
କରୋନା ପରେ ଏହା ନୂଆ ଟେନସନ
ଅର୍ଗସ୍ ବ୍ୟୁରୋ : ଦେଶରେ କୋରୋନା ସଂକ୍ରମଣ ଥମି ନ ଥିବାବେଳେ ଚିନ୍ତା ବଢାଇଲାଣି ଆଉ ଏକ ଭୂତାଣୁ । ବାର୍ଡ ଫ୍ଲୁ, ସ୍ବାଇନ ଫ୍ଲୁ ପରେ ଏବେ ଟମାଟୋ ଫ୍ଲୁ ଭୂତାଣୁ ମୁଣ୍ଡ ବିନ୍ଧାର କାରଣ । କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଟମାଟୋ ଫ୍ଲୁ କ

ଟମାଟୋ ଫ୍ଲୁ ପାଇଁ ହାଇ ଆଲର୍ଟ
ଅର୍ଗସ ନ୍ୟୁଜ୍: ଚିନ୍ତା ବଢାଇଲା ଟମାଟୋ ଫ୍ଲୁ। ଟମାଟୋ ଫ୍ଲୁ ପାଇଁ ହାଇ ଆଲର୍ଟ। କେରଳ ଓ ତାମିଲନାଡୁରେ ଟମାଟୋ ଫ୍ଲୁ ଚିହ୍ନଟ। ଏହାପରେ ପଡୋଶୀ ରାଜ୍ୟ ଗୁଡିକରେ ସତର୍କତା ବଢିଛି। କେରଳରେ ବିଭିନ୍ନ ପିଲାଙ୍କଠାରେ ଏହି ଟମାଟ

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି
ଅର୍ଗସ ବ୍ୟୁରୋ: ଆଜି ବିଶ୍ଵ ଲୁପସ ଦିବସ । ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଥିଲା । ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯା

SCBରେ ଆରମ୍ଭ ହେଲା ବର୍ହିବିଭାଗ ଅନ୍ଲାଇନ୍ ସ୍ଲଟ୍ ବୁକିଂ
ଭୁବନେଶ୍ୱର: ଆଉ ଘଣ୍ଟା ଘଣ୍ଟା ଧରି ଲାଇନରେ ରହିବେନି ରୋଗୀ । ଘରେ ବସି କରିବେ ପଞ୍ଜିକରଣ । ଏଭଳି ଏକ ବଡ଼ ସମସ୍ୟାରୁ ରୋଗୀଙ୍କୁ ମୁକ୍ତ କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ ଓ ହସ୍ପିଟାଲ । ଏସିବିର OPD ସେବା ପାଇ

ଏମସ୍ ରେ କଟା ଆଙ୍ଗୁଠିର ସଫଳ ଅସ୍ତ୍ରପୋଚାର
ଅର୍ଗସ ବ୍ୟୁରୋ: ଯୋଡା ହେଲା ବୁଢା ଆଙ୍ଗୁଠି । ସମ୍ପୂର୍ଣ୍ଣ ଛିଡି ଯାଇଥିବା ଆଙ୍ଗୁଠି ଯୋଡା ଯାଇଛି ଏମ୍ସରେ । ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ.ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତର

କରୋନା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ଅର୍ଗସ ବ୍ୟୁରୋ: କରୋନା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କହିଲେ ୩ରୁ ୪ସପ୍ତାହ ମଧ୍ୟରେ ରାଜ୍ୟରେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି। ହସ୍ପିଟା

୨୮ରେ ସୀମିତ ଦନ୍ତପନ୍ତି, ସ୍ବପ୍ନ ହେଲାଣି ଜ୍ଞାନଦାନ୍ତ
ଅର୍ଗସ ବ୍ୟୁରୋ: ପିଲାବେଳେ ରାଗରୁଗାରେ ଆପଣ ବି କେତେଥର କହିଥିବେ, ବେଶି ଚିଡାନା ତୋ ୩୨ ଝଡେଇଦେବି। ହେଲେ ଏବେ ଆଉ ସେମିତି କହିବେନି। କାହିଁକି ନା, ସର୍ଭେ କହୁଛି, ଏଣିକି ମଣିଷମାନଙ୍କର ଆଉ ୩୨ ଦାନ୍ତ ଉଠୁନି। ମାତ୍ର ୨୮ ଦାନ୍ତର

2027 ସୁଦ୍ଧା ଓଡିଶା ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ହେବ-ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ବିଶ୍ୱ ମ୍ୟାଲେରିଆ ଦିବସ । ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଭାବରେ ଏହାକୁ ପାଳନ କରାଯାଇଛି । ପ୍ରଥମେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ପ୍ରଦର୍ଶନୀ ଗୃହକୁ ଉଦଘାଟନ କରାଯାଇଥିଲା ।
ଯେଉଁଥିର

ଦେଶରେ ଦେଖା ଦେଲାଣି ଚତୁର୍ଥ ଲହର ଆଶଙ୍କା; ଲଗାତାର ୫ ଦିନ ଧରି ସଂକ୍ରମଣ ମାମଲା ଅଢେଇ ହଜାରରୁ ଅଧିକ
ଅର୍ଗସ ବ୍ୟୁରୋ : ଦେଶରେ ପୁଣି ଏବେ କୋରୋନା ମାହାମାରୀର ଚତୁର୍ଥ ଲହର ଆଶଙ୍କା ଦେଖାଦେଲାଣି । କ୍ରମାଗତ ୫ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହିଆସୁଛି। ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧ
Download Argus News App
