
ଦୁଇ ବିଜେଡି ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର ଅଭିଯୋଗ, ଥାନା ଆଗରେ କର୍ମୀଙ୍କ ଧାରଣା
ଅର୍ଗସ ବ୍ୟୁରୋ : ଜଟଣୀ ବ୍ଲକ ଜାମୁକୋଳି ଗାଁରେ ଗତ ଗୁରୁବାର ରାତିରେ ଏକ ଛୋଟିଆ ଗଣ୍ଡଗୋଳ ଘଟିଥିଲା। ସେହି ଘଟଣାରେ ଏୟାରଫିଲଡ ଥାନା ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ଦୁଇ ଜଣ ସରପଞ୍ଚ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଛନ୍ତି ଥାନା ବାବୁ

୬ ବର୍ଷ ପରେ ମଧ୍ୟ ସରିଲାନି ଯୌତୁକ ନିର୍ଯାତନା, ଶେଷରେ ମାରି ଫ୍ୟାନରେ ଟାଙ୍ଗି ଦେଲେ ଶାଶୂଘର
ଜଗତସିଂହପୁର: ଯୌତୁକ ଜୁଇରେ ଶୋଇଗଲେ ଆଉ ଏକ ବଧୂ l ବାହାଘର ୬ ବର୍ଷ ପରେ ମଧ୍ୟ ସରିଲାନି ଯୌତୁକ ନିର୍ଯାତନା ଶେଷରେ ଯୌତୁକ ଜନିତ ହତ୍ୟାର ଶିକାର ହେବାକୁ ପଡିଲା ମହିଳାଙ୍କୁ l ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନାଉଗା

ଘରେ ପଶି ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ
କେନ୍ଦୁଝର: ଘଷିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦାଦାଗିରି । ଘରେ ପଶି ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛ

DJ ଆଜେସ୍କଙ୍କ ମୃତ୍ୟୁ ମାମଲା, ପ୍ରେମିକାଙ୍କୁ ପଚରାଉଚରା କରିବ ପୋଲିସ
ଅର୍ଗସ ବ୍ୟୁରୋ: DJ ଆଜେସ୍କଙ୍କ ମୃତ୍ୟୁ ମାମଲା । ଆଜି ଆଜେକ୍ସଙ୍କ ପ୍ରେମିକାଙ୍କୁ ପଚରାଉଚରା କରିବ ପୋଲିସ । ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାକୁ ଡାକି ପଚରାଉଚରା କରିବ ପୋଲିସ । ଆଇପିସିର ଧାରା 306 ଓ 34ରେ ମାମଲା ରୁଜ

ବସରେ ଚାଲାଣ ହେଉଥିଲା ଜର୍ଦା, ଧରିଲା ପୋଲିସ
ଅର୍ଗସ ବ୍ୟୁରୋ: ବସରେ ଚାଲାଣ ହେଉଥିଲା ଜର୍ଦା । ଧରିଲା ପାଲିସ। ଲକ୍ଷ୍ୟାଧିକ ଟଙ୍କାର ନକଲି ଜରଦା ଜବତ , ବନ ଦୁର୍ଗା ବସ ଅଟକ । ସୂଚନା ଅନୁଯାଇ 60 ନମ୍ବର ଜାତିୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ନକଲି ଜରଦା ଚାଲାଣ କରୁଥିବା ବେଳ

ବଢ଼ୁଛି ଅପରାଧ, ଚାର୍ଜସିଟ ଦାଖଲ କରିପାରୁନି ପୋଲିସ
ଅର୍ଗସ ବ୍ୟୁରୋ: ରାଜ୍ୟରେ ବଢୁଛି ଅପରାଧ । ଚାର୍ଜସିଟ ଦାଖଲ କରି ପାରୁନି ପୋଲିସ । ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ୧ ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍

ଟ୍ରାଙ୍ଗୁଲାର ଲଭ୍ ଷ୍ଟୋରୀରୁ ଡେଥ୍ ମିଷ୍ଟ୍ରି
ଭୁବନେଶ୍ୱର: ଖୁବଶୀଘ୍ର ଥାନାକୁ ଡ଼କରା ହୋଇପାରନ୍ତି ଡିଜେ ଆଯେକ୍ସଙ୍କ ପ୍ରେମିକା । ଟ୍ରାଙ୍ଗୁଲାର ଲଭ୍ ଷ୍ଟୋରୀରୁ ଡେଥ ମିଷ୍ଟ୍ରି । DJ ଆଜେସ୍କଙ୍କ ମୃତ୍ୟୁ ମୃତ୍ୟୁ ପଛରେ ସୁନ୍ଦରୀ ପ୍ରେମିକା । ପରିବାର ଲୋକଙ୍କ ଅଭିଯୋଗ ପର

ବାଘ ଛାଲ ଡିଲ୍ ବେଳେ ଶିକାରୀକୁ ମାଡିବସିଲା STF
ଭୁବନେଶ୍ୱର: ଫାଷ୍ଟଫୁଡ୍ ଦୋକାନରେ ଚାଲିଥିଲା ପଶୁ ଛାଲ ଡିଲ୍ । କଲରାପତରିଆ ବାଘ, ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଡିଲ୍ ହେବାବେଳେ STF ଜଣେ ଶିକାରୀକୁ ମାଡ଼ି ବସିଥିବାର ଖବର ମିଳିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର

୬ ଦିନର ଶିଶୁକୁ ତଣ୍ଟିଚିପି ହତ୍ୟା କଲା ମା'
ବାଲେଶ୍ବର : କୁହାଯାଏ ମାଆ ଯାହାର ଅଛି , ସାହା ତାହାର ଅଛି । ମାଆ ସବୁ ବିପଦରୁ ରକ୍ଷା କରେ । ହେଲେ ମାଆ ଟିଏ ପିଶାଚୀ ପାଲଟିବା କଥା କଳ୍ପନା ବାହାରେ । ଏପରି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନ
Download Argus News App
