
ଖରା ପାଇଁ ସ୍କୁଲ ଟାଇମରେ ପୁଣି ପରିବର୍ତ୍ତନ
ଭୁବନେଶ୍ୱର: ପୁଣି ବଦଳିଲା ସ୍କୁଲ ଟାଇମ । ଖରା ପାଇଁ ପୁଣି ଥରେ ପୂର୍ବ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତନ । ନବମ ଓ ଏକାଦଶ ପାଇଁ ସକାଳ 7ଟାରୁ 9ଟା ଯାଏ ହେବ କ୍ଲାସ । ସେହିପରି ଦଶମ ଓ ଦ୍ୱାଦଶ ପାଇଁ ସକାଳ 8ଟାରୁ 12ଯାଏ ନୂଆ ସମୟ ଧାର୍ଯ୍

କରୋନା ନେଇ ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜାରି କଲା ଅର୍ଜେଣ୍ଟ ନୋଟିସ
ସମ୍ବଲପୁର: ବୁର୍ଲା ଓ ଭିସୁଟରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅର୍ଜେଣ୍ଟ ନୋଟିସ ଜାରି କରିଛି। ପିଜି ହଷ୍ଟେଲ ଓାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି । କୋଭିଡ ନିୟମ କଡାକଡି କରିବା ପାଇ

ଆଜି ବୁର୍ଲା ଭିସୁଟରେ ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷା ସ୍ଥଗିତ
ସମ୍ବଲପୁର: ଆଜି ବୁର୍ଲା ଭିସୁଟରେ ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷା ସ୍ଥଗିତ । ଭିସୁଟରେ 25 ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ପରେ ଭିସୁଟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲ

ଆଜିଠୁ ସକାଳୁଆ ପାଠପଢା
ଭୁବନେଶ୍ୱର: ଆଜିଠୁ ସକାଳୁଆ ପାଠପଢା । ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ସକାଳ 7ରୁ 9ଟା ଯାଏଁ ଚାଲିବ । ପୂର୍ବରୁ ଏହି କ୍ଲାସ 8.30ରୁ 10ଟା ଯାଏଁ ଚାଲୁଥିଲା । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ପୂର୍ବାହ୍ନ 9ଟାରୁ ଅପରାହ୍ନ 1

ବୁର୍ଲା ଭିସୁଟରେରେ ସୋମବାର ହେବାକୁ ଥିବା ପରୀକ୍ଷା ସ୍ଥଗିତ
ବୁର୍ଲା: ସୋମବାର ବୁର୍ଲା ଭିସୁଟରେ ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ସ୍ଥଗିତ କରିଛନ୍ତି । ଭିସୁଟରେ 25 ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭିସୁଟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କ

ଆସନ୍ତାକାଲିଠୁ ସକାଳୁଆ ସ୍କୁଲ
ଭୁବନେଶ୍ଵର: ଆସନ୍ତାକାଲିଠୁ ସକାଳୁଆ ସ୍କୁଲ। ଖରା ପାଇଁ ସ୍କୁଲ ସକାଳୁଆ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲର ଟାଇମ ଟେବୁଲ ବଦଳାଇଛନ୍ତି । କରୋନା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିଥିବ

6 ଦିନରେ ପହଞ୍ଚିଲା ଓୟୁଏଟି ଛାତ୍ରଛାତ୍ରୀଙ୍କ ଧର୍ମଘଟ
ଭୁବନେଶ୍ୱର: 6 ଦିନରେ ପହଞ୍ଚିଲା ଓୟୁଏଟି ଛାତ୍ରଛାତ୍ରୀଙ୍କ ଧର୍ମଘଟ । ଜୋତା ପଲିସ, ରାସ୍ତାରେ ଝାଡୁ ମାରିବା ପରେ ଆଜି ରାସ୍ତା କଡରେ ଭିକ୍ଷା ମାଗିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ନିଯୁକ୍ତି ଦାବି ନେଇ ଛାତ୍ରଛାତ୍ରୀମାନେ ଲଗାତା

ଖରା ପାଇଁ ସକାଳୁଆ ସ୍କୁଲ, ସକାଳ 7ରୁ ଆରମ୍ଭ ହେବ କ୍ଲାସ
ଭୁବନେଶ୍ଵର: ଖରା ପାଇଁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲର ଟାଇମ ଟେବୁଲ ବଦଳାଇଛନ୍ତି । କରୋନା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିର
ଶିଳାନ୍ୟାସର ତିନି ବର୍ଷ ପରେ ମନେ ପଡିଲା ଓଡିଆ ବିଶ୍ୱବିଦ୍ୟାଳୟ କଥା, ବଜେଟରେ ମାତ୍ର 10 କୋଟି ଟଙ୍କା ବ୍ୟୟ ବରାଦ
ଅର୍ଗସ ବ୍ୟୁରୋ: ଶିଳାନ୍ୟାସର ତିନି ବର୍ଷ ପରେ ସରକାରଙ୍କ ମନେ ପଡିଲା ଓଡିଆ ବିଶ୍ୱବିଦ୍ୟାଳୟ କଥା। ତାହା ପୁଣି ଲଲିପପ ଦେଖାଇବା ପରି। ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ବଜେଟରେ ମାତ୍ର 10 କୋଟି ଟଙ୍କା ବ୍ୟୟ ବରା
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP