୨୫ ଫୁଟ୍ ତଳକୁ ଟ୍ରକ ଖସି ୧୨ ମୃତ, ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଆର୍ଥିକ ସହାୟତା ଘୋଷଣା
ଅର୍ଗସ ବ୍ୟୁରୋ: ୨୫ ଫୁଟ୍ ତଳକୁ ଖସିଲା ଟ୍ରକ୍ । ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଉତ୍ତରପ୍ରଦେଶରେ ହୋଇଥିବା ସୂଚନା ରହିଛି । ଶନିବାର ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଉଦ

ଅନିଲ ଦେଶମୁଖଙ୍କ ଦୁଇ ବ୍ୟକ୍ତିଗତ ସହାୟକଙ୍କୁ ସମନ, ବିବୃତ୍ତି ରେକର୍ଡ କରିବ ସିବିଆଇ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁଇଜଣ ବ୍ୟକ୍ତିଗତ ସହାୟକଙ୍କୁ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଡକାଇଛି। ସେମାନଙ୍କ ବିବୃତ୍ତି ରେକର୍ଡ କରିବାକୁ ସିବିଆଇ ଉଭୟଙ୍କ

ଦେଶରେ ଆରମ୍ଭ ହେଲା ଟିକା ଉତ୍ସବ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦେଶରେ ଆରମ୍ଭ ହେଲା ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , 4 ଦିଗ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଟିକା ନେବାକୁ ଥିବ

ଶୋପିଆନରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ
ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରର ଶୋପିଆନ ଜିଲ୍ଲାର ହାଡ଼ିପୋରାରେ ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଅଜଣା ଆତଙ୍କବାଦୀ ନିପାତ ହୋଇଛନ୍ତି । ସୁରକ୍ଷା ବାହିନୀର ସର୍ଚ୍ଚ ଅପରେଶନ ଜାରି ରହିଛି।
ହାଡ଼ିପୋରାର

ଆଜିଠୁ ଦେଶରେ "ଟିକା ଉତ୍ସବ", ସର୍ବାଧିକ ହିତାଧିକାରୀଙ୍କୁ ଟୀକାକରଣର ଲକ୍ଷ୍ୟ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ 11 ଏପ୍ରିଲରୁ 14 ଏପ୍ରିଲ ପର୍ଯ୍ୟନ୍ତ ଦେଶରେ 'ଟିକା ଉତ୍ସବ' ଆୟୋଜିତ ହେବ। ସର୍ବାଧିକ ଯୋଗ୍ୟ ହିତାଧିକାରୀଙ୍କୁ ଟୀକାକରଣ କରିବାକୁ ଏହାର ଲକ୍ଷ୍ୟ ରଖିଛି

ପଶ୍ଚିମବଙ୍ଗ ଶୀତାଳକୁଚିରେ ନିର୍ବାଚନୀ ହିଂସା, 4 ଜଣଙ୍କ ମୃତ୍ୟୁ ପରେ ବନ୍ଦ ହେଲା ଭୋଟିଂ
ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର କୁଚ ବିହାର ଜିଲ୍ଲା ଶୀତାଳକୁଚି ଅଞ୍ଚଳର 125 ନଂ ବୁଥରେ ନିର୍ବାଚନୀ ହିଂସା ପରେ ଭୋଟିଂ ବନ୍ଦ ହୋଇଛି। ଅଜ୍ଞାତ ଆତତାୟୀମାନେ ବୁଥରେ ଭୋଟ ଦେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରିଥିଲେ

ଜଳିଗଲା କୋଭିଡ ହସ୍ପିଟାଲ: ୪ ମୃତ,ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ମୁମ୍ବାଇ: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ନାଗପୁର ସହରର ୱେଲଟ୍ରିଟ୍ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନା

ପଶ୍ଚିମବଙ୍ଗରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ 44 ଟି ଆସନରେ ଭୋଟ୍ ଅନୁଷ୍ଠିତ ହେବ। ପାଞ୍ଚଟି ଜିଲ୍ଲାର 44 ଟି ଆସନରେ ମତଦାନ ସକାଳ 7 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ।
ଏହ

ଗେହଲଟ ସରକାର ବିରୋଧରେ ବିଦ୍ରୋହର ସ୍ୱର
ଅର୍ଗସ ନ୍ୟୁଜ: ରାଜସ୍ଥାନରେ ଗେହଲଟ ସରକାର ବିରୋଧରେ ବିଦ୍ରୋହର ସ୍ୱର । ମାସେ ଭିତରେ 8 କଂଗ୍ରେସ ବିଧାୟକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଗତ ବର୍ଷ ସଚ୍ଚିନ ପାଇଲଟଙ୍କ ସମର୍ଥିତ କଂଗ୍ରେସ ବିଧାୟକମାନଙ୍କ ବିଦ୍ରୋହ ଦଳ ପାଇଁ ଅଡୁଆ ସୃଷ୍ଟ
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP