
ଆଗାମୀ ମାର୍ଚ୍ଚ ୬ ଓ ୭ରେ ବୈଠକ, ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଗାମୀ ମାର୍ଚ୍ଚ ୬ ଓ ୭ରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱର

ମୋଦିଙ୍କୁ ପ୍ରଶଂସା ଗୁଲାମଙ୍କ ପାଇଁ ସୃଷ୍ଟି କଲା ଅଡୁଆ
ନୂଆଦିଲ୍ଲୀ: ଦଳୀୟ ଆକ୍ରୋଶର ଶିକାର କଂଗ୍ରେସର ବରିଷ୍ଠ ନେତା । ବଢିଲା କଂଗ୍ରେସ କନ୍ଦଳ । ମୋଦିଙ୍କୁ ପ୍ରଶଂସା ଗୁଲାମଙ୍କ ପାଇଁ ସୃଷ୍ଟି କଲା ଅଡୁଆ । ନିଜ ରଜ୍ୟରେ ଦଳୀୟ ବିରୋଧର ଶୀକାର ଗୁଲାମନବୀ । ଗୋଟେ ପଟେ ସମସ୍ତ ରାଜନୈତି

ଯୋଗ୍ୟ ଚାଷୀଙ୍କୁ ମିଳୁନି ପିଏମ କିଷାନ ସହାୟତା, ମାଗିଲେ ପଞ୍ଜିକୃତ 40 ଲକ୍ଷ ଚାଷୀଙ୍କ ତାଲିକା
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟର ଯୋଗ୍ୟ ଚାଷୀଙ୍କୁ ମିଳୁନି ପିଏମ କିଷାନ ସହାୟତା । 40 ଲକ୍ଷ 50 ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନାଁ ପଞ୍ଜିକରଣ କରିଥିବା ବେଳେ ସବୁ ଚାଷୀଙ୍କୁ କିନ୍ତୁ ଟଙ୍କା ମିଳୁନି । ସବ

କରୋନା ଟିକା ନେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: କରୋନା ଟିକା ନେଲେ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଆଜି ସକାଳ ସମୟରେ ନବୀନ ନିବାସରୁ ବାହାରି ବିଧାନସଭ

ପୁଅ ବିଜେପିର କର୍ମୀ ବୋଲି ବୃଦ୍ଧା ମାକୁ ମରଣାତ୍ମକ ଆକ୍ରମଣ କଲେ ଟିଏମସି କର୍ମୀ
ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରକ୍ତପାତ ହେବା ନେଇ କରାଯାଇଥିବା ଆଶଙ୍କା ସତ୍ୟ ପ୍ରମାଣିତ ହେବାରେ ଲାଗିଛି। ରାଜ୍ୟର ଉତ୍ତର 24 ପରଗାନା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କ ଘରେ ଆକ୍ରମଣ କରାଯାଇଛ

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର
କେନ୍ଦୁଝର: କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗତକାଲିଠାରୁ ଦୁଇଦିନିଆ ଗସ୍ତରେ ଆସି ସେ ଭଗାମୁଣ୍ଡା ସିଳ୍କ ପାର୍କ ଗ୍ରସ୍ତ କରିବା ସହ ତାରିଣୀଙ୍କର ଦର୍ଶନ କରିଥିଲେ । ଆଜି କେନ୍ଦୁଝର ଜିଲ୍ଲାପାଳଙ୍

ବାରଣାସୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ବାରଣାସୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖିର୍କିଆ ଘାଟରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା । ଟୁଇଟ୍ କରି କହିଲେ, ଘାଟରେ ଥିବା 2000 ଡିଜେଲ ଚାଳିତ ଡଙ୍ଗାକ

ବିଧାନସଭାରେ ବାଚନିକ ଭୋଟରେ ପାରିତ ହେଲା ସଂକଳ୍ପ
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ପ୍ରସ୍ତାବ ଆଣିଛନ୍ତି। ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥ

କୁଆଡେ ଯିବ ପିପିଲି ?
ପିପିଲି: ଦିନ କେଇଟା ପରେ ଏଠି ଉପନିର୍ବାଚନ ହେବାକୁ ଥିବା ବେଳେ ନୂଆଶାସନ ପଞ୍ଚାୟତର ଉପନିର୍ବାଚନ ଫଳାଫଳ ବିଜେଡ଼ି ଶିବିରରେ କମ୍ପନ ଆଣିଛି । ସବୁ ଗଣିତକୁ ଭୁଲ ପ୍ରମାଣିତ କରି ବିଜେପି ସମର୍ଥିତ ପ୍ରାର୍ଥୀ ଏଠି ବିଜେଡି ସମର୍ଥିତ
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP