା ଅବରୋଧ । ରାୟଗଡା ଜିଲ୍ଲା କରଲକାନ ପଞ୍ଚୟତର ଅଙ୍ଗୁରୁ ଗାଁରେ ଦେଖାଦେଇଛି ଜଳ ସଙ୍କଟ ।
#ArgusNews #Rayagada #WaterProblem #WaterCrisis #womansprotest

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ, ଏସପି

ଢେଙ୍କାନାଳରେ ଯୁବକଙ୍କ ଉତ୍ପାତ
ଢେଙ୍କାନାଳରେ ଯୁବକଙ୍କ ଉତ୍ପାତ । ଦିନ ଦ୍ବିପହରରେ ସପିଂ ମଲ ଭିତରେ ପଶି କର୍ମଚାରୀଙ୍କୁ ଆକ୍ରମଣ । ଯାହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।
#ArgusNews #Dhenkanal #Attack #CCTVFootage #ViralVideo

କରଞ୍ଜିଆ ବନାଞ୍ଚଳକୁ ପଶି ଆସିଛନ୍ତି ହାତୀ ପଲ
କରଞ୍ଜିଆ ବନାଞ୍ଚଳକୁ ପଶି ଆସିଛନ୍ତି ହାତୀ ପଲ । ପଲରେ ୧୫ଟି ହାତୀ ଅଛନ୍ତି । ହାତୀ ପଲ ଏବେ କରଞ୍ଜିଆ ବନାଞ୍ଚଳ ଦୁଧିଆଣି ଜଙ୍ଗଲରେ ଅଛନ୍ତି । ଖାଦ୍ୟ ଅନୁସନ୍ଧାନରେ ଆସୁଛନ୍ତି ହାତୀ ପଲ ।
#ArgusNews #Mayurbhanj #Karanjia

ଗରମ କ୍ଷୀରିରେ ପଡ଼ି ଶିଶୁ ମୃତ
ଗରମ କ୍ଷୀରିରେ ପଡ଼ି ଶିଶୁ ମୃତ । ଡାକ୍ତରଖାନାରେ ୪ ଦିନ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଛି ଶିଶୁଟି ।
#ArgusNews #Nuapada #Khairiar #Babydeath